କେତେକ ଲୋକ କିଛି ବଡ଼ କାମ କରିବା ପାଇଁ କରଜ ନେଇଥାନ୍ତି । ସମସ୍ତେ ଚାହାଁନ୍ତି ଏମିତି ସମୟ କେବେ ନ ଆସୁ ଯେ କରଜ ନେବାକୁ ପଡିବ ହେଲେ ଥରେ ଥରେ ପରିସ୍ଥିତି ଏମିତି କରିବାକୁ ବାଧ୍ୟ କରିଥାଏ । ଋଣ ନେବା ଓ ଦେବା ଦୁଇଟି ଯାକ ରିକ୍ସ କାମ ହୋଇଥାଏ । ସୋମବାର ଦିନ ଋଣ ନେବା ବା ଦେବା ଶୁଭ ହୋଇଥାଏ, କାରଣ କୁହାଯାଏ ଏହି ଦିନର ଅଧିଷ୍ଠାତ୍ରୀ ମା ପାର୍ବତୀ ଓ ସମ୍ବନ୍ଧିତ ଗ୍ରହ ଚନ୍ଦ୍ରମା ହୋଇଥାନ୍ତି । ଯଦି ପୁରୁଣା କରଜ ଥାଏ ଏହି ଦିନ ଶୁଝିବା ଶୁଭ ହୋଇଥାଏ । ବୁଧବାର ଦିନ ବୁଧ ଗ୍ରହଙ୍କର ତୀବ୍ର ପ୍ରଭାବ ରହିଥାଏ, ଏଥିପାଇଁ କୁହାଯାଏ ଏହିଦିନ ଋଣ ନେବା ବା ଦେବା ଉଚିତ ନୁହେଁ ।
![](https://odiadunia.com/wp-content/uploads/2019/10/red-dhaga.jpg)
ଗୁରୁବାର କୁ ଶୁଭବାର କୁହାଯାଏ । ପ୍ରାଚୀନ କାଳରୁ ରହିଚି ଏହିଦିନ ଋଣଦେବା ଅନୁଚିତ, କିନ୍ତୁ ଋଣ ନେବା ଲାଭଦାୟକ ହୋଇଥାଏ । ଏହିଦିନ ନେଇଥିବା କରଜ ଜଲଦି ଶୁଝିବା ଉଚିତ । ଆଜି ଆମେ ଆପଣଙ୍କୁ କରଜ ବା ଋଣରୁ ମୁକ୍ତ ହବାର କିଛି ଉପାୟ କହିବାକୁ ଯାଉଛୁ ତେବେ ବହୁତ ଲୋକ କରଜ ବା ଋଣ ଦେଇ ନପାରି ଆତ୍ମହତ୍ୟା ଭଳି ସଙ୍ଗିନ କାମ କରିଥାନ୍ତି ତେବେ ଆଜି ର ଏହି ଉପାୟ କରି ଦେଖନ୍ତୁ ଆପଣଙ୍କୁ ଲାଭ ବା କୌଣସି ସାହାଜ୍ଯ ନିଶ୍ଚୟ ପ୍ରାପ୍ତ ହବ ।
![](https://odiadunia.com/wp-content/uploads/2020/03/nadiya-4.jpg)
ଗୋଟେ ନଡିଆ, ନାଲି ସୂତା ବା ରକ୍ଷା ସୂତା, ସିନ୍ଦୁର, ଘିଅ ଓ ସୋରିଷ ଏତିକି ଜିନିଷ ଆପଣଙ୍କୁ ଦରକାର ଆପଣ ପ୍ରଥମେ ସିନ୍ଦୁରରେ ଘିଅ ମିଶାଇ ଦିଅନ୍ତୁ ଏହା ପରେ ଏହି ଘିଅ ମିଶା ସିନ୍ଦୁର ସାହାଜ୍ଯ ରେ ନଡିଆ ଉପରେ ସ୍ଵସ୍ତିକ ବନାନ୍ତୁ ଦେଖିବେ ଏହା ଦେଖିବା ପାଇଁ ସଠିକ ହବା ଆବଶ୍ୟକ ଅଟେ, ଏହା ପରେ ନାଲି ସୂତା ବା ରକ୍ଷା ସୂତା ନଡିଆ ଉପରେ ଗୁରେଇ ଦିଅନ୍ତୁ ଏହା ପରେ ନିଜ ଇଷ୍ଟ ଦେବ ଯିଏ ମା ହୁଅନ୍ତୁ ବା ପ୍ରଭୁ ଆପଣ ତାଙ୍କୁ ଆରାଧନା କରନ୍ତୁ ଓ କୁହନ୍ତୁ ହେ ପ୍ରଭୁ ମୁଁ ଏହି କରଜ ଚକ୍ରବ୍ୟୁହରେ ଫଶୀ ଯାଇଛି ଆପଣଙ୍କ ଛଡା ମତେ କେହି ପାରି କରି ପାରିବେ ନାହିଁ ଓ ପୂଜା କରି ଏହି ନଡିଆକୁ କୌଣସି ପାଣି ସ୍ରୋତ ଯେମିତିକି ନଦୀ, ଝରଣା ଭଳି ଜାଗାରେ ପ୍ରବାହିତ କରି ଦିଅନ୍ତୁ ।
![](https://odiadunia.com/wp-content/uploads/2020/01/sindur-1.jpg)
ଯଦି ଆପଣଙ୍କ ଆଖ ପାଖରେ ଏମିତିକା ଜାଗା ନାହିଁ ତେବେ ଆପଣ ନଡିଆ ନେଇ ଓସ୍ତ ଗଛ ମୂଳରେ ରଖି ଦିଅନ୍ତୁ ଏହା ପରେ ଆପଣ ଘରେ ଫେରି ହାତରେ ସୋରିଷ ନେଇ ନିଜ ଘର ବାହାର ଚାରି ପଟ କାନ୍ଥରେ ସୋରିଷ ପକାଇ ଦିଅନ୍ତୁ ଏହି ଉପାୟ ଦ୍ଵାରା ଗୋଟେ ସପ୍ତାହ ବା ମାସ ଭିତରେ ଆପଣଙ୍କ ସହ କିଛି ଚମତ୍କାର ହବ ଆପଣଙ୍କୁ କୌଣସି ପ୍ରକାର ରାସ୍ତା ଅବଶ୍ୟ ମିଳିବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।