ଘରେ ପଇସା ରହୁନି ତ ନିଶ୍ଚୟ କରନ୍ତୁ ଏହି ଉପାୟ, ବାସ ଟିକେ ଗୁଡ, ତା ପରେ ଦେଖ ଚମତ୍କାର!!

ଯେବେ ଜୀବନରେ ଚିନ୍ତା ଓ ଅସୁବିଧା ବଢିଯାଏ ସେତେବେଳେ ବ୍ୟକ୍ତି ଭାଙ୍ଗି ପଡିଥାଏ । ଏମିତି ଲାଗିଥାଏ ନା ଆଗକୁ ଯାଇହେବ ନା ପଛକୁ ହଟି ହେବ , କୁଆଡେ ଯିବୁ ବାଟ ଘଟ ମିଳେନି । ଆଜି ଆମେ ବହୁତ ସାଧାରଣ ଉପାୟ ନେଇକି ଆସିଛୁ । ଯାହା ଆପଣ ବଞ୍ଚିବା ପାଇଁ ଗୋଟେ ଠିକ ଦିଗ ଦର୍ଶାଇବ । ଆଉ ଆପଣ ଠିକ ଭାବରେ ଜୀବନକୁ ଆଗକୁ ବଢାଇ ପାରିବେ । ଗୁଡର ଗୋଟେ ଛୋଟ ପ୍ରୟୋଗ ଆପଣଙ୍କ ଜୀବନରେ ବହୁତ ସାରା ଅସୁବିଧାରୁ ଦୂର କରିପାରିବ ।

ଗୁଡର ଉପାୟ ଯଦି ଖାସ ଦିନରେ କରାଯିବ ତେବେ ତାର ଫାଇଦା ନିଶ୍ଚିତ ରୂପରେ ମିଳିବ । ଯଦି ମନରେ ଦୁର୍ଘଟଣାର ଭୟ ରହିଥାଏ  ଓ କେଉଁଠି ପଡିଯିବାର ମଧ୍ୟ ସମ୍ଭାବନା ରହିଥାଏ ଏମିତି ହେଉଥିଲେ ଜାଣିବେ ଆପଣଙ୍କ ମଙ୍ଗଳ ଗ୍ରହରେ କିଛି ଅସୁବିଧା ରହିଛି । ସେଥିପାଇଁ ଗୋଟେ ଛୋଟ ଉପାୟ କରନ୍ତୁ ଅଳ୍ପ ଗୁଡ ନେଇ ହନୁମାନ ମନ୍ଦିରରେ ଯାଇ ଅର୍ପିତା କରନ୍ତୁ । ହନୁମାନ ଚାଳିଶା ପଢନ୍ତୁ ଓ ହନୁମାନଙ୍କୁ ଭୁଲର କ୍ଷମା ପ୍ରାର୍ଥନା ହେବ । ଯେତେବେଳେ ମଙ୍ଗଳ ଏକ୍ଟିଭ ହୋଇଥାଏ ସେତେବେଳେ ଦୁର୍ଘଟଣା ହେବାର ଆଶଙ୍କା ରହିଥାଏ ।ଆପଣଙ୍କ ସଙ୍କଟ ଟଳିଯିବ ।

ଭୂମି ଭାବନକୁ ଦେବା  ମଧ୍ୟ ମଙ୍ଗଳ ଓ ସୂର୍ଯ୍ୟ ହୋଇଥାନ୍ତି । ଯଦି ଜୀବନରେ ଭୁତି ଭାବନାର ବହୁତ ପ୍ରୟାସ ପରେ ମଧ୍ୟ ମିଳୁନୀ ଓ ନିଜ ଘର ବନାଇ ପାରୁନ ତେବେ ଗୋଟେ ଛୋଟ ପ୍ରୟୋଗ କରନ୍ତୁ ।  କୌଣସି ରବିବାର ଦିନ ଗାଈକୁ ଗୁଡ ଖୁଆନ୍ତୁ । ଯେବେ ଗୁଡ ଖୁଆଇବେ ତେବେ ତାକୁ ହାତରେ ଖୁଆଇବେ । ଗାଈ ଯଦି ଆପଣଙ୍କ ହାତକୁ ଚାଟୁଛି ତେବେ ଜାଣିବେ ଅତି ଶୀଘ୍ର ଆପଣଙ୍କ ମନୋକମନା ପୂର୍ଣ ହେବ । ଯେତେବେଳେ ଘର ସଫା କରିବେ ତେବେ ଏହି କଥା ମନେ ରଖିବ ରବିବାର ଦିନ ସଫା କରିବା ସମୟରେ ଲୁଣ ବା ଫିଟିକିରି ପକାଇ ଘର ପୋଛିବା ଦରକାର ।

ତେବେ ଆପଣଙ୍କ ଜୀବନରେ ଧାନର ମୁସ୍କିଲ ଦୂର ହୋଇଥାଏ । ଆଉ ଧନ ସମସ୍ଯା ଦୂର ହେବ । ବହୁତ ଆୟ କରୁଛନ୍ତି କିନ୍ତୁ ଖର୍ଚ ହୋଇଯାଉଛି ଓ ଠିକ ଜାଗାରେ ନିବେଶ କରି ପାରୁନାହାନ୍ତି । ଆଉ ଆପଣ ଚିନ୍ତାରେ ଅଛନ୍ତି ତେବେ ଗୁଡର ଛୋଟ ଛୋଟ ୭ ଟି ଖଣ୍ଡ ନିଅନ୍ତୁ ଓ ସାତଟି ହଳଦୀ ଖଣ୍ଡ ଏହାକୁ ଏକ ସାଥିରେ ଗୋଟେ ହଳଦିଆ କପଡାରେ ବାନ୍ଧି କୌଣସି ଗୁରୁବାର ବା ରବିବାର ଦିନ ତାକୁ ରୋଡରେ କି ଟ୍ରେନ ଲାଇନ ପାଖରେ ଫୋପାଡି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *