କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସା 27 ନଭେମ୍ବର କରନ୍ତୁ ଏହି 5ଟି କାମ ପୂଣ୍ୟ ପ୍ରାପ୍ତ ହେବ ।

ବନ୍ଧୁଗଣ ଏଥର କାର୍ତ୍ତିକ ପୂର୍ଣ୍ଣିମା ରେ ବନୁଅଛି ଏକ ମହା ସଂଯୋଗ । ଏହି 6ଟି କାମ କରିବାକୁ କେବେ ବି ଭୁଲନ୍ତୁ ନାହିଁ । ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ର ବିଶେଷ ମହତ୍ଵ ରହିଛି । ଏହି ଦିନ ବିଶେଷ ଭାବେ ପୂଜା କରାଯାଇ ଦେବୀ ଦେବତାଙ୍କୁ ପ୍ରସନ୍ନ କରା ଯାଇଥାଏ । ବର୍ଷ 2023 ରେ ନେଭାମ୍ବର 27 ରେ କାର୍ତ୍ତିକ ପୂର୍ଣ୍ଣିମା ପଡୁଅଛି । ଜ୍ଯୋତିଷଙ୍କ ଅନୁଯାୟୀ ଏହି ଦିନ ଏମିତି କେଉଁ କାମ କରିବା ଉଚିତ ହୋଇଥାଏ ଯାହା ଦ୍ଵାରା ସୁଖ ସମୃଦ୍ଧି ଓ ଧନର ଆଗମନ ହୋଇଥାଏ ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଜଳରେ ଦୀପ ଦାନ କରିବା ଉଚିତ । ଶିବ ମନ୍ଦିର କୁ ଯାଇ ଶୁଦ୍ଧ ଘିଅର ଦୀପ ଜଳାଇବା ଉଚିତ । ଶିବଲିଙ୍ଗ ରେ ଜଳାଭିଷେକ କରିବା ଦ୍ଵାରା କୋଟି ପୂଣ୍ୟ ମିଳିଥାଏ ଓ ପୂଜାର ଫଳ ମିଳିଥାଏ । କୌଣସି ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ଏହି ଚାଉଳ ର ଦାନ କରିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ଏପରି ବିଚାର କରାଯାଏ ଚାଉଳ ର ସମ୍ପର୍କ ଚନ୍ଦ୍ରମା ଙ୍କ ସହ ରହିଥାଏ ।

ଚନ୍ଦ୍ରମାଙ୍କ ସ୍ଥିତି ପ୍ରତିକୂଳ ରେ ରହିଥିଲେ ଏହି ଦିନ ଚାଉଳ ଦାନ କରିବା ଉଚିତ । ଏହି ଦିନ ଚନ୍ଦ୍ର ଙ୍କୁ ଅର୍ଘ୍ୟ ଦେଇ ଖିରୀ ଭୋଗ ଲଗାଇବା ଉଚିତ । ଏହା ଦ୍ଵାରା ଆସବାକୁ ଥିବା ସବୁ ବାଧା ଦୂର ହୋଇଥାଏ । ଏହି ଦିନ ବିଶେଷ ଭାବେ ତୁଳସୀ ପୂଜା କରିବା ଉଚିତ । ଘିଅର ଦୀପ ଜଳାଇ 7 ଥର ବୃନ୍ଦାବତୀ ଙ୍କ ପରିକ୍ରମା କରିବା ଉଚିତ । ମା ତୁଳସୀଙ୍କର ପୂଜା କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଏହି ଦିନ ବୈଭବ ଲକ୍ଷ୍ମୀ ବ୍ରତ ର ଆରମ୍ଭ କରିବା ଶୁଭ ହୋଇଥାଏ । ଏହା ଆଡବରା ସୁଖ ସମୃଦ୍ଧି ଓ ଧନର ବୃଦ୍ଧି ହୋଇଥାଏ । ଏହା ବିଶେ ଫଳ ପ୍ରଦାନ କରିଥାଏ । ଏହି ଦିନ ଭଗବାନ ବିଶୁଣୁ ମଶ୍ଚ୍ୟ ଅବତାର ଧାରଣ କରିଥିଲେ । ଏହି ଦିନ ବ୍ରହ୍ମ ମୂହୁର୍ତ୍ତ ରେ ସ୍ନାନ କରି ଭଗବାନଙ୍କର ଦର୍ଶନ କରିବା ଦ୍ଵାରା ଓ ଦୀପ ଦାନ କରିବା ଦ୍ଵାରା ଦାସ ଜଗି ସମାନ ଫଳ ପ୍ରାପ୍ତ ହୋଇଥାଏ ।

ଏହି ଦିନ କରା ଯାଇଥିବା ଦାନ ପୂଣ୍ୟ ର ମଧ୍ୟ ବିଶେଷ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନ ଘରର ମୁଖ୍ୟ ଦ୍ଵାରା କୁ ସୁନ୍ଦର ଭାବେ ସଜାଇବା ଉଚିତ । ଏହା ସହ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରାତଃ କାଳ ରୁ ଘର ଦ୍ଵାରା ସଫା ସୁତୁରା କରିବା ଉଚିତ । ସ୍ନାନ ଆଦି କରି ଭଗବାନଙ୍କ ନାମ ଉଚ୍ଚାରଣ କରି ମୁଖ୍ୟ ଦ୍ଵାରା କୁ ତୋରଣ ରେ ସଜାଇବା ଉଚିତ ।

ଏହା ସହ ଘରର ମୁଖ୍ୟ ଦ୍ଵାରା ରେ ସ୍ଵସ୍ତିକ ଚିହ୍ନ  ଆଂକିବା ଉଚିତ । କୁହାଯାଏ ଏପରି କରିବା ଦ୍ଵାରା ଗୃହକୁ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ଓ ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *