ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ବହୁତ ପୁରାଣ ଅଛି ଯେଉଁଠାରେ ଭଗବାନ ମାନଙ୍କ ବିଷୟରେ ବହୁତ କଥା କାହାଣୀ ଲେଖା ହୋଇଛି ଆଉ ଏହି ଗୁଡିକ ସବୁ ଅଲଗା ପୁରାଣରେ ଲେଖା ହୋଇଛି ତେବେ କଣ ଆପଣ ଭଗବାନ ବ୍ରହ୍ମାଙ୍କ ବିଷୟରେ କିଛି କଥା ଜାଣିଛନ୍ତି ଯାହା ବହୁତ ନିନ୍ଦନୀୟ ଅଟେ । ଆପଣଙ୍କ ମଧ୍ୟରୁ ବହୁତ ଲୋକ ଏହି କଥା ଗୁଡିକ ଜାଣି ନଥିବେ କିନ୍ତୁ ଏମିତି କିଛି କାମ ବ୍ରହ୍ମା କରିଥିଲେ ବୋଲି ତାଙ୍କୁ ପୃଥିବୀ ଉପରେ ପୂଜିବା ବର୍ଜିତ ଅଟେ । ତେବେ ଆସନ୍ତୁ କାହାଣୀ କଣ ଅଟେ ଆଉ ବ୍ରହ୍ମା କଣ ଏମିତିକା ଲାଜ୍ୟା ଜନକ କାମ କରିଥିଲେ ଯାହା ବିଷୟରେ କେହି ଜାଣି ନହନ୍ତି ।
କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ପୁରା ଭାରତ ବର୍ଷରେ ବ୍ରହ୍ମାଙ୍କ କେବଳ ଗୋଟେ ମନ୍ଦିର ଅଛି ତାହା ମଧ୍ୟ ରାଜସ୍ଥାନରେ ତେବେ ଅନ୍ୟ କେଉଁ ଜାଗାରେ ବ୍ରହ୍ମାଙ୍କ ମନ୍ଦିର ନାହିଁ । ଆପଣ ମାନେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ବ୍ରହ୍ମା ସୃଷ୍ଟି କର୍ତା ଅଟନ୍ତି, ଭଗବାନ ବିଷ୍ଣୁ ପାଳନ କର୍ତା ଆଉ ଭଗବାନ ଶିବ ବିନାଶ କର୍ତା ଅଟନ୍ତି ।
ତେବେ ଭଗବାନ ବ୍ରହ୍ମା ନିଜ ଦିବ୍ୟ ଦ୍ରୁଷ୍ଟି ଦ୍ଵାରା ଜ୍ଞାନର ଦେବୀଙ୍କ ରଚନା କଲେ ଯାହା ପରେ ମତ ସରସ୍ଵତୀ ଉତପନ ହେଲେ ଏହି ସମ୍ପର୍କ ଦ୍ଵାରା ବ୍ରହ୍ମା ମାତା ସରସ୍ଵତୀଙ୍କ ବାପା ହେଲେ କିନ୍ତୁ ମତ ସରସ୍ଵତୀଙ୍କୁ ଦେଖି ଭଗବାନ ବ୍ରହ୍ମା ମଧ୍ୟ ନିଜ ମାନଙ୍କୁ ନିୟନ୍ତ୍ରଣ କରି ପାରିଲେ ନାହିଁ ଆଉ ମାତା ସରସ୍ବତୀଙ୍କୁ ପାଇବା ପାଇଁ ଚେଷ୍ଟା କରିଥିଲେ ।
ମାତା ବ୍ରହ୍ମାଙ୍କ ଠାରୁ ଲୁଚିବା ପାଇଁ ବହୁତ ଚେଷ୍ଟା ମଧ୍ୟ କଲେ କିନ୍ତୁ କେଉଁଠାରେ ବି ଲୁଚି ପାରିଲେ ନାହିଁ ଆଉ ଅନତିମରେ ତାଙ୍କୁ ବ୍ରହ୍ମାଙ୍କ ସହ ବିବାହ କରିବାକୁ ପଡିଲା ଯାହା ପରେ ସେ ବ୍ରହ୍ମାଙ୍କୁ ଅନୁରୋଧ କଲେ ଯେ ସେ ପୃଥିବୀରେ ରହିବାକୁ ଚାହନ୍ତି ଆଉ ପୃଥିବୀ କୁ ଆସି ରହିଲେ ତା ପରେ ତାଙ୍କ ପୁତ୍ର ହେଲା ଯାହା ନାମ ମନୁ ରଖା ଯାଇଥିଲା । ତେବେ ବ୍ରହ୍ମାଙ୍କ ଏହି ଛୋଟ କାମ ପାଇଁ ସେ କେବେ ପୂଜନୀୟ ହୋଇ ପାରିଲେ ନାହିଁ ଏହି ସବୁ କାହାଣୀ ଆପଣଙ୍କୁ ସରସ୍ଵତୀ ପୁରାଣରେ ପଢିବାକୁ ମିଳିଯିବ ।