କେବେବି ଭୁଲରେ ମଧ୍ୟ କିନ୍ନର ମାନଙ୍କୁ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ- ନଚେତ ହୋଇଯିବ ଅଘଟଣ

କିନ୍ନର ମାନଙ୍କ ନାମ ଶୁଣିବା ମାତ୍ରେ ଏଭଳି ଏକ କ୍ଷେୟାଲ୍ ଆସିଥାଏ ନାତ ପୁରୁଷ ଅଟନ୍ତି ନା ତ ମହିଳା । ଯଦି କିନ୍ନର ମାନେ ଆର୍ଶୀବାଦ କଲେ ଭାଗ୍ଯ ବଦଳଯାଏ । ଯଦି କାହାକୁ ଅଭିଶାପ ଦେଇଦିଅନ୍ତି ସେ ବରର୍ବାଦ ହୋଇଯାଆନ୍ତି । ସେଥିପାଇଁ କେବେ କିନ୍ନର ମାନଙ୍କ ଠାରୁ ଅଭିଶାପ ନେଲାଭଳି କାମ କରନ୍ତୁ ନାହିଁ । ଏଥିଯୋଗୁ କିନ୍ନରଙ୍କୁ ର୍ପାଟି ରେ ଡକାଯାଇଥାଏ । କିନ୍ନରମାନେ ଯଦି କାହାକୁ କିଛି ଅଭିଶାପ ଦେଇଥାନ୍ତି ବ୍ୟକ୍ତି ସେହି କଷ୍ଟକୁ ଭୋଗ କରେ  ଓ ଏହା ସତରେ ଫଳିଯାଏ ।

Image Courtesy: Google

କିନ୍ନର ମାନେ କଣ ପାଇଁ ଉତ୍ସଵକୁ ଆସିଥାନ୍ତି ?

ଆପଣ ଜାଣିଛନ୍ତି କିନ୍ନର ମାନେ ଏହି ପାଇଁ ଆସିଥାନ୍ତି ଯେ କିନ୍ନରମାନେ ନିଜକୁ ମଙ୍ଗଳମୁଖୀ ମାନିଥାନ୍ତି ତେବେ ସେମାନେ ସେବେ ଆସନ୍ତି ଯେବେ ମାଙ୍ଗଳିକ କାର୍ଯ୍ୟ ହୋଇଥାଏ ।  ଏମିତିବି କଥାଅଛି କିନ୍ନରର ଆର୍ଶୀବାଦ ମଣିଷର ଭାଗ୍ଯ ବଦଳିଯାଏ । କିନ୍ନର ମାନଙ୍କ ଅପମାନ ଭଗବାନଙ୍କ ବ୍ରହ୍ମାଙ୍କ ଅପମାନ ହୋଇଥାଏ । ସେଥିପାଇଁ କିନ୍ନରମାନଙ୍କୁ ଦାନ କଲେ ସୁଫଳ ମିଳିଥାଏ । କିନ୍ତୁ କିନ୍ନରମାନଙ୍କୁ ପ୍ରତ୍ୟେକ ବସ୍ତୁ ଦାନ କରିବା ଉଚିତ୍ ନୁହେଁ । ପ୍ରଥମ ଜିନିଷଟି ଝାଡୁ କିନ୍ନରଙ୍କୁ କେବେ ଝାଡୁ ଦାନ କରନ୍ତୁ ନାହିଁ ।

Image Courtesy: Google

କିନ୍ନର ମାନଙ୍କୁ ଦିଅନ୍ତୁ ନାହିଁ ଝାଡୁ

କାରଣ ଝାଡୁର ଦାନ ଦେବାଦ୍ଵାରା ଘରେ ଧନ ରହେନାହିଁ । ଦ୍ବିତୀୟରେ ସ୍ଟିଲବସ୍ତୁ ଏହା କେବେ ଦାନକରନ୍ତୁ ନାହିଁ । ଏମିତି କରିବା ଦ୍ବାରା ଘରର ସୁଖ ସାନ୍ତି ଦୂର ହୁଏ । କେବେବି ପୂରୁଣା କପଡା ଦିଅନ୍ତୁ ନାହିଁ ଏଥି ଦ୍ବାରା ସବୁ କାଯ୍ୟରେ ବାଧା ଆସିବ । କେବେବି ତେଲ ଦିଅନ୍ତୁ ନାହିଁ ଏଥି ଦ୍ବାରା ଘରକୁ ଦରିଦ୍ରତା ଆସିଯାଏ । ପ୍ଲାଷ୍ଟିକ ବସ୍ତୁ କେବେବି ଦିଅନ୍ତୁ ନାହିଁ ଏଥି ଦ୍ବାରା ଘରର ଅମଙ୍ଗଳ ହୁଏ ।

Image Courtesy: Google

ଆପଣ ମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ କିନ୍ନରମାନେ ଯଦି କାହାକୁ କିଛି ଅଭିଶାପ ଦେଇଥାନ୍ତି ଏହା ସତରେ ଫଳିଯାଏ ଓ ଅଭିଶାପ ପାଇଥିବା ବ୍ୟକ୍ତି ସେହି କଷ୍ଟକୁ ଭୋଗ କରେ କିନ୍ନରମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ ତାଙ୍କ ସହିତ କୌଣସି ଖରାପ ଵ୍ୟଵହାର କରିବା ଉଚିତ ନୁହେଁ ।

Image Courtesy: Google

ଉପରେ କୁହାଯାଇଥିବା ବସ୍ତୁକୁ କିନ୍ନର ମାନଙ୍କୁ କେବେବି ଦିଅନ୍ତୁ ନାହିଁ । ଆମେ ଦେଖିଥାଉ ବହୁତ ସମୟରେ traffic ହେଉ କିମ୍ବା ରେଳ ଫାଟକ ଜାଗାରେ କିନ୍ନର ମାନେ ଲୋକଙ୍କୁ ପଇସା ମଗନ୍ତି ଓ ଲୋକମାନେ ବହୁତ ସମୟରେ ବହୁତ ସମୟରେ ସାନଗରେ ନେଇଯାଉଥିବା ଜିନିଷ ଦେଇଦେଇଥାନ୍ତି କିନ୍ତୁ ଏହା ଠିକ ନୁହେଁ ଏହା କରିବା ଦ୍ୱାରା ଘରର ଦରିଦ୍ରତା ବଢ଼ିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *