କରଜରେ ବୁଡି ଥିବା ବାପା, ନିଜ ନବଜାତ ଝିଅ ସହ କଲା କିଛି ଏମିତି କି ଜାଣି ଆଖିରେ ଆସିଯିବ ଲୁହ

ବନ୍ଧୁଗଣ ଉତ୍ତର ପ୍ରଦେଶର ବେଜନୋର ରେ ଗୋଟିଏ ଆଶ୍ଚର୍ଯ୍ୟ କରିଦେଉଥିଲା ଭଳି ମାମଲା ସାମ୍ନା କୁ ଆସିଛି । ଏହିଠାରେ ଜଣେ ପିତା ନିଜର ମୁଣ୍ଡରୁ କରଜର ଭାର ଚୁକାଇବାକୁ ଯାଇ ନବଜାତ ଶିଶୁକନ୍ୟା କୁ ସାହୁକାରକୁ ବିକ୍ରି କରିଦେଲେ । ପରେ ସାହୁକାର ଦିଲ୍ଲୀ ରେ ଜଣେ ଦମ୍ପତ୍ତି କୁ ସେହି ଶିଶୁକନ୍ୟାଟିକୁ ବିକ୍ରି କରିଦେଲେ । ବନ୍ଧୁଗଣ ଶିଶୁକନ୍ୟାତିର ଭାଗ୍ୟ ଭଲଥିଲା ଯେ, “ମାତୃ ମଣ୍ଡଲ ସେବା ଭାରତୀ” ଦ୍ଵାରା ତାକୁ ଫେରେଇ ଆଣି ତାହାର ମାଙ୍କୁ ଦିଆ ଗଲା ।

ଗରିବ ଦମ୍ପତି କାଶିରାମ କୋଲୋନୀ ରେ ରୁହନ୍ତି । ମାତୃ ମଣ୍ଡଲ ସେବା ଭାରତୀ ର ଜଳାଧକ୍ଷା ଶୋଭା ଶର୍ମା ଙ୍କର କହିବା ଅନୁସାରେ ଏହି ଦମ୍ପତ୍ତି ଜଣକ ଉପରେ କଲୋନୀରେ ରହୁଥିବା ମହିଳା ସାହୁକାର ଉପରେ କରଜ ଥିଲା । ଏହି କରଯ ୧୦ ପ୍ରତିଶତ ହାରରେ ଦିନକୁ ଦିନ ବଢିବାରେ ଲାଗିଥିଲା । ଏହି ସମୟରେ ଗରିବ ମହିଳା ଜଣକ ବସନ୍ତ ପଞ୍ଚମୀ ଦିନରେ ନବଜାତ ଶିଶୁ କନ୍ୟାଟିକୁ ଜନ୍ମ ଦେଲେ । ସେହି ସମୟରେ ସାହୁ କାରର ନିୟତ ସେହି ଶିଶୁକନ୍ୟା ଉପରେ ଆସିଗଲା ।

ସେ ଶିଶୁ କନ୍ୟାଟିର ପିତାକୁ ସମସ୍ତ କରଜ ଛାଡ ଏବଂ ଏହା ସହିତ ୧ ଲକ୍ଷ ୩୭ ହଜାର ଟଙ୍କା ଦେବାପାଇଁ ଲାଲଚ ଦେଖାଇଲେ । ଶିଶୁକନ୍ୟାଟିର ପିତା ଏହି ଲାଲଚରେ ଆସିଗଲେ, ସେ ମହିଳା ଠାରୁ ୩୭ ହଜାର ନେଇଗଲା ଏବଂ ୧ ଲକ୍ଷ ଟଙ୍କା ପରେ ନେବ ବୋଲି କହିଲା । ଏହାପରେ ମହିଳା ସାହୁକାର ଦିଲ୍ଲୀ ରେ ରାହୁଥିବା ଜଣେ ଦମ୍ପତ୍ତି କୁ ଅଧିକ ମୂଲ୍ଯରେ ବିକ୍ରି କରିଦେଲେ । ଏହାପରେ ଏହି ଖବରର ଭନକ ମାତୃ ମଣ୍ଡଲ ଭାରତୀ ର ଜଳଧକ୍ଷା ଙ୍କୁ ଲାଗିଲା । ସେ ଶିଶୁଟିକୁ ନିଜ ମା ପାଖକୁ ଯିବାର ସମସ୍ତ ପ୍ରକାରର ଯୋଜନା ଆରମ୍ଭ କରିଦେଲେ ।

ସଂଗଠନ ପ୍ରତି ଅଧିକାରୀ ଭାରତୀ ସିଂହ, ହିମାନୀ ଗୌଡ, ପ୍ରେମା ଶ୍ରିବାସ୍ତବ, ଲତା ଶେଖର ଏବଂ ଗୀତା ଅଗ୍ରୱାଲ ଇତ୍ୟାଦି ମାମଲା କୁ ନେଇ କାଶୀରାମ କଲୋନୀ ପହଞ୍ଚିଗଲେ । ସାହୁକାର ମହିଳା କୁ ପ୍ରେସର କରାଯିବାରୁ ସେ ଦିଲ୍ଲୀ ରୁ ଶିଶୁକନ୍ୟାଟିକୁ ଫେରସ୍ଥ ମଗାଇଲେ । ପରେ ସଂଗଠନ ର ସଦସ୍ୟା ଗଣ ଶିଶୁକନ୍ୟାଟିକୁ ମା କୁ ଫେରସ୍ଥ କରିଦେଲେ । କାଶିରାମ କଲୋନୀର ପାର୍କରେ ଶିଶୁଟିର ନାମକରଣ ମଧ୍ୟ କରାଗଲା । ସମସ୍ତ ବିଧି ବିଧାନ ସହିତ ଶିଶୁକନ୍ୟାଟିର ନାମ କଲ୍ୟାଣୀ ବୋଲି ରଖାଗଲା ।

ଏହା ସହିତ ସଂଗଠନ ଶିଶୁକନ୍ୟାଟିର ସମସ୍ତ ଦାଇତ୍ଵ ତଥା ଭରଣ ପୋଷଣ, ସ୍କୁଲ- କଲେଜ ର ଶିକ୍ଷା ଏବଂ ବିବାହ ପର୍ଯ୍ୟନ୍ତ ସମସ୍ତ ଦାଇତ୍ଵ ନେବାର ନିସ୍ପତି ନେଲେ । ଏହି ପୁରା ମାମଲାରେ ପୁଲିସି ଅଧିକାରୀ ମଧ୍ୟ ସହାୟତା କରି ଉଚିତ ବୋଲି କହିଲେ । ଏସିପି ଡା ଧର୍ମବିର ସିଂହ କହିଲେ ମହିଳା ସାହୁକାର ପିଲାଟିକୁ ବିକ୍ରି କରିବାର ମାମଲା ର ଯାଞ୍ଚ ହେବ । ଏହାର ଏଫଆଇଆର ହେବା ଦରକାର ଜୁଆଡି କିଏ ଏହା ବିରୁଦ୍ଧରେ ଏଫଆଇଆର କରନ୍ତି ତେବେ ଆମେ ଏହା ବିରୁଦ୍ଧରେ ଯାଞ୍ଚ ଆରମ୍ଭ କରିବା । ବନ୍ଧୁଗଣ ଏହାଥିଲା ସଂପୂର୍ଣ୍ଣ ଶିଶୁକନ୍ୟାର କାହାଣୀ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *