ଶରୀରୀର ଏହି ଦୁଇ ଅଙ୍ଗରେ କେବେବି ଲଗାନ୍ତୁ ନାହିଁ ସାବୁନ, ନଚେତ ସାରା ଜୀବନ ପସ୍ତେଇବାକୁ ପଡିବ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ । ଆଜି କା ସମୟରେ ସମସ୍ତେ ସଫା ସୁତୁରା ରହିବାକୁ ବହୁତ ପସନ୍ଦ କରୁଛନ୍ତି । ତେବେ ଏହି ସାଫା ସୁତୁରା ରହିବା ଶରୀର ପାଇଁ ଯେତିକି  ଭଲ ଶରୀରକୁ ସଫା କରିବା ପାଇଁ ବ୍ୟବହାର କରାଯାଉଥିବା ସାବୁନ ସ୍ୱାସ୍ଥ୍ୟ ପାଇଁ ସେତିକି ଖରାପ । ଆଜି ଆମେ ଆପଣଙ୍କୁ କହିବୁ ଶରୀରର କେଉଁ ଅଙ୍ଗରେ ସାବୁନ ମାରିବା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ । ସଂସାରରେ ଲୋକ ବହୁତ କିଛି କରି ଯାଆନ୍ତି । ସେଥିମଧ୍ୟରୁ କିଛି ଠିକ କାମ ଥାଏ ତ କିଛି ଭୁଲ କାମ ଥାଏ । ଏହି ସବୁ ଭୁଲ କାର୍ଯ୍ୟ ପାଇଁ ମଣିଷ ପରବର୍ତ୍ତୀ ସମୟରେ ବହୁତ ପସ୍ତାଏ ମଧ୍ୟ ।

ତେବେ ଆପଣ ନିଜ ଶରୀରକୁ ସଫା ସୁତୁରା ରଖିବା ପାଇଁ ଯେଉଁ ସାବୁନ ବ୍ୟବାହର କରୁଛନ୍ତି କଣ ଆପଣ ଜାଣି ଛନ୍ତି କି ଏଥିରେ ଥିବା କେମିକାଲ ଆମ ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ । ତେବେ ଶରୀରର ସବୁ ସ୍ଥାନରେ ସାବୁନ କ୍ଷତି କାରକ ନୁହେଁ କେବଳ ଦୁଇଟି ଜାଗା ଅଛି ଯେଉଥିରେ ସାବୁନ ଲଗାଇଲେ ଆପଣଙ୍କୁ ଚର୍ମ ରୋଗ ହୋଇଥାଏ । ସେହି ସ୍ଥାନ ହେଉଛି ପ୍ରଥମଟି ହେଲା ଆପଣଙ୍କର ଗୁପ୍ତାଙ୍ଗ । ଏହା ଦ୍ଵାରା ଚର୍ମ ରୋଗ ବା ଯାଦୁ, କାଛୁ କୁଣ୍ଡିଆ ଭଳି ରୋଗ ହୋଇଥାଏ । ଏହା ଗୁପ୍ତାଙ୍ଗରେ ଲଗାଇଲେ ଏହା ସେହି ସ୍ଥାନକୁ ବହୁତ ଶୁଷ୍କ କରି ଦିଏ ବା ସାବୁନ ରେ ଥିବା କେମିକାଲ ସେହି ସ୍ଥାନରେ ଲାଗି ରୁହେ ଯାହା ଝାଳର ସଂସ୍ପର୍ଶରେ ଆସି ଚର୍ମ ରୋଗ ସୃଷ୍ଟି କରେ ।

ତେଣୁ ଯେତେବେଳେ ବି ଆପଣ ନିଜ ଶରୀରରେ ସାବୁନ ଲଗାଉଛନ୍ତି ଭୁଲରେ ବି ଗୁପ୍ତାଙ୍ଗରେ ସାବୁନ ଲଗାଇବେ ନାହିଁ ନଚେତ ବିଭିନ୍ନ ରୋଗରେ ପୀଡିତ ହୋଇଯିବେ । ଯଦି ଆପଣ ମାନେ ଏହା ଜାଣି ନଥିଲେ ତେବେ ଆଜିଠୁ ହିଁ  ଏହି କଥାକୁ ମନି ନିଜର ଗୁପ୍ତାଙ୍ଗରେ ସାବୁନ ଲଗାଇବା ବନ୍ଦ କରି ଦିଅନ୍ତୁ । ଆସା କରୁଛୁ ଆପଣ  ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଟିକୁ ନିଶ୍ଚିତ ମାନିବେ ।

ଯଦିଆପଣ ଙ୍କୁ ଆମ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ  ଭଲ ଲାଗିଲା ତେବେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ , ଆଗକୁ ଏହିଭଳି ଖବର ପାଇଁ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ  ସେୟାର କରନ୍ତୁ  ।

Leave a Reply

Your email address will not be published. Required fields are marked *