ଗଭୀର ସମୁଦ୍ର ଭିତରୁ ମିଳିଥିବା ଏମିତି କିଛି ଗଜବ ଜିନିଷ- ଯାହା ଦେଖିବା ପରେ…

ସମୁଦ୍ର ଏମିତି ଗୋଟେ ଭଗବାନ ଦ୍ଵାରା ନିର୍ମିତି ଜିନିଷ ଅଟେ ଯାହା ଗଭୀରତା ଆଜି ପର୍ଯ୍ୟନ୍ତ କେହି ମାପି ପାରି ନାହାନ୍ତି, ତେବେ ସମୁଦ୍ର ପୁରା ଦୁନିଆରେ ଏତେ ବିଶାଳ ଅଟେ ଯେ ଏହା ପୃଥିବୀ ର ୪ ଭାଗରୁ ୩ ଭାଗରେ ସ୍ଥିତ ଅଟେ ଓ ଗୋଟେ ଭାଗ ଜମି ଅଟେ, ସମୁଦ୍ର ବିଷୟରେ ଆପଣ ମାନେ ବହୁତ କିଛି ଶୁଣିବାକୁ ପାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଦେଖି ବା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Image Courtesy: Google

୧. ସମୁର ଖଜାନା ବିଷୟରେ ସମସ୍ତେ ଶୁଣିଥିବେ ତେବେ ଏହା ସତ ହେଉ ବା ମିଛ ବହୁତ ଲୋକ ଏହାକୁ ଖୋଜିବା ପାଇଁ ସମୁଦ୍ର ଭିତରେ ଯାଇଛନ୍ତି ଓ ନିଜ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି, ୨୦୧୫ରେ ସ୍ପେନରେ ଗୋଟେ ସ୍ପେନିଶ ପରିବାର ଯିଏ ବହୁତ ଭଲ ଦାଇଭର୍ସ ଥିଲେ ସମୁଦ୍ର ଗଭୀରତା ରେ ଯାଇ ଖଜାନା ଖୋଜିବା ପାଇଁ ନିସ୍ପତି କଲେ । ତେବେ ତାଙ୍କୁ ଯାହା ମିଳିଲା ଶୁଣି ଆପଣଙ୍କ ହୋଶ ଉଡିଯିବ, ସମୁଦ୍ର ସତହ ଉପରେ ତାଙ୍କୁ ୯୨ ସୁନା ସିକା, ୧୧୦ ଚାନ୍ଦି ସିକା ଓ କେତେ ଅନ୍ୟ ପ୍ରକାର ହୀରା ଗହଣା ପ୍ରାପ୍ତ ହେଲା ଯାହା ୧୦କୋଟି ଟଙ୍କା ହୋଇଥିଲା ।

Image Courtesy: Google

୨. ଆପଣ ମାନେ ପ୍ରାୟତଃ ସାପ ଜମି ଉପରେ ବା ମିଠା ପାଇଁ ରେ ଦେଖିବାକୁ ପାଇଥିବେ, ତେବେ ଲୁଣ ସାପଙ୍କ ତ୍ଵଚା ପାଇଁ ହାନିକାରକ ହୋଇଥାଏ କିନ୍ତୁ ଗୋଟେ ଦାଇଭରକୁ ହଟାତ ସମୁଦ୍ର ଭିତରେ ୧୨ ଫୁଟ ସାପ ଦେଖା ଗଲା ଯିଏ ଆନାକୋଣ୍ଡା ଭଳି ଥିଲା ତେବେ ଦାଇଭର ସାପକୁ ଦେଖି ଡଋ ଗଲେ କିନ୍ତୁ ଭାଗ୍ୟବସ ସାପ ତାଙ୍କୁ କିଛି ହାନି କଲା ନାହିଁ । ତେବେ ଏତେ ବଡ ସାପ ସମୁଦ୍ର ପାଣିରେ କେମିତି ରହିଛି ଓ ଲୁଣୀ ପାଣିରେ କେମିତି ବଞ୍ଚି ପାରିଛି ତାହା ବଡ କଥା ଅଟେ ।

୩. ୧୯୬୫ ଅଗଷ୍ଟ ମାସରେ ଫ୍ଲୋରିଡା ସମୁଦ୍ରରେ ଗୋଟେ ଜିସସ ମୂର୍ତି ବୁଡି ଯାଇଥିଲା ଯାହା ଡାଇଭର୍ସ ମାନଙ୍କ ଦ୍ଵାରା ପରେ ଦେଖା ଗଲା ଏହି ମୂର୍ତି ଗୋଟେ ଡାଇଭର ପାଇଁ ଡେଡିକେଟ କରି ସମୁଦ୍ର ଭିତରେ ନିର୍ମାଣ କରା ଯାଇଥିଲା ଯାହା ୯ ଫିଟ ଲମ୍ବା ଥିଲା ଓ ଗୋଟେ ସ୍ଟେଜ ସହ ଏଟେଚ ଥିଲା ଯାହା ଦ୍ଵାରା ଏହାକୁ କେହି ବାହାର କରି ପାରନ୍ତି ନାହିଁ ।

Image Courtesy: Google

୪. ଯଦି ଆପଣ ଏହା ଭାବୁଛନ୍ତି ଯେ ଆପଣ ସମୁଦ୍ର ସବୁ ଯିବ ଜନ୍ତୁ ବିଷୟରେ ଜାଣିଛନ୍ତି ଓ ଦେଖିଛନ୍ତି ତେବେ ଏହି ଧାରଣା ଆପଣଙ୍କର ଭୁଲ ଅଟେ । କାହିଁକିନା ଏବେ ବି ସମୁଦ୍ର ବିଷୟରେ ମଣିଷ କେବଳ ୨୦% ଯିବଙ୍କୁ ଜାଣି ପାରିଛନ୍ତି, ୨୦୧୯ରେ ଇଂଲଣ୍ଡ ଡାଇଭର ବ୍ରୋଡକାଶତର ଲୁସି ଡେଲିଙ୍କୁ ଗୋଟେ ଜେଲିଫିସ ଦେଖା ଗଲା ଯାହା ବର୍ତମାନ ପର୍ଯ୍ୟନ୍ତ କେହି ଦେଖିନଥିଲେ ସାମାନ୍ୟତଃ ଲୋକ ୨ରୁ ୩ ଫୁଟ ସବୁଠାରି ବଡ ଜେଲି ଫିସ ଦେଖିଥିଲେ କିନ୍ତୁ ଯେଉଁ ଜେଲି ଫିସ ଲୁସି ଦେଖିଲେ ତା ସାଇଜ ୬ ଫୁଟ ଥିଲା ଓ ତା ଆକାର ମଧ୍ୟ ବହୁତ ବଡ ଥିଲା ତେବେ ଏତେ ବଡ ଜେଲି ଫିସ ବ୍ରିଟିଶ ସମୁଦ୍ରରେ ଦେଖିବାକୁ ମିଳିଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *