27 ନଭେମ୍ବର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରାତି ରେ ଝାଡୁ ରେ କରିଲେ ଏହି ସବୁ ଉପାୟ ମା ଲକ୍ଷ୍ମୀ ଙ୍କର ଆଗମନ ଗୃହକୁ ହୋଇଥାଏ ।

ବନ୍ଧୁଗଣ ଧାର୍ମିକ ଶସ୍ତ୍ର ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା କୁ ବହୁତ ଖାସ ମାନା ଯାଇଥାଏ । କାରଣ ଏହି ମାସରେ ପଡୁଥିବା ପୂର୍ଣ୍ଣିମା କୁ ତ୍ରିପୁରୀ ବା ଗଙ୍ଗା ସ୍ନାନ ପୂର୍ଣ୍ଣିମା ନାମରେ ଜଣାଯାଏ । ହିନ୍ଦୁ ଧର୍ମ ରେ ପୂର୍ଣ୍ଣିମାର ବିଶେଷ ମହତ୍ଵ ରହିଥାଏ । ମାନ୍ୟତା ଅନୁଯାୟୀ ମୋକ୍ଷ, ଦାନ, ପୁଣ୍ୟର ପୂର୍ଣ୍ଣିମା ବୋଲି କୁହାଯାଏ । ଏହି ଦିନ ପ୍ରଭାତରୁ ସ୍ନାନ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଉତ୍ତମ ଫଳଦାୟୀ ବୋଲି ମାନାଯାଏ ।

ଏହି ଦିନ ଦିଆ ଯାଇଥିବା ଦାନ କେବେ ବି ବ୍ୟର୍ଥ ଯାଏଁ ନାହିଁ । ଚଳିତ ବର୍ଷ ନଭେମ୍ବର 27ରେ ପଡୁଛି କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନ ରାତିରେ ଝାଡୁର ଏହି ସବୁ ଉପାୟ କରିଲେ କେବେ ବି ଧନର ଅଭାବ ହୁଏ ନାହିଁ ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।ଧନବାନ ଓ ଭାଗ୍ୟବାନ ହେବା ପାଇଁ ପ୍ରତେକ ବ୍ୟକ୍ତି ଚାହିଁଥାଏ । ଅନେକ ସମୟରେ ହେବାକୁ ଥିବା କାମ ବିଗିଡି ଯାଇଥାଏ, ଆର୍ଥିକ ସମସ୍ଯା ବାରବାର ଦେଖାଯାଏ ।

କିନ୍ତୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ଛୋଟ ଉପାୟ କରିଲେ ବହୁତ ଚମତ୍କାରୀ ହୋଇଥାଏ । ଧନର ଦେବୀ ମା ଲକ୍ଷ୍ମୀ ଙ୍କର ପ୍ରତୀକ ହୋଇଥାଏ ଝାଡୁ । ଝାଡୁ ଘରର ଗରିବୀ କୁ ବାହାର କରିଥାଏ । ଏହି ପ୍ରୟୋଗ କରିବା ଦ୍ଵାରା ଜୀବନର ସବୁ ସମସ୍ଯା ଦୂର ହୁଏ । ପୂର୍ଣ୍ଣିମା ଦିନ ନୂଆ ଝାଡୁ ଆଣି ମନ୍ଦିର ର ସଫା କରନ୍ତୁ । ସେହି ଝାଡୁ କୁ ମନ୍ଦିର ରେ ରଖି ଦିଅନ୍ତୁ । ଏହା ଦ୍ଵାରା ଜୀବନର ସବୁ ସମସ୍ଯା ଦୂର ହୋଇଥାଏ ।

ଧ୍ୟାନ ରଖିବେ ଏହି ଉପାୟ କରିବା ସମୟରେ କେହି ଦେଖିବେ ନାହିଁ । ଘରେ କାହାକୁ ନଜର ଲାଗିଥିଲେ ଝାଡୁ ରେ 3 ଥର ଝାଡି ଦିଅନ୍ତୁ । କୌଣସି କାମରେ ବାରମ୍ବାର ଅସୁବିଧା ହେଉଥିଲେ ଝାଡୁ କାହାକୁ ଦିଅନ୍ତୁ ନାହିଁ । ଏପରି କରିଲେ ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଝାଡୁ କୁ ଠିଆ କରି ରଖିବା ଅନୁଚିତ । ନୂଆ ଝାଡୁ କିଣିକି ଆଣୁଛନ୍ତି ଓ ସେଥିରେ ରଙ୍ଗ ସୂତା ବାନ୍ଧିଥାନ୍ତି ତେବେ ଜୀବନରେ କୌଣସି ସମସ୍ଯା ଆସି ନ ଥାଏ ।

ଏହି ଉପାୟ କୁ ପୂର୍ଣ୍ଣିମା ଦିନ କରିବାକୁ ହେବ । ଏହି ଦିନ ମା ଲକ୍ଷ୍ମୀଙ୍କର ବିଶେଷ ପୂଜା କରାଯାଏ । ଏହି ଉପାୟ ମାନ କରିଲେ ଧନର ଅଭାବ ହେବ ନାହିଁ । ଏହି ଦିନ ଖିରୀ ର ଅଧିକ ମହତ୍ଵ ରହିଥାଏ । ଘର ପାଖରେ ଥିବା ମନ୍ଦିର ରେ ଗୋଟେ କି 3ଟି ଝାଡୁ ଦାନ କରନ୍ତୁ । ଏହାକୁ ପୂର୍ଣ୍ଣିମା ଦିନ ସକାଳୁ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଏହି ଦିନ ଉପାୟ କରିଲେ ଭାଗ୍ୟ ଚମକିଥାଏ । ପୂର୍ଣ୍ଣିମା ଦିନ ସକାଳୁ ଉଠି ଓସ୍ତ ଗଛ ମୂଳରେ ମିଠା ସହ ଜଳ ଅର୍ପଣ କରିଲେ ମା ଲକ୍ଷ୍ମୀ ଙ୍କ ନିବାସ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *