ବଲୀଉଡ ସ୍ଥିତି ବର୍ତମାନ ବହୁତ ଗରମ ଅଟେ, ତେବେ ନେପୋଟିଜିମ ପାଇଁ ବହୁତ କିଛି କଥା ବାହାର ଆସିଛି, ତେବେ ସୁଶାନ୍ତ ସିଂହ ଆତ୍ମହତ୍ୟା ପାଇଁ ଏହି କଥା ଉଠିଚି, ତେବେ କଙ୍ଗନା ରଣାବତ ଏହି ବାବଦରେ ବହୁତ ଆଗରୁ କହି ଆସିଛନ୍ତି ଓ ସେ ବଲୀଉଡ ଦୁନିଆ ବିଷୟରେ କହିବା ପାଇଁ କେବେ ବି ମନ ପଛକୁ କରି ନାହାନ୍ତି, କଙ୍ଗନା ତାଙ୍କ ଷ୍ଟ୍ରେଟ ଫରୱାର୍ଡ କଥା ପାଇଁ ଫେମସ ଅଟନ୍ତି, ତେବେ କଙ୍ଗନା ଦିନକୁ ଦିନ ବଲୀଉଡ କିଛି ବଡ ଲୋକଙ୍କ ଉପରେ ନିଶାନା ରଖିଛନ୍ତି, ସେଥିରେ ମହେଶ ଭଟ୍ଟ ଅଟନ୍ତି ଓ ଅନ୍ୟ କେତେ କଳାକାର ମଧ୍ୟ ଅଛନ୍ତି ।

ଏହି ନେପୋଟିଜିମ କଥା ପାଇଁ କଙ୍ଗନା ମହେଶ ଭଟ୍ଟ ବିରୁଦ୍ଧରେ ବହୁତ କଥା କହିଛନ୍ତି ଓ ବର୍ତମାନ ସମୟରେ ମହେଶ ଭଟ୍ଟ ବହୁତ କଳା କରତୁତ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ତେବେ ପୂଜା ଭଟ୍ଟ ଯିଏ ମହେଶ ଭଟ୍ଟ ଝିଅ ଅଟନ୍ତି, ସେ ଟ୍ବିଟରରେ କଙ୍ଗନା ରଣାବତକୁ ବହୁତ କଥା କହିଛନ୍ତି, ତେବେ ପୂଜା ନିଜ ଟ୍ବିଟରେ କହିଛନ୍ତି, ଯେଉଁ କଙ୍ଗନା ବର୍ତମାନ ନେପୋଟିଜିମ ଉପରେ ଏତେ ଭାଷଣ ଦେଉଛନ୍ତି, ସେ ମହେଶ ଭଟ୍ଟ ଦ୍ଵାରା ଲଞ୍ଚ ହୋଇଥିଲେ ଓ ତାଙ୍କୁ ମହେଶ ଭଟ୍ଟ ପ୍ରଥମ ଚାନ୍ସ ଦେଇଥିଲେ ସଫଳତା ପ୍ରାପ୍ତ କଲା ପରେ ମହେଶ ଭଟ୍ଟକୁ ଟାର୍ଗେଟ କରୁଛନ୍ତି କଙ୍ଗନା ।

ତେବେ ଏହି କଥା ଉପରେ କଙ୍ଗନା ମଧ୍ୟ କେମିତି ଶାନ୍ତ ରହି ପାରିବେ, ଏହି ଟ୍ବିଟ ପରେ କଙ୍ଗନା ମଧ୍ୟ ତଗଡା ଜବାବ ଦେଇଛନ୍ତି କଙ୍ଗନା କହିଛନ୍ତି, ମହେଶ ଭଟ୍ଟ ପାଇଁ ନୁହ ମୁଁ ମୋ ଅଭିନୟ ଦ୍ଵାରା ଏହା ସବୁ ହାସଲ କରିଛି ମତେ ପ୍ରଥମେ ମହେଶ ବାବୁ ଫିଲ୍ମ ପୋଖରୀରେ ଚାନ୍ସ ମିଳିଥିଲା କିନ୍ତୁ ଏହା ପରେ ମହେଶ ଭଟ୍ଟ ମତେ ଜ୍ଞାଙ୍ଗଷ୍ଟର ପାଇଁ କହିଲେ ଯାହା ପାଇଁ ମୁଁ ରେଡି ହୋଇଥିଲି ଯଦି ମୁଁ ପୋଖରୀ କରିଥାନ୍ତି ଯାହା ବ୍ଲୋକବଷ୍ଟର ଥିଲା ଓ ହିନ୍ଦୀରେ ଏହାକୁ ସଲମାନ ଖାନ ୱାନଟେଡ ନାରେ ଦେବ୍ଯୁ କରିଥିଲେ କିନ୍ତୁ ମହେଶ ଭଟ୍ଟ କଥା ମାନି ମୁଁ ଜ୍ଞାଙ୍ଗଷ୍ଟର କଲି ।

ଜ୍ଞାଙ୍ଗଷ୍ଟର କରିବାରେ ମତେ କିଛି ଲାଭ ହୋଇ ନାହିଁ କାହିଁକିନା ମହେଶ ଭଟ୍ଟ ନା ଯେତେ ବଡ କାମ ସେତେ ଛୋଟ ଆପଣ ମାନେ କଳାକାର ମାନଙ୍କୁ ତାଙ୍କ କଳା ପାଇଁ ପେମେଣ୍ଟ କରନ୍ତି ନାହିଁ ସବୁ କାମ ଫ୍ରିରେ କରାନ୍ତି ଜ୍ଞାଙ୍ଗଷ୍ଟର ମୁଁ କରିଥିଲି କିନ୍ତୁ କିଛି ପେମେଣ୍ଟ ପାଇ ନଥିଲି, ଆପଣ ମାନେ କେବଳ କାମ କରନ୍ତି ନିଜ ନା ବ୍ୟବହାର କରି ଲୋକଙ୍କ ଠାରୁ ଫ୍ରି କାମ କରନ୍ତି ।