ଝିଅ ମାନଙ୍କ ଋତୁସ୍ରାବକୁ ନେଇ କଣ କହିଲେ Jyanklin ଓ Arbind ଦେଖନ୍ତୁ Video

ଆପଣ ମାନେ ଜାଣି ଥିବେ କି ଯୁଗ ବଦଳିବା ସମୟରେ କିଛି ନା କିଛି ଜିନିଷ ବଦଲୁଚି । ଏହା ସହ ସବୁ ଙ୍କର ଚିନ୍ତା ଧାରା ମଧ୍ୟ ବଦଲୁଛି । ଏହା ସହ କିଛି ଏଭଳି ଲୋକ ମାନେ ଅଛନ୍ତି ଯେଉଁ ମାନେ ଏହାକୁ ସତ ବୋଲି ମାନି ନେଉଆ ଛନ୍ତି କାରଣ ହେଉଛି କି ସବୁ କୁ ବିଜ୍ଞାନ ସହ ତୁଳନା କରା ଯାଉଛି ।

କୁହା ଯାଉଛି କି ଯଦି ଆପଣ ଏଭଳି କିଛି କରିବେ ଏହି ଭଳି ପରିଣାମ ମିଳେ । ଏବେ ଏହା ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି ଯୁବ ପିଢୀ । ଏହାକୁ ନେଇ କଥା ମଧ୍ୟ କହୁଛନ୍ତି ଓ ସେମାନେ ଏହାକୁ ନ ମାନି କି ବହୁତ କିଛି କରିବାରେ ଲାଗି ଛନ୍ତି । ତେବେ ଏହି ବିଷୟରେ କହିବା ପାଇଁ ଗଲେ ଅନେକ କିଛି ବଦଳିବା ରେ ଲାଗିଛି । ତେବେ ଏହାକୁ ନୂଆ କରି ବାହା ହୋଇଥିବା କିଛି ଲୋକ ମାନେ ପ୍ରଶ୍ନ କରିଛନ୍ତି ।

କଣ ଏହାକୁ କିଭଳି ଭାବେ ମାନିବା ଉଚିତ ଯଦି ଆପଣନାକ ପାଖେ ଏହା ପାଇଁ କିଛି ଉପାୟ ଅଛି ତେବେ ଏହାକୁ ଦେଖାଅ । ଏହି ସବୁ ବିଷୟକୁ ନେଇ ଚର୍ଚ୍ଚାରେ ଆଣିଛନ୍ତି ଜାକଲିନ ଓ ଅରବିନ୍ଦ । ତାଙ୍କ ମତ ଅନୁସାରେ ଝିଅ ମାନଙ୍କ ମାଶୀକ ଧର୍ମ ହେବା ବେଳେ ସେମାନେ ମନ୍ଦିର ଯିବା ଅନୁଚିତ ଅଟେ । ଏହା ସହ ସେମାନେ କିଛି ନୂଆ ନିୟମ ମାନିବା ଉଚିତ । ଏହାକୁ ନେଇ କୁହା ଯାଏ କି ଏହା ପାପ ଯଦି ପାପ କିଭଳି ପାପ କୁହନ୍ତୁ ।

ଏହା ସହ ନଖ କାଟିବା କଥାକୁ ନେଇ ଖୁବ ଚର୍ଚ୍ଚା କରିଛନ୍ତି । ତାଙ୍କ କହିବା ଅନୁସାରେ ଆମେ କଣ କଣ କରିବା କଥା ଆମେ କଣ ପାଇଁ ରାତିରେ ନଖ ନ କାଟିବା ଉଚ୍ଚିତ ଅଟେ । ଏହାର କିଛି କାରଣ ଥିବା ଉଚ୍ଚିତ ଅଯଥା କଥାରେ ସେମାନେ କଣ ପାଇଁ ବିଶ୍ଵାଶ କରିବେ । କଣ ପାଇଁ ଏହାକୁ ସେମାନେ ମାନିବେ ।

ଏହା ପଛରେ ହଁ ଏହା କାରଣ ହୋଇ ପାରେ କି ଆଗ କାଳରେ ଲାଇନ ନଥିବା ହେତୁ ଭଲ ଦେଖା ଯାଏନି ଓ ସେଥିପାଇଁ ବୋଧେ ହୁଏ ସେମାନେ ଏହାକୁ ମାନୁ ଥିବେ କିନ୍ତୁ ଅଭି ମାନିବାର କାରଣ କଣ ଥାଇ ପାରେ । ଏହା ମଧ୍ୟ ସେମାନଙ୍କ ଆଲୋଚନା ର ବିଷୟ ଥିଲା କି ରାତିରେ କଣ ପାଇଁ ଚୁଟି କୁଣ୍ଡେଇବା ମନା ଥାଏ । ଏହାକୁ ନେଇ ତର୍କ ଚାଲିବା ପରେ ଜାକଲିନ କହିଥିଲେ କି ଏହାର କିଛି ମାନ୍ୟତା ନାଇ ।

ଯଦି ଆନାଶ୍ୟକତା ଅଛି ତେବେ ଏହାକୁ ମାନିବା ଉଚ୍ଚିତ । ଏହାକୁ ମାନିବା ର କାରଣ କଣ ଅଛି । ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଏହା ମଧ୍ୟ କହିଛନ୍ତି କି ଉପାସ ବ୍ରତ କରିବାର ଆବଶ୍ୟାକତା କଣ ଅଛି । ଯଦି ଭୋକ ଲାଗୁଛି ତେବେ ଆପଣ ଖାଇବେ । ଆପଣ ଯଦି ଉପାସ କରୁଛନ୍ତି ଓ ଆପଣଙ୍କୂ ଭୋକ ଲାଗୁଛି ତେବେ ଭଗବାନ ଆମକୁ ଖାଇବା ଦେଉଛନ୍ତି ତେବେ ତମେ ଏହି ଭଳି କାମ କାଇ କରୁଛ ।

Leave a Reply

Your email address will not be published. Required fields are marked *