‘ଜୟ ବଜରଙ୍ଗବଲି’ କହି ଏହି ୫ଟି କାମ କରନ୍ତୁ, ଏମିତି ଭାଗ୍ୟ ଖୋଲିବ ଯେ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ

ଆପଣ ସମସ୍ତେ ଏହା ଜାଣିଛନ୍ତି ଯେ ହନୁମାନ ଠାକୁରଙ୍କ ଅନ୍ୟ ନାମ ବାଜରଙ୍ଗବଲି ଅଟେ, ଆପଣ ସମସ୍ତେ ଏହା ମଧ୍ୟ ଜାଣିଛନ୍ତି ଯେ ହନୁମାନ ଠାକୁରଙ୍କ ଶକ୍ତି ଅପାର ଅଟେ ଓ ସେ ବହୁତ ବଳବାନ ଅଟନ୍ତି । ବଜରଙ୍ଗବଲି ଚାହିଁଲେ ଆପଣଙ୍କ ବଡ ଠାରୁ ବଡ ଅସୁବିଧା ଆରାମ ସେ ଦୂର ହୋଇଯାଏ କିନ୍ତୁ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ କେବଳ ହନୁମାନ ଠାକୁରଙ୍କ ପୂଜା ନୁହ ତାଙ୍କ ନା ସ୍ମରଣ କାଲେ ମଧ୍ୟ ଆପଣଙ୍କ ବହୁତ ପ୍ରକାର ସମସ୍ୟା ଆପେ ଆପେ ଦୂର ହୋଇଯାଏ।

ଏହି କଥା ଦ୍ୟାନ ରେ ରଖି ଆଜି ଆମେ ଆପଣଙ୍କୁ ବଜରଙ୍ଗବଲି ନାମ ଜପିବା ଏମିତି ଗୋଟେ ଉପାୟ କହିବୁ ଯାହା ଦ୍ଵାରା ଆପଣ ନିଜ ଜୀବନ ରେ ବହୁତ ସଫଳତା ପ୍ରାପ୍ତ କରିବେ ।

୧. ଯଦି ଆପଣଙ୍କୁ କୌଣସି ବ୍ୟବସାୟ କରିବାର ଅଛି ତେବେ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ, ଯେବେ ବି କାମ ପାଇଁ ଘରୁ ବାହାରୁକୁ ଯାନ୍ତୁ ଆଗ ହନୁମାନ ଠାକୁରଙ୍କୁ ଦୁଇଟି ଅଗରବତୀ ଦେଖେଇ ମୁଣ୍ଡିଆ ମାରି ଯାନ୍ତୁ । ଏହା ପରେ କାର୍ଯ୍ୟସ୍ଥଳ ରେ ପହଞ୍ଚିଲା ପରେ ଗେଟ ଖୋଲିଲା ବେଳେ ଜୟ ବଜରଙ୍ଗବଲି ନା ଜାପ କରନ୍ତୁ ଓ ବ୍ୟବସାୟ ଜାଗା ରେ ଅଗରବତୀ ଦେଖାନ୍ତୁ । ଏହି ଭଳି ପ୍ରତିଦିନ କଲେ ବହୁତ ଭଲ କିନ୍ତୁ ମଙ୍ଗଳବାର ଓ ଶନିବାର ନିଶ୍ଚିନ୍ତ କରନ୍ତୁ ଭୁଲରେ ବି ଠାକୁରଙ୍କୁ ଏହି ଦିନ ପୂଜା କରିବା ଭୁଲାନ୍ତୁ ନାହିଁ ।

୨. ଯଦି ଆପଣଙ୍କୁ ଆର୍ଥିକ ସମସ୍ୟା ଅଛି ତେବେ ଆପଣ ଏହି ଉପାୟ କରନ୍ତୁ, ଯେବେ ବି ଆପଣଙ୍କୁ କୌଣସି ଧାନ ପ୍ରାପ୍ତ ହେଉ ତେବେ ତାହାକୁ ଲୋକର ରେ ରଖିବା ଆଗରୁ ବଜରଙ୍ଗବଲି ପ୍ରତିମା ସାମ୍ନା ରେ ମୁଣ୍ଡିଆ ମାରି ନେଇ ଲକର ରେ ରଖନ୍ତୁ ଲୋକର ରେ ଧାନ ରଖିବା ଆଗରୁ ଜୟ ବଜରଙ୍ଗବଲି ନାମ ଜାପ ନିଶ୍ଚିନ୍ତ କରନ୍ତୁ ।

୩. ଯେଉଁ ଲୋକ ଚାକିରି ପାଇଁ ହଇରାଣ ଓ ଚିନ୍ତିତ ଅଛନ୍ତି ତାଙ୍କ ପାଇଁ ଏହି ଉପାୟ ଅଟେ । ଯେବେ ବି କୌଣସି ଜବ ଇଣ୍ଟରଭ୍ୟୁ ପାଇଁ ଯାଉଛନ୍ତି ତା ଆଗରୁ ହନୁମାନ ମନ୍ଦିର ଯାଇ ବୁଟ ଓ ଗୁଡ ଭୋଗ କରନ୍ତୁ, ଏହା ପରେ ପ୍ରସାଦ ଗାଈକୁ ଖାଇବା ପାଇଁ ଦିଅନ୍ତୁ । ଏହା ପରେ ଅଫିସ ବା ଇଣ୍ଟରଭ୍ୟ ଜାଗା ରେ ପହଞ୍ଚିଲା ପରେ ମନ ଭିତରେ ଜୟ ବଜରଙ୍ଗବଲି ଜାପ କରନ୍ତୁ ।

Leave a Reply

Your email address will not be published. Required fields are marked *