ମଜେଦାର ଜୋକ୍ସ- ଦୁଇ ପଡୋସନ ନିଜ ଭିତରେ କଥା ହେଉଥିଲେ, ପ୍ରଥମ ମହିଳା- ତୁ ଜାଣିଛୁ ୨୪ ବର୍ଷ ପର୍ଯ୍ୟନ୍ତ ମୋର କୌଣସି….

ଟେନସନ ଏମିତି ଗୋଟେ ଜିନିଷ ଯାହା ମୁଣ୍ଡରେ ଥରେ ପଶିଲେ ଆଉ ବାହାରିବା ନା ନେଇ ନଥାଏ । ଟେନସନ ନା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିଥାଏ ଏହା ଛଡା ଆପଣଙ୍କୁ ସବୁବେଳେ ଚିନ୍ତା ମଧ୍ୟ ଦେଇଥାଏ । ଏହି କାରଣ ପାଇଁ ଡକ୍ଟର ଆପଣଙ୍କୁ ଅତି କମରୁକମ ଟେନସନ ନବାକୁ କହିଥାନ୍ତି ଓ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିବାକୁ କହିଥାନ୍ତି । ଜୋକ୍ସ ଦ୍ଵାରା ମନୋରଞ୍ଜନ ହୋଇଥାଏ ଓ ମଣିଷ ମନ ଭଲ ହୋଇଥାଏ ।

୧. ସ୍ତ୍ରୀ – ଚାଲ କୁଆଡେ ବୁଲିବାକୁ ଯିବା, ଆଉ ହଁ ଡ୍ରାଇଭିଙ୍ଗ ମୁଁ କରିବି!!

Image Courtesy: Google

ସ୍ଵାମୀ – ୱାଵ, ଯିବା କାରରେ ଆଉ ଆସିବା କାଲୀ ଖବରରେ ।

୨. ସନ୍ତା ଗୋଟେ ବଡ କମ୍ପନୀରେ ଇଣ୍ଟରଭ୍ୟୁ ଦବାକୁ ଗଲା,

ବସ – ସୁବେଛା, ଆପଣ ସିଲେକ୍ଟ ହୋଇଯାଇଛନ୍ତି, ଆପଣଙ୍କ ସେଲେରୀ ପ୍ରଥମ ବର୍ଷ ୬ ଲକ୍ଷ ପ୍ରତି ବର୍ଷ ରହିବ, ଏହା ପରେ ଆର ବର୍ଷ ଆପଣଙ୍କ ଦରମା ବଢିଯାଇ ୧୦ ଲକ୍ଷ ପ୍ରତି ବର୍ଷ ହୋଇଯିବ ।

ସନ୍ତା ଏହି କଥା ଶୁଣି ବେଗ ଉଠାଇ ଯିବାକୁ ବାହାରିଲା……….

ବସ – କଣ ହେଲା ?

ସନ୍ତା – ମୁଁ ଆର ବର୍ଷ ଆସିବି

ବସ ବେହୋସ

୩. ବାପା ନିଜ ଛୁଆକୁ ପଚାରିଲା – ଆମ ରାଜା ବେଟା ତୁ ବଡ ହୋଇ କଣ ହବୁ ?

ଛୁଆ – କେବଳ ଏତିକି କରିବି ଯେ ୩ ବର୍ଷ ଛୁଆ କୁ ଏମିତିକା ପ୍ରଶ୍ନ ପଚାରିବି ନାହିଁ ।

Image Courtesy: Google

୪. ଶ୍ୟାମ ଖାଲି ପେପର ଧରି ଚୁମା ଦଉଥିଲା

ଟିଟୁ – ୟେ କଣ ???

ଶ୍ୟାମ – ଲଭ ଲେଟର ।

ଟିଟୁ – କିନ୍ତୁ ଖାଲି ଅଛି କଣ ପାଇଁ ।

ଶ୍ୟାମ – ଆଜି କାଲୀ କଥା ବାର୍ତା ବନ୍ଦ ଅଛି ।

Image Courtesy: Google

୫. ଝିଅ – ପୁଅ ଗଧ ହୋଇଥାନ୍ତି କିଛି ଜାଣନ୍ତି ନାହିଁ, ଝିଅ ମାନେ ପାଠୁଆ ହୋଇଥାନ୍ତି ।

ପୁଅ – ପୁଅ ମାନେ ମଧ୍ୟ କାହା ଠାରୁ କମ ନୁହନ୍ତି ।

ଝିଅ – ଝିଅମାନେ ଆଗ ଅଛନ୍ତି ।

ପୁଅ – ଗୋଟେ ପ୍ରଶ୍ନ ଉତ୍ତର ଦିଅ ଜାଣି ଯିବୁ କିଏ ଆଗରେ ଅଛି ?

ଝିଅ – ପଚାର ।

ପୁଅ – ଏମିତି କଉ ଜିନିଷ ଅଛି ଯାହା ଫ୍ରିଜରେ ରଖିଲେ ମଧ୍ୟ ଗରମ ରହିଥାଏ ।

ଝିଅ – ଜାଣି ନି ।

ପୁଅ – ଗରମ ମସଲା ଦେଖିଲ ପୁଅ ମାନେ ସବୁ ଜାଣନ୍ତି ।

Image Courtesy: Google

୬. ଦୁଇ ପଡୋସନ ନିଜ ଭିତରେ କଥା ହେଉଥିଲେ

ପ୍ରଥମ ମହିଳା- ତୁ ଜାଣିଛୁ ୨୪ ବର୍ଷ ପର୍ଯ୍ୟନ୍ତ ମୋର କୌଣସି ସନ୍ତାନ ହେଲା ନାହିଁ

ଦ୍ଵିତୀୟ ମହିଳା- ତ ତୁ କଣ କଲୁ ?

ପ୍ରଥମ ମହିଳା- ଯେବେ ମୁଁ ୨୪ ବର୍ଷର ହେଲି ତେବେ ଯାଇ ଘର ଲୋକ ମୋ ବିବାହ କଲେ, ତା ପରେ ଯାଇ ପିଲା ହେଲା ।

ଦ୍ଵିତୀୟ ମହିଳା ଜଣକ ICU ରେ ଭର୍ତି

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *