ବୃଷ ରାଶି, ସିଂହ ରାଶି ଓ ଧନୁ ରାଶି ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ କିଏ ? ଏମାନଙ୍କ ମଧ୍ୟରୁ ଜୀବନରେ ଜଲ୍ଦି କିଏ ଧନୀ ହୋଇଥାନ୍ତି ?

ବନ୍ଧୁଗଣ ଆଜି ଆମେ ଜାଣିବୁ ବୃଷ ରାଶି, ସିଂହ ରାଶି ଓ ଧନୁ ରାଶି ମଧ୍ୟରୁ ସବୁଠାରୁ ଶିକ୍ଷିତ ରାଶି କିଏ ଅଟନ୍ତି । ଏମାନଙ୍କ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ କିଏ ଅଟନ୍ତି ଓ ଜୀବନରେ କିଏ ଜଲ୍ଦି ଧନୀ ହୋଇଥାନ୍ତି । ବୃଷ ରାଶିର ସ୍ଵାମୀ ଶୁକ୍ରଦେବ ଅଟନ୍ତି । ଏହି କାରଣରୁ ଏହି ରାଶିର ବ୍ୟକ୍ତି ଜୀବନରେ କଳା, ସଙ୍ଗୀତ, ଭୌତିକ ସୁଖ ସୁବିଧାର ଇଚ୍ଛା ରଖିଥାନ୍ତି । ଏମାନେ ଜୀବନରେ ସଂପୂର୍ଣ୍ଣ ଆନନ୍ଦ ନେଇଥାନ୍ତି ।

ଏମାନଙ୍କୁ ଭାଗ୍ଯବାନ ବିଚାର କରାଯାଏ । ଅଧିକ ଧନ ରୋଜଗାର ଓ ସଞ୍ଚୟ କରିବାରେ ଗ୍ରାହୀ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହୋଇଥାନ୍ତି । ଏମାନେ ସ୍ଥିର, ବିଶ୍ଵାସୀ ସ୍ବଭାବାର ହୋଇଥାନ୍ତି । ଏମାନଙ୍କ ଠାରେ ଦୃଢ ଇଚ୍ଛା ଶକ୍ତି ରହିଥାଏ । ଏମାନଙ୍କୁ ସହଜରେ ଆକର୍ଷିତ କରାଯାଇପାରେ ନାହିଁ । ଏମାନଙ୍କ ସହ ସମ୍ପର୍କ ମଜବୁତ ଓ ଦୀର୍ଘ ସମୟ ଯାଏଁ ରହିଥାଏ ।

ଏମାନଙ୍କୁ ଏପରି ସାଥିର ଆବଶ୍ୟକ ହୋଇଥାଏ ଯିଏ ତାଙ୍କ ପ୍ରତି ସମର୍ପିତ ରହିଥିବ । ଏବେ ଆସନ୍ତୁ ଜାଣିବା ସିଂହ ରାଶି ବିଷୟରେ । ସିଂହ ରାଶିର ବ୍ୟକ୍ତି ନ୍ୟାୟ ବିଚାର, ଚତୁର, ବୁଦ୍ଧିମାନ ହୋଇଥାନ୍ତି । ଏମାନେ ଯେ କୌଣସି ସ୍ଥିତିରେ ଧର୍ଯ୍ୟ ହରା ହୁଅନ୍ତି ନାହିଁ । ଏମାନଙ୍କର ଚରିତ୍ର ଅନ୍ୟ ମାନଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବା । ନ ହେବା କାମକୁ କୌଶଳରେ କରିପାରନ୍ତି ।

ଏମାନେ ବିଶ୍ରାମ ହୀନତା କାରଣରୁ ସ୍ୱାସ୍ଥ୍ୟ ସମସ୍ଯା ଦେଖାଯାଏ । ନିଜର ଗର୍ବ କାରଣରୁ ଯେଉଁ କାମରେ ହାତ ଦେଇଥାନ୍ତି ସେ କାମ ସଋବା ଯାଏଁ ଚେଷ୍ଟା କରିଥାନ୍ତି । ଯାହା ପାଖକୁ କୌଣସି କାମରେ ଯାଇଥାନ୍ତି ଆପଣଙ୍କର ଆଚରଣ ଦେଖି ସାହାର୍ଯ୍ୟ କରନ୍ତି । ଅନ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇ କମ କରାଇଥାନ୍ତି । ରାଜନୀତି, ସୈନ୍ୟ, କଳା, କଳାକାର, ସମାଜସେବା, ସ୍ଵର୍ଣ୍ଣ ବ୍ୟବସାୟରେ ଲାଭବାନ ହୋଇଥାନ୍ତି ।

ଏମାନେ ଆଦର୍ଶର ବିରାଟ ଉପସକ ଅଟନ୍ତି । ଈଶ୍ବରଙ୍କ କୃପାରେ ଲୀନ ରହିଥାନ୍ତି । ଏମାନଙ୍କର ଶୁଭ ଦିନ ରବିବାର ହୋଇଥାଏ । ଏବେ ଆସନ୍ତୁ ଜାଣିବା ଧନୁ ରାଶିର ବିଷୟରେ । ଏମାନଙ୍କର ସ୍ଵାମୀ ବୃହସ୍ପତି ଗ୍ରହ ଅଟନ୍ତି । ଏମାନେ ସରଳ ସ୍ଵଭାବର ହୋଇଥାନ୍ତି । ଏମାନେ ଥରେ ଯାହା ନିସ୍ପତି ନିଅନ୍ତି ପରେ ତାହା ପରିବର୍ତ୍ତନ କରନ୍ତି ନାହିଁ । ଏମାନେ ଲକ୍ଷ୍ୟ ଠାରୁ ପଛକୁ ହଟନ୍ତି ନାହିଁ ।

ଏମାନେ ନିଜର ସ୍ଵପ୍ନ କୁ ସତ କରିବାର କ୍ଷମତା ରଖିଥାନ୍ତି । ଏମାନେ ଶିକ୍ଷା, ସାହିତ୍ଯ କ୍ଷେତ୍ରରେ ଭଲ ପ୍ରଦରାଷ୍ଣ କରନ୍ତି । ଏମାନେ ଧାର୍ମିକ ହେବ ସହ ବୁଦ୍ଧିମାନ ହୋଇଥାନ୍ତି । ଦର୍ଶନ ଶାସ୍ତ୍ରରେ ଜ୍ଞାତ ହୋଇଥାନ୍ତି । ଏପରି ବ୍ୟକ୍ତି ସାନ୍ତ, ଉଦାର, କରୁଣାରେ ଭାରି ହୋଇ ରହିଥାନ୍ତି । ସମସ୍ତଙ୍କ ପ୍ରତି ହିତକାରୀ ରହିବା ଭଲ ଲାଗିଥାଏ । ଅନ୍ୟ କୁ ସାହାର୍ଯ୍ୟ କରି ନିଜ କ୍ଷତିରେ ପଡିଥାନ୍ତି । ଏମାନେ ସକ୍ରିୟ ରହିଥାନ୍ତି । ଖାଲି ବସିବାକୁ ପସନ୍ଦ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *