କେବଳ 21 ଦିନରେ ଆପଣଙ୍କ ଲଟକିଥିବା ପେଟ ହୋଇଯିବ ଗାୟବ, 100% ଗ୍ୟାରେଣ୍ଟି

ଆଜିକା ସମସ୍ୟାରେ ଲୋକଙ୍କ ସବୁଠାରୁ ବଡ ସମସ୍ୟା ତାଙ୍କ ଓଜନ ହୋଇଯାଇଛି, ତେବେ ସମସ୍ତେ ଏହାକୁ କମ କରିବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ଓଜନ ବଢାଇବା ଯେତେ ସହଜ ଏହାକୁ କମ କରିବା ବହୁତ କଷ୍ଟକର ହୋଇଥାଏ, ତେବେ ଆସନ୍ତୁ ଜାଣିବା କେମିତି କରିବା ଓଜନ କମ । ଆପଣ ମାନେ ନିଜ ସାଙ୍ଗ ବା ଅନ୍ୟ ମାନଙ୍କୁ ଫିଟ ଓ ସ୍ଲିମ ଦେଖିଲେ ଆପଣଙ୍କ ମନରେ ମଧ୍ୟ ଏହି କଥା ଆସିଥାଏ ଯେ କାସ ମୋ ଓଜନ ବି କମି ଯାଇଥାନ୍ତା ଆଉ ମୁଁ ବି ଏମିତି ଫିଟ ଦେଖା ଦେଇଥାନ୍ତି ।

ତେବେ ଆପଣ ଉଚିତ ଜାଗାରେ ଆସି ପହଞ୍ଚି ଯାଇଛନ୍ତି, ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପେଟ କମ କରିବାରେ ଆପଣାକୁ ବହୁତ ସାହାଯ୍ୟ କରିବ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେଉଁ ;ଲୋକଙ୍କ ମେଟାବୋଲିଜିମ ଭଲ ନଥାଏ ସେହି ଲୋକଙ୍କ ଶରୀରରେ ଚର୍ବି ମାତ୍ରା ବହୁତ ଅଧିକ ହୋଇଥାଏ ।

ତେବେ ଯଦି ଆପଣ ମଧ୍ୟ ଏହା ଜାଣିଛନ୍ତି, ତେବେ ଆପଣ ଏହା ମଧ୍ୟ ଜାଣିଥିବେ ଯେ ଆମ ଶରୀର ଇନସୁଲିନ ନାମକ ହାର୍ମୋନ ଆମ ଦ୍ଵାରା ସେବନ କରା ଯାଇଥିବା ଖାଦ୍ୟକୁ ଊର୍ଜାରେ ପରିଣତ କରିଥାଏ କିନ୍ତୁ ଆମ ଶରୀର ମେଟାବୋଲିଜିମ ଖରାପ ହାବା ଦ୍ଵାରା ଇନସୁଲିନ ନାମକ ହାର୍ମୋନ ଟା କାମ ଉଚିତ ଭାବରେ କରି ପାରେ ନାହିଁ ଆଉ ଖାଦ୍ୟ ଊର୍ଜାରେ ପରିଣତ ନହୋଇ ଚର୍ବି ହୋଇ ଆମ ଶରୀର ଚରମରେ ଲାଗିବା ଆରମ୍ଭ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ଚର୍ବି ବର୍ନ କରିବାର ସଠିକ ଉପାୟ ବିଷୟରେ କହିବାକୁ ଯାଉଛୁ ।

ଆପଣଙ୍କୁ ସିଧା ହୋଇ ତଳେ ଶୋଇବାର ଅଛି ଏହା ପରେ ଆପଣ ଜୋରେ ନିଶ୍ଵାସ ନିଅନ୍ତୁ ଆଉ କିଛି ସମୟ ପାଇଁ ପବନ ଭିତରେ ରଖନ୍ତୁ ଆଉ ଅସମ୍ଭାଳ ହେଲେ ତାକୁ ଛାଡି ଦିଅନ୍ତୁ ଏହି ଭଳି ଆପଣ ୧୦ରୁ ୧୫ ଥର କରନ୍ତୁ ଦେଖିବେ ଏହା ଦ୍ଵାରା ଆପଣଙ୍କ ପେଟ ଉପରେ ବହୁତ ପ୍ରେସର ପଡିଥାଏ ତେବେ ହାର୍ଟ ରୋଗୀ ମାନେ ଏହାକୁ କରନ୍ତୁ ନାହିଁ ଆଉ ନା ଗର୍ଭବତୀ ମହିଳା ମାନେ ଏହାକୁ କରନ୍ତୁ ବା ଯେଉଁ ମାନଙ୍କ ସର୍ଜରୀ ହୋଇଛି ସେମାନଙ୍କୁ ମଧ୍ୟ ଏହା କରିବା ଉଚିତ ନୁହ ।

ଏହା ପରେ ଆପଣ ସିଟପ ପୋଜିସନରେ ଆସି ଯାଅନ୍ତୁ ଆଉ ୧୫ଟି ସିଟପ ମାରନ୍ତୁ ଆପଣ ଯେତେ ଉପରକୁ ଯାଇ ପାରେ ଆପଣଙ୍କ ପେଟ ଉପରେ ସେତେ ପ୍ରେସର ପଡିବ ଆଉ ଚର୍ବି ସେତେ କମିବ କିନ୍ତୁ ବହୁତ ଅଧିକ ମଧ୍ୟ କରିବେ ନାହିଁ ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏହା ପରେ ଆପଣ ଶୋଇବା ଅବସ୍ଥାରେ ଆଣ୍ଠୁ ଫୋଲ୍ଡ କରନ୍ତୁ ଏହା ପରେ ସାଇଡ ସାଇଡ ସୋଇକି ବେଣ୍ଡ ହୁଅନ୍ତୁ ଥରେ ଏପାଖେ ଆଉ ଥରେ ସେପାଖେ ଏହି ଭଳି ୧୫ ଥର କରନ୍ତୁ ଦେଖିବେ ଆପଣଙ୍କ ସାଇଡ ଚର୍ବି ମଧ୍ୟ କମିବାକୁ ଲାଗିବ । ଏହି ଭଳି ୨୧ ଡି ଯୋଗ କଲେ ଆପଣଙ୍କ ଶରୀର ଚର୍ବି କମିବାକୁ ଲାଗିଥାଏ ଆଉ ଆପଣଙ୍କୁ ବହୁତ ଭଲ ଅନୁଭବ ହୋଇଥାଏ ।

Leave a Reply

Your email address will not be published. Required fields are marked *