ଚଳଚିତ୍ର ବା ଅଭିନୟ ଦୁନିଆ ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ କିନ୍ତୁ ଏଠି କେତେ ପରିଶ୍ରମ ପରେ ସଫଳତା ପ୍ରାପ୍ତ ହୋଇଥାଏ ତାହା କେବଳ ପରିଶ୍ରମ କରୁଥିବା ଲୋକ ଜାଣିଥାନ୍ତି, ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋଡି ବିଷୟରେ କହିବାକୁ ଯାଉଛୁ ଯିଏ ରିଲ ଲାଇଫ ରୁ ରିଅଲ ଲାଇଫରେ ଏକାଠି ହୋଇଥିଲେ । ଦର୍ଶକ ମାନଙ୍କୁ ଏହି ଯୋଡି ରିଲ ଲାଇଫରେ ବହୁତ ପସନ୍ଦ ଥିଲା ଓ ରିଅଲ ଲାଇଫରେ ଏହି ଯୋଡିମାନଙ୍କୁ ଦେଖିଲା ପରେ ଦର୍ଶକ ମାନେ ବହୁତ ଖୁସି ହୋଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ଯୋଡିମାନଙ୍କୁ ବିଷୟରେ ।
ଜିନା ଓ ରୁଦ୍ର : ଆପଣ ମାନେ ଜିନା ଓ ରୁଦ୍ରାଙ୍କୁ ବହୁତ ସିରିଏଲ ଓ ଚଳଚିତ୍ର ରେ ଏକାଠି କାମ କରୁଥିବାର ବହୁତ ଥର ଦେଖିବାକୁ ପାଇଥିବେ ତେବେ କଣ ଆପଣ ଜାଣିଛନ୍ତି ଯେ ଦୁହେଁ ବିବାହ ପରେ ବହୁତ ଖୁସି ରେ ଅଛନ୍ତି । ଦର୍ଶକ ମାନେ ଦୁହିଙ୍କ ଯୋଡିକୁ ବହୁତ ଭଲ ମଧ୍ୟ ପାଉଛନ୍ତି ।
ଚନ୍ଦନ ଓ ମାହି : ଚନ୍ଦନ ଓ ମାହିଙ୍କୁ ଆପଣ ବହୁତ ସିରିଏଲ ଓ ଆଲ୍ବମରେ କାମ କରିଥିବାର ଦେଖିଥିବେ ତେବେ ଦୁହେଁ ବହୁତ ପରିଶ୍ରମୀ ଅଟନ୍ତି ଓ ନିଜ କାମ ପାଇଁ ବହୁତ ସଜାଗ ରୁହନ୍ତି, ଦୁହିଙ୍କୁ ଋଲ ଲାଇଫରେ ପ୍ରେମ ହେଲା ଓ ଦୁହେଁ ରିଅଲ ଲାଇଫରେ ବିବାହ କରିଥିଲେ ।
ଏନି ଓ ସୁବାସିସ : ଆପଣ ସୁବାସିସ ବା ମାଣ୍ଟୁକୁ ଦୂର୍ଗା ସିରିଏଲରେ ମୁଖ୍ୟ ଅଭିନେତା ଅଭିନୟ କରୁଛନ୍ତି ଓ ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ଆସିଛି ତେବେ ଏନି ମଧ୍ୟ ବହୁତ ସିରିଏଲରେ କାମ କଋଛନ୍ତି । ଦୁହେଁ ବହୁତ ଖୁସିରେ ଅଛନ୍ତି ଓ ଭଲ ପାଇ ବିବାହ କରିଛନ୍ତି ।
ଅମର ଓ ଜେସି : ଆପଣ ମାନେ ତୁ ମୋ ଜୀବନ ସାଥି ସିରିଏଲ ଦେଖିଥିବେ ଓ ବହୁତ ଦର୍ଶକ ମାନେ ଏହି ସିରିଏଲକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି ତେବେ ଦୁହେଁ ଏହି ସିରିଏଲ ରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଭାବରେ କାମ କରିଥିଲେ ଓ ଏହା ପରେ ଦୁହିଙ୍କୁ ପ୍ରେମ ହେଲା ଓ ସେ ରିଅଲ ଲାଇଫ ରେ ବିବାହ କରିଛନ୍ତି ।
ରାଜ ରାଜେଶ ଓ ଶ୍ରଦ୍ଧା : ଏହି ଦୁହିଙ୍କୁ ମଧ୍ୟ ଆପଣ ସିରିଏଲ ଦୁନିଆରେ ଦେଖିବାକୁ ପାଇଥିବେ ତେବେ ଦୁହେଁ ପରସ୍ ପରକୁ ଭଲ ପାନ୍ତି ଓ ଦୁହିଙ୍କ ନିର୍ବନ୍ଧ ମଧ୍ୟ ସଋ ଯାଇଛି କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଦୁହେଁ ବିବାହ କରି ନାହାନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।