ACF ଡେଥ ମିଷ୍ଟ୍ରି: Soumyaଙ୍କ ସ୍ଥାନରେ ବିଦ୍ୟା ଥିଲେ କଣ ହୋଇଥାନ୍ତା? କାହିଁକି ଏମିତି ପ୍ରଶ୍ନ ଉଠୁଛି… ଦେଖନ୍ତୁ Special Report

ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ସୋମ୍ୟରଞ୍ଜନଙ୍କ ସ୍ଥାନରେ ବିଦ୍ୟା ଭାରତୀୟ ଥିଲେ କଣ ହୋଇଥାନ୍ତା ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ସୋମ୍ୟଙ୍କ ମୃ-ତ୍ୟୁକୁ ଆଜିକୁ ୧୭ ଦିନ ହୋଇଥିଲେ ମଧ୍ୟ ଅ-ପ-ରା-ଧୀ କିଏ ତାହା ଆଜି ଯାଏଁ ଜଣା ପଡି ନାହି । ପୋଲିସ କେବଳ ତଦନ୍ତ କରୁଛି କିନ୍ତୁ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନାହି ।

ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-ର କେସ କଣ ୧୦ ନମ୍ବର ହୋଇ ପଡି ରହିବ କି ତାହାକୁ ନେଇ ପ୍ରଶ୍ନ ଉଠୁଛି । ପୁଣି ଥରେ ବରିଷ୍ଠ ଆଇନଜୀବୀ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-ରେ ପ୍ରଶ୍ନ ଉଠାଇଲେ । ବରିଷ୍ଠ ଆଇନଜୀବୀ କହିଛନ୍ତି ଯେ ଏଫାୟାର ନ ଆସିବା ଯାଏଁ ପୋଲିସ କେମିତି ଯାଞ୍ଚ କରୁଛି ତାହା ଜଣା ପଡୁଛି । ଏହା ସହ ଡିଏଫଓଙ୍କୁ କିଭଳି ଭାବେ କ୍ଳିନ ଚିଟ ଦିଆଗଲା ତାହାକୁ ନେଇ ମଧ୍ୟ ଆଇନଜୀବୀ ପ୍ରଶ୍ନ କରିଛନ୍ତି । ଏହା ଛଡା ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ପୋଲିସ ଅ-ଭି-ଯୁ-କ୍ତ-ଙ୍କ ଘରକୁ ଯାଇ ଯାଞ୍ଚ କରିବାର ମାନେ କଣ ରହିଛି ତାହା ମଧ୍ୟ ଆଇନଜୀବୀ ପ୍ରଶ୍ନ କରିଛନ୍ତି ।

ତାଙ୍କ କହିବା ମୁତାବକ ଯଦି କୌଣସି ନିରୀହ ଗରିବ ଲୋକ ସୋମ୍ୟଙ୍କ ଜାଗାରେ ଥାନ୍ତା ତେବେ ପୋଲିସ ଥାନାରେ ୩ଦିନ ଧରି ତା ଠାରୁ ସତ ଆଦାୟ କରିବାରେ ଲାଗି ପଡିଥାନ୍ତା । ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା ରେ ବଡ ବଡ ଅଧିକାରୀଙ୍କର ହାତ ଥିବାରୁ ତାଙ୍କ ହିସାବରେ କେସର ଯାଞ୍ଚ କରା ଯାଉଛି ବୋଲି ଆଇନଜୀବୀ କହିଛନ୍ତି । ପୋଲିସ ଆଜି ଯାଏଁ ଆଇନଗତ କୌଣସି ପଦକ୍ଷେପ ସୋମ୍ୟଙ୍କ ମୃ-ତ୍ୟୁ ଘ-ଟ-ଣା-କୁ ନେଇ ନାହି ବୋଲି ଆଇନଜୀବୀ ନିଜ ରାଏରେ କହିଛନ୍ତି ।

ପୋଲିସ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-ରେ କୌଣସି ସିଦ୍ଧାନ୍ତରେ ପହଞ୍ଚି ନ ପାରିବାରୁ ବିଭନ୍ନ ମହଲରେ ଅସନ୍ତୋଷ ଦେଖା ଯାଉଛି । ପାରଳାଖେମୁଣ୍ଡିର ଜଣେ ବରିଷ୍ଠ ଓକିଲ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠାଇଛନ୍ତି । ଯାହା ଗୋଟେ ଦ୍ରୁଷ୍ଟିରୁ ଠିକ ବୋଲି ମନେ ହେଉଛି ।

ସୋମ୍ୟଙ୍କ ସରକାରୀ ବାସ ଭବନର ଚାବିକାଠି ପୋଲିସ ନିଜ ପାଖରେ ପ୍ରଥମ ଦିନରୁ ନ ରଖିବା, ଅ-ଭି-ଯୋ-ଗ ନ ଆସିବା ଯାଏଁ ତଦନ୍ତ ଆରମ୍ଭ ନ କରିବା, ଅ-ଭି-ଯୁ-କ୍ତ-ଙ୍କୁ ତଥ୍ୟ ଲୁଚାଇବାକୁ ସମୟ ଦେବା, ଗଜପତି ଏସପି ସିଡିଆରକୁ ନେଇ କ୍ଳିନ ଚିଟ ଦେଇଥିବା ବେଳେ କେଉଁ ମୋବାଇଲ ନମ୍ବରକୁ ତଦନ୍ତ କରିଛି ପୋଲିସ ।

ଯିଏ ଦୋଷୀ ସେ କଣ ଗୋଟେ ମୋବାଇଲ ବ୍ୟବହାର କରୁଥିବ, ବିଦ୍ୟା ଭାରତୀ ଯଦି କିଛି ଭୁଲ କରି ନାହାନ୍ତି ତେବେ ନିଜ ଶ୍ଵଶୁର ଘରକୁ ନ ଯାଇ କଣ ପାଇଁ ବାପଘରକୁ ଗଲେ, ସୋମ୍ୟଙ୍କ ଜାଗାରେ ବିଦ୍ୟା ଥିଲେ କଣ ଏମିତି ତଦନ୍ତ ହୋଇଥାନ୍ତା କି ଏମିତି ଅନେକ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ କୃଷ୍ଣ ମୋହନ ପଟ୍ଟନାୟକ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *