କଣ କଲେ ସନ୍ତାନ ପ୍ରାପ୍ତି ହବ ? ନିଶ୍ଚୟ ଜାଣନ୍ତୁ

ଯେତେବେଳେ ଗୋଟେ ବିବାହ ହୋଇଥାଏ ତାହା କିଛି ବର୍ଷ ପରେ ସମସ୍ତଙ୍କୁ ଗୋଟେ କୁନି କୂଣିଆ ପାଇଁ ଅପେକ୍ଷା ହୋଇଥାଏ । ତେବେ ବିବାହିତ ଦମ୍ପତିକୁ ମଧ୍ୟ ସନ୍ତାନ ଇଛା ହୋଇଥାଏ ତେବେ କୌଣସି ଅସୁବିଧା ପାଇଁ ବହୁତ ଲୋକଙ୍କୁ ବିବାହ ବହୁତ ବର୍ଷ ପର୍ଯ୍ୟନ୍ତ ଛୁଆ ହୋଇନଥାଏ । ତେବେ ଦାମ୍ପତ୍ୟ ଜୀବନ ଦୁଃଖମୟ ହୋଇଯାଏ ଯେତେବେଳେ ଗୋଟେ କୂଣିଆ ଆସି ନଥାଏ । ତେବେ ଆଜି ଆମେ ଆପଣଙ୍କୁ ଗୋଟେ ଏମିତିକା ଉପାୟ କହିବାକୁ ଯାଉଛୁ ଯାହା କରିବା ୪୫ ଦିନ ଭିତରେ ଆପଣଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାନ୍ତି ।

Image Courtesy: Google

ସର୍ବ ପ୍ରଥମେ ଆପଣଙ୍କୁ ସବୁ ଖରାପ କଥା ଛାଡି ମନ ସକାରାତ୍ମକ ଭାବରେ ବୁଡାଇ ରଖିବା ଉଚିତ ଯଦି ଆପଣ କାହା ବିଷୟରେ ଖରାପ ଚିନ୍ତା କରିବେ ତେବେ ଆପଣାଙ୍କ ସହ କେବେ ଭଲ ହୋଇ ପାରିବ ନାହିଁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ପାଇଁ ଆପଣଙ୍କୁ ଏହି ଜିନିଷ ଗୁଡିକ ଆବଶ୍ୟକ ଅଟେ ।

୧. ଯନ୍ତ୍ର : ତାରା ଦେବୀଙ୍କ ଯନ୍ତ୍ର ।

୨. ମାଳା : ରୁଦ୍ରାକ୍ଷ ମାଳା ୧୦୮ ଦାନା ବିଶିଷ୍ଠ ।

୩. ଜପ ସମୟ : ସୁର୍ଜ୍ଯୋଦୟ ସମୟରେ

Image Courtesy: Google

ଆପଣଙ୍କୁ ଏହି ପୂଣ୍ୟ କାମ ପାଇଁ ତାରା ଦେବୀଙ୍କ ଯନ୍ତ୍ର ଆବଶ୍ୟକ ଅଟେ, ଏହା ସହ ଆପଣଙ୍କୁ ରୁଦ୍ରାକ୍ଷ ମାଳା ମଧ୍ୟ ଆବଶ୍ୟକ ଅଟେ, ତେବେ ଆସନ୍ତୁ ଏହାକୁ ବ୍ୟବହାର କେମିତି କରିବା ତାହା ବିଷୟରେ ବିସ୍ତାର ସହ ଜାଣିବା ।

ମନ୍ତ୍ର – ସଦବି ନିତ୍ୟ॰ ପରିତପ୍ୟମାନ

ତ୍ୟାମେଦ ସୀତତତ୍ୟଭି ଭାଷମାଃ ।

ଦୃମବ୍ରତୋ ରାଜସ୍ୱତ୍ଯୋ ମହାତ୍ମା

ତବ୍ୟେବ ଲାଭୟ କୃତ ପ୍ରଯନ୍ତହ ।।

Image Courtesy: Google

ଏହି ମନ୍ତ୍ର ଜାପ ଦିନରେ ସକାଳ ସମୟରେ ମା ତାରିଣୀଙ୍କୁ ପୂଜା କଲା ସମୟରେ ୧୦୭ ଥର କରନ୍ତୁ । ସକାଳେ ସୂର୍ଯ୍ୟ ଉଦୟ ଆଗରୁ ଉଠି ସ୍ନାନ ଇତ୍ୟାଦି ସାରି ଆପଣ ପୂଜା କରିବା ପାଇଁ ବସନ୍ତୁ, ମା ତାରିଣୀଙ୍କ ଫଟୋ ପୂଜା ଘରେ ରାଖୀ ପୁଷ୍ପ, ଭୋଗ ଇତ୍ୟାଦି ଅର୍ପଣ କରି ଏହି ମନ୍ତ୍ର ଜାପ କରିବା ଆରମ୍ଭ କରନ୍ତୁ ୪୫ ଦିନ ବା ତା ପରେ ମଧ୍ୟ ଯେତେ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ସନ୍ତାନ ପ୍ରାପ୍ତି ହେଇ ନାହିଁ ଏହି ଭଳି ପୂଜା ନୀତି କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଶୁଭ ଫଳ ପ୍ରାପ୍ତି ହବ, ତେବେ ଥରେ ଏହାକୁ କରି ଦେଖନ୍ତୁ ।

Leave a Reply

Your email address will not be published. Required fields are marked *