ଗ୍ୟାସ୍ ଓ ପେଟ ଫୁଲୁଥିବା ସମସ୍ୟା ରହୁଛି କି, କରନ୍ତୁ ଏହି ଘରୋଇ ଉପଚାର, 24 ଘଣ୍ଟା ଭିତରେ ମିଳିବ ଆରାମ- Healthy Tips

ବଞ୍ଚି ରହିବା ପାଇଁ ଆମେ ମାନେ ଖାଦ୍ୟ ଖାଇଥାଊ । ମାତ୍ର ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ପ୍ରାୟତଃ ଗ୍ୟାସ ସମସ୍ୟାରେ ସମ୍ମୁଖୀନ ହେଉଛେ । ଯାହା ଦ୍ଵାରା ଆମର ଛାତି ଓ ପେଟ ଜଳାପୋଡା ହୋଇଥାଏ । ଏହି ଗ୍ୟାସ ସମସ୍ୟାର ସଠିକ ସମୟରେ ଚିକିତ୍ସା ନ କଲେ ଏହା ଅଲ୍ସର ଓ ତ ଅପରେ କ୍ୟାନ୍ସର ଭଳି ରୋଗରେ ପରିଣତ ହୋଇ ଆମ ଜୀବନ ମଧ୍ୟ ଯାଇ ପାରେ । ତେଣୁ ଏହା ଆରମ୍ଭ ହେବା ଆଗରୁ ଏହାକୁ ଅଟକାଇବା ଉଚିତ ।

ଆପଣ ଏହି ସମସ୍ୟାରେ ପୀଡିତ ଥିଲେ ସେଥିରୁ କେମିତି ବାହାରିବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଏହାକୁ ଆମେ ମେଡ଼ିସିନ ଖାଇକି ଭଲ କରିବା ଅପେକ୍ଷା ଘର ଖାଦ୍ୟ ଖାଇକି ଭଲ କରିବା ଭଲ ହୋଇଥାଏ ।

ତେବେ ଅନେକ ସମୟରେ ଗ୍ୟାସ ଯୋଗୁ କିଛି ଲୋକଙ୍କ ପେଟ ଫୁଲି ଯାଇଥାଏ । କାହିକି ପେଟ ଫୁଲି ଥାଏ? ପାଉଁରୁଟି ମାଗସ ଜାତୀୟ ଖାଦ୍ୟ ଓ କ୍ଷୀର ଜାତୀୟ ଖାଦ୍ୟ ପେଟ ଫୁଲା ର କାରଣ ହୋଇ ଥାଏ । ଯଦି ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଆଲାରଜିକ ଅଛି ତେବେ ଏହା ଦ୍ଵାରା ମଧ୍ୟ ଆପଣଙ୍କ ପେଟ ଫୁଲି ଥାଏ ।

ଆପଣ ଯଦି ଏହାକୁ ଖାଉଛନ୍ତି କିମ୍ବା ଅଧିକା ପ୍ରୋଟିନ ଜାତୀୟ ଖାଦ୍ୟ ଖାଉଛନ୍ତି ଯାହାକୁ ଆପଣଙ୍କ ଶରୀର ହଜମ କରି ପାରୁନି ତେବେ ଆପଣ ଏହାକୁ ଖାଇବା ଦ୍ଵାରା ପେଟ ଫୁଲିଥାଏ । ଆପଣ ଯଦି ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀର ରେ ଥିବା କମଜୋରି କମ ହେବ ବୋଲି ଆପଣ ଭାବୁଛନ୍ତି ତେବେ ନିୟନ୍ତ୍ରଣ କରି ଖାଆନ୍ତୁ ।

ଆଗ ଆପଣ ଏହା ଜାଣିବା ଦରକାର କି ଆପଣଙ୍କ ଖାଦ୍ୟର ସୀମା କେତେ ହେବା ଦରକାର । ଯଦି ମାସିକ ଧର୍ମ ସମୟରେ କିଛି ସମସ୍ୟା ଥାଏ କିମ୍ବା ଆପଣଙ୍କ ହରମୋନ ଯଦି ଠିକ ଭାବେ ବାହାରୁନି ତେବେ ଏହା ମଧ୍ୟ ଆପଣଙ୍କ ପେଟ ଫୁଲାଇ ଦେଇଥାଏ ।

ଏହାକୁ କମାଇବାର ସରଳ ଉପାୟ ହେଉଛି କି ଆପଣ ସକାଳୁ ଉଠିଲା ପରେ ଉଷୁମ ପାଣିରେ ଲେମ୍ବୁ ପକାଇ ଏହାକୁ ପିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ପେଟ ଫୁଲିବା କମ ହୋଇଯିବ । ଏହା ଆମ ଓଜନ କମାଇବା ରେ ମଧ୍ୟ ସାହାଯ୍ୟ କରିଥାଏ । ଆପଣ ଯଦି ଫାଇବର ଜାତୀୟ ଖାଦ୍ୟ ବ୍ୟବହାର କରୁ ନାହାଁନ୍ତି ତେବେ ଏହା ଦ୍ଵାରା ମଧ୍ୟ ସମସ୍ୟା ହୋଇପାରେ ।

କାରଣ ଯଦି ଫାଇବାର ଜାତୀୟ ଖାଦ୍ୟ ଆପଣ ଖାଉ ନାହାଁନ୍ତି ଏହା ଆମ ଶରୀର ରେ ଥିବା ଫ୍ୟାଟକୁ ତ୍ୱରାନ୍ୱିତ କରିଥାଏ ଯାହା ଦ୍ଵାରା ପେଟ ଫୁଲି ଯାଇଥାଏ । ଆପଣ ଝଡିବା ପାଇଁ ଯଦି ବ୍ୟାୟାମ କରୁଛନ୍ତି ତେବେ ଫାଇବାର ଜାତୀୟ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ।

Leave a Reply

Your email address will not be published. Required fields are marked *