ସାରା ଜୀବନ ସ୍ଵାମୀଙ୍କ ପ୍ରେମ ପାଇପାରନ୍ତି ନାହିଁ ଏହି 2ଟି ନାମର ଝିଅ- Jyotisha Shastra

ବିବାହ ଦୁଇ ହୃଦୟର ମିଳନର ଏକ ବନ୍ଧନ ହୋଇଥାଏ । ଏହା ଏମିତି ଏକ ପବିତ୍ର ବନ୍ଧନ ଯାହା ଦୁନିଆର ସବୁ ସମ୍ପର୍କ ଠାରୁ ଅଲଗା ହୋଇଥାଏ । ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କକୁ ଦୁନିଆର ସବୁଠାରୁ ଖାସ ସମ୍ପର୍କ ମାନ୍ୟତା ଦିଆଯାଇଛି । ବିବାହ ପୂର୍ବରୁ ପୁଅ ଓ ଝିଅ ପରସ୍ପର ଠାରୁ ଅଜଣା ରହିଥାନ୍ତି । କିନ୍ତୁ ବିବାହ ପରେ ଦୁହେଁ ପରସ୍ପରକୁ ଭଲ ଭାବେ ଜାଣିବା ସହ ନୂଆ ଜୀବନ ଖୁସି ଖୁସି ବ୍ଯତୀତ କରିଥାନ୍ତି । ବିବାହ ସମୟରେ ସାତ ଫେରା ନେବା ସମୟରେ ପୁଅ ଝିଅ ପରସ୍ପରର ଦୁଖ ସୁଖ ବାଣ୍ଟିବା ପାଇଁ ବଚନ ନେଇଥାନ୍ତି । କିନ୍ତୁ ଏମିତି କିଛି ଝିଅମାନେ ଅଛନ୍ତି ଯାହାଙ୍କୁ ସାମୀଙ୍କ ସୁଖ କେବେ ମିଳେ ନାହି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ କେବେ ବି ଜୀବରେ ନିଜ ସ୍ଵାମୀ ଙ୍କ ସହ ଖୁସିରେ ରହି ପାରନ୍ତି ନାହି । ଏହି ନାମର ଝିଅ ମାନେ ନିଜ ସ୍ଵାମୀ ଙ୍କ ଦରକାର ଠାରୁ ଅଧିକ ଆସ ରଖିଥାନ୍ତି । ଏମାନେ ଇଚ୍ଛା କରୁଥାନ୍ତି ଏମାନଙ୍କର ସ୍ଵାମୀ କେବଳ ତାଙ୍କ ଉପରେ ଧ୍ୟାନ ଦିଅନ୍ତୁ । ଏମାନଙ୍କ ସହ ସବୁ କଥା ଶେୟାର କରିବାକୁ ଇଚ୍ଛା ରଖିଥାନ୍ତି ଯାହା କାରଣରୁ ସମ୍ପର୍କ ଗଭୀର ହୋଇ ପାରିବ ।

ଏହି ନାମର ଝିଅ ମାନଙ୍କୁ ସର୍ବଦା ନିଜ ପ୍ରେମକୁ ହରାଇବାର ଭୟ ଲାଗି ରହିଥାଏ । ଯାହା କାରଣରୁ ଏମାନେ ସର୍ବଦା ଦୁଖୀ ରହିଥାନ୍ତି । ଏମାନେ ନିଜ ସ୍ଵାମୀ ଙ୍କ ଠାରୁ ଏମିତି କିଛି ଆସା ରଖିଥାନ୍ତି ଯାହା ପୁରା କରିବା ଏମାନଙ୍କ ସ୍ଵାମୀ ପକ୍ଷେ ସମ୍ଭବ ହୁଏ ନାହି । ଏମାନେ ନିଜ ସ୍ଵାମୀ ଙ୍କୁ ସର୍ବଦା ନିଜ ଆଖ ପାଖରେ ଦେଖିବାକୁ ଇଚ୍ଛା ରଖିଥାନ୍ତି ଯାହା ସମ୍ଭବ ହୁଏ ନାହି । ତେଣୁ ଏମାନେ ନିଜ ସ୍ଵାମୀ ସୁଖରୁ ବଞ୍ଚିତ ହୋଇଥାନ୍ତି ।

୨ – K ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀ ଙ୍କ ସହ ଖୁସି ରୁହନ୍ତି ନାହି । ଯାହାର ସବୁଠାରୁ ବଡ କାରଣ ହେଉଛି ଏମାନେ ନିଜ ପ୍ରେମ ଉପରେ ଅଧିକ ସନ୍ଦେହ କରିଥାନ୍ତି । ଏମାନେ ସ୍ଵଭାବରେ ଖରାପ ହୋଇ ନ ଥାନ୍ତି । କିନ୍ତୁ ଏମାନେ ନିଜ ସ୍ଵାମୀ ଙ୍କ ଅନ୍ୟ କାହା ସହ ବାଣ୍ଟିବାକୁ ପସନ୍ଦ କରନ୍ତି ନାହି ।

ଏହି କାରଣରୁ ଏମାନେ ସାରା ଜୀବନ ଦୁଖି ରହିଥାନ୍ତି । ଏମାନଙ୍କର ଇଚ୍ଛା ରହିଥାଏ କି ଏମାନଙ୍କ ସ୍ଵାମୀ ୨୪ ଘଣ୍ଟା ଏମାନଙ୍କୁ ପ୍ରେମ କରନ୍ତୁ । ଏହା ବ୍ଯତୀତ ଅନ୍ୟ କୌଣସି କାମ ନ କରିବେ । ଯେବେ ଏମାନଙ୍କର ଏହି ଇଚ୍ଛା ପୂରଣ ନ ହୁଏ ତେବେ ଏମାନେ ନିଜ ସ୍ଵାମୀଙ୍କ ଉପରେ ଅଭିମାନ କରିଥାନ୍ତି । ଏହି କାରଣରୁ ଏମାନେ ନିଜ ସ୍ଵାମୀ ଙ୍କ ଖୁସି ହୁଅନ୍ତି ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *