କଣ ସ୍ଟିମ ଥେରେପି ନେବା ଦ୍ଵାରା କାରୋନା ଭାଇରସ ସମାପ୍ତ ହୋଇଯାଏ ?

ବର୍ତ୍ତମାନ ଯେଉଁ ସମୟ ଚାଲିଛି ତାହା ବହୁତ କଷ୍ଟଦାୟକ ସମୟ ଅଟେ । କାରଣ ଭୂ-ତା-ଣୁ ମଣିଷକୁ କେବଳ ଶାରୀରିକ ରୂପରେ ନୁହେଁ ମାନସିକ ଓ ଆର୍ଥିକ ରୂପରେ ବି କମଜୋର କରି ଦେଇଛି ।

ଏହା ସହିତ ଭୂ-ତା-ଣୁରୁ ବଞ୍ଚିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ବି କରୁଛନ୍ତି । ଆପଣ ସବୁଦିନ ଭୂ-ତା-ଣୁରୁ ବଞ୍ଚିବା ପାଇଁ ନୂଆ ନୂଆ ଉପାୟ ଶୁଣୁଥିବେ । ଏମିତିରେ ଲୋକମାନେ ବିଭିନ୍ନ ପ୍ରକାରର ହାତ ତିଆର ଔଷଧ କିମ୍ବା ଖାଦ୍ୟ, ଏହା ସହିତ ମେଡିସନ ଦୋକାନରୁ ବି କିଛି ଔଷଧ କିଣି ଆଣି ସେବନ କରୁଛନ୍ତି ।

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ କୁହାଯାଉଛି କି ସ୍ଟିମ ଥେରେପି ଅର୍ଥ ଗରମ ପାଣିର ଧୂଆଁକୁ ମୁହଁ ଓ ନାକ ମାଧ୍ୟମରେ ଶରୀର ଭିତରକୁ ନେବା ଦ୍ଵାରା ଭୂ-ତା-ଣୁ ହେବ ନାହିଁ । ଯେତେବେଳେ ଲୋକମାନେ ଏହାକୁ କରିବାକୁ ଲାଗିଲେ ତେବେ ସ୍ଟିମ ଥେରେପି ନେବାର ମେସିନ ଗୁଡିକର ଦାମ ଅଚାନକ ବଢିଗଲା ।

ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କି ସ୍ଟିମ ଥେରେପି ନେବା ଉଚିତ ନା ଅନୁଚିତ । ଏକ ରିପୋର୍ଟ ଅନୁସାରେ ସ୍ଟିମ ଥେରେପି ନେବା ଦ୍ଵାରା ଆମ ନାକ ଓ ଗଲାରେ ଜମି ଥିବା ମ୍ୟୁକସ ପତଳା ହୋଇଯାଏ । ମ୍ୟୁକସ ଦ୍ଵାରା ହିଁ କଫ ହୋଇଥାଏ । ସେଥିପାଇଁ ଡାକ୍ତର ଆପଣଙ୍କୁ ସ୍ଟିମ ଥେରେପି ନେବାକୁ କହିଥାନ୍ତି । କେତେକ ଡାକ୍ତରଙ୍କ କହିବା ଅଟେ କି ସ୍ଟିମ ଥେରେପି ନେବା ଦ୍ଵାରା କାରୋନା ଭା-ଇ-ର-ସ ସଂକ୍ରମଣରେ କିଛି ଲାଭ ମିଳିପାରେ ।

କାରଣ ସ୍ଟିମ ଥେରେପି ନେବା ଦ୍ଵାରା ଆମର ଶ୍ଵାସ ନଲି ସଫା ହୋଇଯାଏ ଓ ଆମର ଶରୀରକୁ ସଠିକ ମାତ୍ରରେ ଅକ୍ସିଜେନ ମିଳି ଥାଏ । କିନ୍ତୁ ଏହା ମଧ୍ୟରେ ବୁଝିବା କଥା ଏହା ହେଉଛି କି ସ୍ଟିମ ଥେରେପି ନେବା ଦ୍ଵାରା ଭୂ-ତା-ଣୁ ଭା-ଇ-ର-ସ କେବେ ବି ସମାପ୍ତ ହୋଇ ନ ଥାଏ । ଅର୍ଥାତ ଯେଉଁ ବ୍ୟକ୍ତି ସ୍ଟିମ ଥେରେପି ନେଉଛି ତାକୁ ବି ଭୂ-ତା-ଣୁ ହୋଇପାରେ । ଏହା ସହିତ ଯେଉଁ ବ୍ୟକ୍ତି ସଂକ୍ରମିତ ଅଛି ସେ ବି ସ୍ଟିମ ଥେରେପି ନେବା ଦ୍ଵାରା ଠିକ ହୋଇ ପାରିବ ନାହିଁ ।

ସ୍ଟିମ ଥେରେପି ନେବା ଦ୍ଵାରା ଆପଣଙ୍କର ଶ୍ଵାସ ନଲି ଖୋଲି ଯାଏ ଯାହା ଦ୍ଵାରା ଆମକୁ ଆରାମ ଲାଗେ କିନ୍ତୁ ଏହା ଦ୍ଵାରା ଭୂ-ତା-ଣୁ ଭା-ଇ-ର-ସ ହେବାର ସଙ୍କଟ ଦୂର ହୁଏ ନାହିଁ । କିନ୍ତୁ କେତେକ ଡାକ୍ତର ଆପଣଙ୍କୁ ସ୍ଟିମ ଥେରେପି ନେବା ପାଇଁ କହିଥାନ୍ତି । ଏହା ପଛରେ କାରଣ ଅଛି । କହିଦେଉଛୁ କି ଭୂ-ତା-ଣୁ ଭା-ଇ-ର-ସ ଆପଣଙ୍କ ଫୁସଫୁସକୁ ଆ-କ୍ରା-ନ୍ତ କରିଥାଏ । ଏମିତିରେ ରୋଗୀକୁ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ସ୍ଟିମ ଥେରେପି ନେବା ଦ୍ଵାରା କିଛି ସମୟ ପର୍ଯ୍ୟନ୍ତ ଭଲ ଲାଗେ ।

ତଥାପି ଭା-ଇ-ର-ସ ଶରୀର ଭିତରେ ଥାଏ । କିନ୍ତୁ ଦିନକୁ ମାତ୍ର ଦୁଇ ଥର ସ୍ଟିମ ଥେରେପି ନେବା ଉଚିତ । ଯଦି ଆପଣ ଅଧିକ ଥର ସ୍ଟିମ ଥେରେପି ନେଉଛନ୍ତି ତେବେ ଏହା ଆପଣଙ୍କର ଫୁସଫୁସ ଓ ଶ୍ଵାସ ନଲି କୁ କ୍ଷତି କରିପାରେ । ଏମିତିରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବା ପରିବେର୍ତ୍ତେ ଆହୁରି ଖରାପ ହୋଇଥାଏ ।

ସ୍ଟିମ ଥେରେପି ନେବା ଉଚିତ କିନ୍ତୁ ଏହା ସହିତ ଏହା ବି ମନେ ରଖନ୍ତୁ କି ସ୍ଟିମ ଥେରେପି ନେବା ଦ୍ଵାରା ଭୂ-ତା-ଣୁ ଭଲ ହୁଏ ନାହିଁ । କିନ୍ତୁ ସ୍ଟିମ ଥେରେପି ନେବା ପାଇଁ ସ୍ଟିମର ମେସିନ ଦରକାର ନାହିଁ । ଏହାକୁ ଆପଣ ଘରେ ସହଜରେ କରି ପାରିବେ ।

Leave a Reply

Your email address will not be published. Required fields are marked *