କଥା କଥାରେ କାନ୍ଦୁଥିବା ମହିଳାମାନେ ହୋଇଥାନ୍ତି ଏମିତି, ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଚିଲାଉଥିବା ଓ କାନ୍ଦୁଥିବା ମହିଳା ମାନେ କେମିତି ହୋଇଥାନ୍ତି । ଯଦି ଆପଣ ଏହି କଥାକୁ ଜାଣିପାରିବେ ହୋଇପାରେ ଆପଣ ରାତିରେ ଠିକସେ ସୋଇପାରିବେ ନହିଁ । ହୋଇପାରେ ଆପଣ ଭାବିବା ପାଇଁ ବାଧ୍ୟ ହୋଇଯିବେ ଏହିଭଳି ସ୍ତ୍ରୀ ଲୋକ ହୋଇଥାନ୍ତି ଆଶ୍ଚର୍ଜ୍ୟାକର । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମହିଳା ମାନେ ବହୁତ ନରମ କଣ୍ଢେଇ ସହିତ ସମାନ ହୋଇଥାନ୍ତି ।

କଥା କଥାରେ ଚିଲାଉଥିବା ଓ କାନ୍ଦୁ ଥିବା ମହିଳା କାହା ଠାରୁ କମ ହୋଇନଥାନ୍ତି । ଚାଣକ୍ୟଙ୍କ ଅନୁସାରେ ଚିଲାଉଥିବା ମହିଳା ମାନଙ୍କର ଚରିତ୍ର ହୋଇଥାଏ ଅଜୀବ । କିନ୍ତୁ କଣ ଆପଣ ଜାଣିଛନ୍ତି  ଏମିତି ମହିଳାଙ୍କଠୁ କିଛି ଲୋକ ରକ୍ଷା ପାଇବା ପାଇଁ ଚାହାନ୍ତି ନହିଁ କିନ୍ତୁ ଏମାନଙ୍କ ବିଷୟରେ ବହୁତ ଅପଶବ୍ଦ କହିଥାନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଆପଣଙ୍କ ଘରେ ଯଦି ଏମିତି ମହିଳା ଅଛନ୍ତି ଯିଏ କଥା କଥାରେ ଚିଲେଇଥାନ୍ତି ଓ କାନ୍ଦି ଥାନ୍ତିତା ଏହି ସୂଚନା ଯାଇବା ପାଇଁ ଆପଣ ଲେଖାଟିକୁ ଆଗକୁ ପଢନ୍ତୁ ।

Image Courtesy: Google

ଚାଣକ୍ୟଙ୍କ ହିସାବରେ ମହିଳାଙ୍କ ଭିତରେ ପୁରୁଷଙ୍କ ଅପେକ୍ଷା ଅଧିକ ସହନଶୀଳ ଶକ୍ତି ଥାଏ । ଏମିତି କେତେ ସ୍ତ୍ରୀ ମାନେ କଥା କଥାରେ କାନ୍ଦି ଥାନ୍ତି ତାର କଦର କରିବା ଉଚିତ । ଏମିତି ମହିଳା ଆଉ ଥରେ ମିଳିବ ନହିଁ, ଏମିତି ସ୍ତ୍ରୀ ଲୋକ ସତ ବିଚାର ବାଲି ହୋଇଥାନ୍ତି । ଯେଉଁ ସ୍ତ୍ରୀ ଲୋକ କଥା କଥାରେ କାନ୍ଦି ଥାନ୍ତି ସେ ତାର ପ୍ରେମିଠୁ କେବେ ଦୂରେଇକି ରହିବାକୁ ଚାହାନ୍ତି ନହିଁ । ଏହିଭଳି ସ୍ତ୍ରୀ ପରିବାର ପାଇଁ ବହୁତ ଭଲ ବୋଲି କୁହାଯାଏ । ଏମାନଙ୍କ ହୃଦୟ କୋମଳ ହେବ ସହିତ ସମସ୍ତଙ୍କ ଭାବନକୁ ସନମାନ ଦେଇଥାନ୍ତି । ଏମିତି ସ୍ତ୍ରୀ ଲୋକକୁ କେବେ ହରେଇବା କଥା ନୁହେଁ ।

Image Courtesy: Google

ଭୁଲ ନଥାଇ ମଧ୍ୟ ଯେଉଁ ସ୍ତ୍ରୀ  କାନ୍ଦିଥାନ୍ତି । ଟଙ୍କା ଭିଆତରେ ସ୍ନେହଶ୍ରଦ୍ଧା ଭରା ଥାଏ, ଯାହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ । ଚାଣକ୍ୟଙ୍କ ହିସାବରେ ଯେଉଁ ମହିଳା ମାନେ ଚିଲେଇକି କାନ୍ଦି ଥାନ୍ତି ବହୁତ ଘାତକ ବିମାରି ଖତମ ହୋଇଥାଏ । ଓ କାନ୍ଦିକି ମନ ହଲକା ମଧ୍ୟ ହୋଇଥାଏ । ଚାଣକ୍ୟଙ୍କ ମୁତାବିକ କନ୍ଦିବା ଦ୍ଵାରା ଚିନ୍ତା ମଧ୍ୟ ଖତମ ହୋଇଥାଏ । କଥା କଥାରେ କାନ୍ଦୁଥିବା ମହିଳା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଏମାନେ ବହୁତ ହୃଦୟବାନ ହୋଇଥାନ୍ତି, ଓ ଏହି ମହିଳା ମଧ୍ୟ କାହାକୁ ଦୁଃଖ ପହଞ୍ଚେଇ ନଥାନ୍ତି । ସେ ନିଜକୁ ପଛକେ କଷ୍ଟ ଦେବେ କିନ୍ତୁ ଆଉ କାହାକୁ କଷ୍ଟ ଦେଇପାରନ୍ତି ନହିଁ । ଅଲଗା ଲୋକ ମାନଙ୍କର ଭାବନାକୁ ସନମାନ ଦେଇଥାନ୍ତି ।

Image Courtesy: Google

ବେସୀ କାନ୍ଦୁଥିବା ମହିଳା ମାନେ ନିଜେ ପଛେ ଭୋକରେ ରହିଯିବେ କିନ୍ତୁ ଅନ୍ୟକୁ ପେଟ ପୁରା ଖାଇବାକୁ ଦେଇଥାନ୍ତି ।  ଏଭଳି ମହିଳା ମାନେ ଜମାବି ଘାତକ ହୋଇନଥାନ୍ତି ଯଦି ଆମେ ସେମାନଙ୍କ ହ୍ରୁଦୟକୁ ଚିହ୍ନିବା ତାଙ୍କ ଭିତରେ ବହୁତ ଦୁଃଖ ଭରା ହୋଇଥାଏ । ଏହିଭଲୋ ଲୋକମାନଙ୍କର ସନମାନ କରିବା ଦରକାର ଓ ଏମାନଙ୍କର ମାନସନମାନ ବଢେଇବା ଦରକାର । ଏମାନଙ୍କୁ ହୃଦୟ କେବେ ଭାଙ୍ଗିବା କଥା ନୁହେଁ । ଏମିତି ମହିଳାଙ୍କ ହୃଦୟ ଭାଙ୍ଗିଲେ ଆପଣଙ୍କୁ ପାପ ଲାଗିବ ।

Leave a Reply

Your email address will not be published. Required fields are marked *