କେବଳ 2ମିନିଟ୍ ରେ ଦାନ୍ତ ଚମକିବ ମୋତି ଭଳି, ବାସ କରନ୍ତୁ ଏହି ଛୋଟ ଘରୋଇ ଉପାୟ- Whiten Teeth

ବନ୍ଧୁଗଣ ସୁନ୍ଦର ଓ ଚମଦାର ଦାନ୍ତ କହକଉ ବା ପସନ୍ଦ ନୁହେଁ । କିନ୍ତୁ ଆଜିର ସମୟରେ ଅନେକ ପ୍ରକାରର କାରଣ ପାଇଁ ଦାନ୍ତ ହଳଦିଆ ବା କଳା ଦେଖା ଯାଉଛି । ଦନ୍ତ ଖରାପ, ହଳଦିଆ ଓ କଳା ପଡିବାର ଅନେକ କାରଣ ରହିଛି । ଯେମିତି ଯଦି ଆପଣ ଅଧିକ ମଦ୍ୟପାନ କରୁଛନ୍ତି ତେବେ ଦାନ୍ତ ହଳଦିଆ ହୋଇଯାଏର । ଧୂମ୍ରପାନ ବା ଗୁଟଖା ଖାଇବା ଦାନ୍ତ ହଳଦିଆ ପଡିବାର କାରଣ ହୋଇଥାଏ । ଯଦି ଆପଣ କେମୋଥେରାପି ନେଉଛନ୍ତି ଆସ୍ଥାମା ବା ହାଇ ବିପି ପାଇଁ ବା ମେଡ଼ିସିନ ଖାଉଛନ୍ତି ତେବେ ଦାନ୍ତ ହଳଦିଆ ପଡିଥାଏ । ଆଜି ଆମେ ଆପଣଙ୍କୁ ଦାନ୍ତ ମୋତି ଭଳି ହେବାର ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ।

ପ୍ରଥମ ଉପଚାର ତିଆରି କରିବା ଆପଣଙ୍କୁ ଆବଶ୍ୟକ ରହିଛି ସେନ୍ଧା ଲୁଣ । ଏହାର ବ୍ୟବହାର କରିବା ଦ୍ଵାରା ଦାନ୍ତର ହଳଦିଆପଣ ଦୂର ହୋଇତାହାଏ । ଏଥିରେ ଆଡ କରନ୍ତୁ ବେକିଙ୍ଗ ସୋଡା ଯାହା ଖାଦ୍ୟ ତିଆରି କରିବାରେ ବ୍ୟବହାର ହୋଇଥାଏ । ଏବେ ଆପଣ ଏଥିରେ ଏକ ଚାମଚ ଲେମ୍ବୁ ରସ ଆଡ କରନ୍ତୁ । ଏକ ଚାମଚ ପାଣି ଦେଇ ଏହାର ମିଶ୍ରଣ ପ୍ରସ୍ତୁତ କରି ଦାନ୍ତ ବ୍ରସ କରନ୍ତୁ । ଏହା ପରେ ସାଧା ପାଣିରେ ପାଟି ଧୋଇ ରେଗୁଲାର ଯେମିତି ବ୍ରସ କରନ୍ତି ସେମିତି କରିପାରିବେ । ଏହାର ପ୍ରୟୋଗ ସପ୍ତାହକୁ ଦୁଇ ଥର କରିବା ପରେ ୧୫ ଦିନକୁ ଠାରେ କରିପାରିବେ ।

ଦିତୀୟ ଉପଚାର ତିଆରି କରିବା ପାଇଁ ଆବଶ୍ୟକ ରହିଛି ଦୁଇଟି ପିଜୁଳି ପତ୍ର ଯାହାର ପେଷ୍ଟ ତିଆରି କରନ୍ତୁ । ଏହା ପରେ ଦାନ୍ତରେ ଦୁଇ ମିନିଟ ଯାଏଁ ପିଜୁଳି ପତ୍ରର ପେଷ୍ଟ ଲଗାଇ ଧୋଇ ଦିଅନ୍ତୁ । ଏହାକୁ ରେଗୁଲାର କରିଲେ ଦାନ୍ତର ହଳଦିଆପଣ ଦୂର ହୋଇ ମାଢି ଫୁଲିବା କମ ହୋଇଥାଏ ।

ତୃତୀୟ ଉପାୟ ଟି ହେଉଛି ଯେବେ ବି ଆପଣଙ୍କ ଘରେ କଦଳୀ ରହିଛି ତେବେ ତାହାର ଚୋପା ଫୋପାଡନ୍ତୁ ନାହି । କଦଳୀ ଚୋପାକୁ ଛୋଟ ଛୋଟ କରି କାଟି ଏହାକୁ ଦାନ୍ତରେ ଦୁଇ ମିନିଟ ଯାଏଁ ଘାସନ୍ତୁ । ଏହା ପରେ ଉଷୁମ ପାଣିରେ ଦାନ୍ତକୁ ଧୋଇ ଦିଅନ୍ତୁ । ଏହାକୁ ପ୍ରତିଦିନ କରିଲେ ଦାନ୍ତ ବହୁତ ଜଲ୍ଦି ଧଳା ହୋଇଯିବ ।

ଚତୁର୍ଥ ଉପାୟ ଟି ହେଉଛି ଦୁଇ ଚାମଚ ନଡିଆ ତେଲର ଆବଶ୍ୟକାତା ରହିଛି । ନଡିଆ ତେଲ ନେଇ ଏହାକୁ ଦୁଇ ମିନିଟ ଯାଏଁ ଦାନ୍ତରେ ଘସନ୍ତୁ । ମାନେ ରଖିବେ ଏହାକୁ ଧୋଇବେ ନାହି । ଏହା ପରେ ନରମାଲ ପାଣିରେ ପାଟି ଧୋଇ ଦିଅନ୍ତୁ । ପ୍ରତିଦିନ ସକାଳୁ ଦାନ୍ତ ଚମକାଇବା ପାଇଁ ଏହି ଉପାୟ ଗୁଡିକ କରି ପାରିବେ । ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହି ।

ନଡିଆ ତେଲ ବ୍ୟବହାର କରିବା ଦ୍ଵାରା ଦାନ୍ତ କଳା ହୋଇଥିଲେ ତାହା ଦୂର ହେବା ସହ ପାଟିର ଦୁର୍ଗନ୍ଧ ମଧ୍ୟ ଦୂର ହୋଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *