କେବଳ ଏହି ପତ୍ରକୁ ଲଗାନ୍ତୁ, ଏକଜିମା ଭଳି ରୋଗ ମୂଳରୁ ଶେଷ ହେବ- Healthy Tips

ବନ୍ଧୁଗଣ ଏକଜିମା ଏକ ପ୍ରକାରର ଚର୍ମ ରୋଗ ହୋଇଥାଏ । ଶରୀରର ଯେଉଁ ସ୍ଥାନରେ ଏକଜିମା ହୋଇଥାଏ ଏଠାରେ ବହୁତ ଅଧିକ କୁଣ୍ଡାଇ ହୋଇଥାଏ । ଅନେକ ସମୟରେ ରକ୍ତ ମଧ୍ୟ ବାହାରିଥାଏ । ସାଧାରଣତଃ ଲୋକ ମାନେ ଏଲୋପାତି ଔଷଧର ବନ କରିଥାନ୍ତି । କିନ୍ତୁ ଏକଜିମା ଶେଷ ହୁଏ ନାହିଁ । ଏହି କ୍ଷେତ୍ରରେ ଆୟୁର୍ବେଦିକ ଉପାୟ ଅବଲମ୍ବନ କରିବା ଦ୍ଵାରା ଚର୍ମ ଜନିତ ଅନେକ ସମସ୍ଯା ଦୂର ହୋଇଥାଏ ।

ସ୍କିନ ଇନଫେକସନ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ରେମେଡି ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଏହୀ କେମିତି ବନାଇବା ଓ ଏହାର ପ୍ରୟୋଗ କିପରି କରିବା । ଏହି ରେମେଡି ବନାଇବା ପାଇଁ ବଡ ସାଇଜ ର ଗୋଟେ ପଣସ ପତ୍ର ନିଅନ୍ତୁ । ଏବେ ଏହି ପତ୍ରକୁ ପୋଡି ଏହାର ପାଉଁଶ ବା ଗୁଣ୍ଡ ବାହାର କରନ୍ତୁ । ପାଚିଲା ପଣସ ପାତ୍ର ର ଗୁଣ୍ଡ ତିଆରି କରିବା ପାଇଁ ପ୍ରଥମେ ପଣସ ପତ୍ରକୁ ଏକ ଲୁହା କଢେଇ ରେ ଭାଜି ଦିଅନ୍ତୁ ।

ଏହା ପୋଡି ପୁରା ଅଙ୍ଗାର ହୋଇଯିବ । ଏହାକୁ ଗୁଣ୍ଡ କରି ଦିଅନ୍ତୁ । ଏବେ ଦ୍ଵିତୀୟ ସାମଗ୍ରୀ ହେଉଛି ଜଡା ତେଲ ବା କାଷ୍ଟର ଅଏଲ । ଏବେ ଏହି 2ଟି ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରନ୍ତୁ । ଓ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏକଜିମା ଦୂର କରିବା ପାଇଁ ଏହି ରେମେଡି ନିଶ୍ଚୟ କରନ୍ତୁ । ରାତି ରେ ଶୋଇବା ସମୟରେ ଏହି ମିଶ୍ରଣ କୁ ଏକଜିମା ହୋଇଥିବା ଜାଗାରେ ଲଗାଇ ଦିଅନ୍ତୁ ।

ସକାଳୁ ଏହାକୁ ଗରମ ପାଣି ରେ ଧୋଇ ଦିଆନ୍ତ୍ୟୁ । କିନ୍ତୁ ଧ୍ୟାନ ରଖିବେ ଏହାକୁ ଲଗାଇବା ପାଇଁ ଏହାର ନିୟମ ରହିଛି । ଏହି ରେମେଡି କୁ ତୁଳା ସାହାର୍ଯ୍ୟ ରେ ବୁଡାଇ ଏକଜିମା ହୋଇଥିବା ଜାଗାରେ ଲଗାନ୍ତୁ । ଥରେ ତୁଳା ର ବ୍ୟବହାର କରିବା ପରେ ଦ୍ଵିତୀୟ ଥର ବ୍ୟବହାର କରିବା ଉଚିତ ନୁହେଁ । ଏକଜିମା ସମସ୍ଯା ଦୂର କରିବା ପାଇଁ ଏହି ଉପାୟ ଟି ରାମ ବାଣ ଭଳି ଅଟେ ।

ଯଦି ଏବେ ଏବେ ଏକଜିମା ଆରମ୍ଭ ହୋଇଛି ତେବେ ମାତ୍ର 3 ଦିନ ଏହାର ପ୍ରୟୋଗ କରନ୍ତୁ । ଯଦି ଆପଣଙ୍କର ଏକଜିମା ଭଳି ସମସ୍ଯା ଅନେକ ଦିନରୁ ଅଛି ତେବେ ଲଗାତାର ଏହି ରେମେଡି କୁ କିଛି ଦିନ ଲଗାନ୍ତୁ । ଦେଖିବେ ଭୟଙ୍କର ରୁ ଭୟଙ୍କର ଏକଜିମା ସମସ୍ଯା ସବୁ ଦିନ ପାଇଁ ଶେଷ ହେବ । ଆଉ ଏକେ ରେମଡି ବନାଇବା ପାଇଁ ଆବଶ୍ୟକ ନଡିଆ, ଅରୁଆ ଚାଉଳ ।

ଏହି ରେମେଡି ବନାଇବା ପାଇଁ ଶୁଖିଲା ନଡିଆ କୁ କଣା କରି ଚାଉଳ ଭର୍ତ୍ତି କରନ୍ତୁ । ଏହାକୁ କିଛି ଦିନ ରଖିବା ପରେ ଏହା ସଢିଯିବ । ଏହା ପରେ ସେହି ଜିନିଷକୁ ଆଣି ଏକଜିମା ହୋଇଥିବା ଜାଗାରେ ଲଗାଇ ଦୁଆନ୍ତୁ । ଏହା ଏକଜିମା, ଜାଦୁ, କାଛୁ ସମସ୍ଯା ଦର କରିଥାଏ ।   ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *