ଆଜି ଠାରୁ କାର୍ତ୍ତିକ ପୂର୍ଣ୍ଣିମା, କୁମ୍ଭ ରାଶି 12 ରୁ 17 ହୋଇ ଯାଆନ୍ତୁ ସାବଧାନ!

ବନ୍ଧୁଗଣ ନଭେମ୍ବର ୧୨ ରୁ ୧୭ ମଧ୍ୟରେ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ କିପରି ରହିବ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ କୁମ୍ଭ ରାଶି ରାଶିଚକ୍ରର ୧୧ ତମ ରାଶି ଅଟେ । ଶନିଦେବ କୁମ୍ଭ ରାଶିର ସ୍ଵାମୀ ଗ୍ରହ ଅଟନ୍ତି । ଯିଏକି ଏହି ସମୟରେ ଶନିଦେବ ଧନୁ ରାଶିରେ ଗୋଚର କରୁଛନ୍ତି । ତେଣୁ ଏହି ସମୟ ରେ ଆପଣଙ୍କ ପାଇଁ ବିଶେଷ ଭଲ ପରିଣାମ ନେଇ କରି ଆସୁ ନାହି । ଶନିଦେବ ଆପଣଙ୍କୁ କୌଣସି ପ୍ରକାରର ସହଯୋଗ କରିପାରୁ ନାହାନ୍ତି ।

ଏହି ସପ୍ତାହରେ ଯେଉଁ ଗ୍ରହର ସ୍ଥିତି ଭଲ ରହିଛି ତାହା ହେଉଛି ଆପଣଙ୍କର ସ୍ଵାମୀ ମଙ୍ଗଳ । ମଙ୍ଗଳଙ୍କର ସ୍ଥିତି ଓ ଆପଣଙ୍କର ଭାଗ୍ୟର ସ୍ଵାମୀ ଶୁକ୍ରଙ୍କ ସ୍ଥିତି ମଧ୍ୟ ଆପଣଙ୍କ ପାଇଁ ଶୁଭ ପରିଣାମ ନେଇକି ଆସୁଛି । ମଙ୍ଗଳ ଓ ଶୁକ୍ର ଏପରି ୨ ଟି ଗ୍ରହ ଅଟନ୍ତି ଯିଏ ଆପଣଙ୍କ ପାଇଁ ବହତ ଅଧିକ ସହଯୋଗୀ ସାବ୍ୟସ୍ତ ହେଉଛନ୍ତି । ଏହି ୨ ଗ୍ରହର ସ୍ଥିତି କାରଣରୁ ଏହି ସପ୍ତାହରେ ଆପଣଙ୍କ ପାଇଁ ଭଲ ପରିଣାମ ନେଇକି ଆସୁଅଛି । ଏହି ସପ୍ତାହରେ ଆପଣଙ୍କ ପାଇଁ ପ୍ରୋଫେସନାଲ କ୍ଷେତ୍ରରେ ଭଲ ସାବ୍ୟସ୍ତ ହେବ ।

ଏହି ସପ୍ତାହ ରେ ପ୍ରୋଫେସନାଲ ଲାଇଫ ରେ ଉନ୍ନତି ହେବ । ଯଦି ଆପଣ ବେକାର ଅଛନ୍ତି ଆଉ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କୁ ନୂଆ ଅଫର ମିଳିପାରେ । ଯଦି ଆପଣ ଚାକିରି ବୃତ୍ତି ରେ ଅଛନ୍ତି ତେବେ କାର୍ଯ୍ୟ କରିବାର ଗତିରେ ଅହଡିକ ଉନ୍ନତି ହେବାର ଦେଖିବାକୁ ମିଳିବ । ଆପଣଙ୍କର ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ବିଶେଷ କରି ଚାକିରି କ୍ଷେତ୍ରରେ ସମୟ ଶୁଭ ସାବ୍ୟସ୍ତ ହେବ । ଯେଉଁ ମାନେ ଚାକିରି ବୃତ୍ତି ରେ ଅଛନ୍ତି ଓ ଚାକିରି ଖୋଜୁଛନ୍ତି ତେବେ ଅତ୍ୟନ୍ତ ଶୁଭ ସମୟ ରହିବ ।

ଯଦି ଆପଣ ବ୍ୟାପାର କରୁଛନ୍ତି ତେବେ ଆଖି ଦୃଷ୍ଟିଆ ନ ରହିଲେ ବି ନିଜର ଆୟ କୁ ନେଇ ସନ୍ତୁଷ୍ଟ ରହିବେ । କୌଣସି ହାନିର ସଂକେତ ନାହି । ଏହି ସପଥରେ ଅଯଥା ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ଆପଣଙ୍କୁ ବଡ ଖର୍ଚ୍ଚ ର ସାମନା କରିବାକୁ ପଡିପାରେ । ଯାହା ଆପଣଙ୍କ ଚିନ୍ତାର କାରଣ ହୋଇପାରେ କିନ୍ତୁ ଖର୍ଚ୍ଚର ଭରଣପୋଷଣ ହେବାର ସମ୍ଭାବନା  ଅଛି । ଯଦି ବ୍ଯକ୍ତିଗତ ଜୀବନରେ କଥା ହେଲେ ସମୟ ଭଲ ରହିବ । ପରିଜନଙ୍କ ସହଯୋଗ ପାଇବେ ।

ସାମାଜିକ ଜୀବନ ଏହି ସପ୍ତାହରେ ଭଲ ରହିବ । ବନ୍ଧୁଙ୍କ ସହଯୋଗ ମିଳିବ । ଲଭ ଲାଇଫ ସମୟ କିଛି ଖାସ ନାହି । ଏହି ସମୟରେ ଦୂରତା ଅବଲମ୍ବନ କରନ୍ତୁ । ଦାଂପତ୍ଯ ଜୀବନରେ ସ୍ଥିତି ବହୁତ ଭଲ ରହିବାର ଅଛି । ପରିବାରରେ ଶାନ୍ତି ବଜାୟ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ସମ ଭଲ ରହିବ । ଦେଖିବାକୁ ଗଲେ ଏହି ସପ୍ତାହ ଟି ଆପଣଙ୍କ ପାଇଁ ବିଶେଷ ଭଲ ରହିବାର ଅଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *