କେଉଁଠି ଓ କେମିତି ଭେଟିବେ ଆପଣ ନିଜ ଭାବି ପାର୍ଟନରଙ୍କୁ- ଜାଣନ୍ତୁ ନିଜ ରାଶି ଅନୁସାରେ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ  କହିବୁ ଆପଣ କେଉଁଠି ଓ କେମିତି ନିଜର ଭାବି ପାଟନରଙ୍କୁ ଭେଟିବେ । ଆଜିକାଲି ସମସ୍ତେ ଏହି କଥାକୁ ନେଇ ବହୁତ ଉତ୍ସାହିତ ରହୁଛନ୍ତି ଯେ ତାଙ୍କ ଲାଇଫ ପାର୍ଟନର କେବେ ସେମାନଙ୍କ ଜୀବନରେ ଆସିବ, ସେ କେମିତିକା ହୋଇଥିବ । ତେବେ ଆଜି ଆପଣଙ୍କୁ ଆମେ କହିବୁ ଏହି ବିଷୟରେ କିଛି କଥା, ନିଜ ରାଶିରୁ ଆପଣ ଜାଣି ପାରିବେ ଆପଣଙ୍କ ଜୀବନ ସାଥି ଆପଣଙ୍କ ଜୀବନରେ କେବେ ଆସିବ । ତେବେ ଆସନ୍ତୁ ଜାଣିବା ।

ମେଷ :

ଏମାନେ ବହୁତ ବୁଲାବୁଲି ପସନ୍ଦ କରନ୍ତି । କେବଳ ପାହାଡିଆ ଜାଗା ଆଦି ଜାଗାକୁ ବୁଲି ଯିବା ଏମାନଙ୍କର ବହୁତ ପସନ୍ଦ । ସେଥିପାଇଁ ଏମାନେ ନିଜ ଭାବି ପାର୍ଟନରଙ୍କୁ ସେହିଭଳି କିଛି ଜଙ୍ଗଲ ଜାଗା ବା ପାହାଡିଆ ଜାଗାରେ ଭେଟିବେ ।

ବୃଷ :

ବୃଷ ରାଶି ବ୍ୟକ୍ତି କୌଣସି ହୋଟେଲରେ ବା ଲୋକ ଗହଳି ହଟିବା ଜାଗାରେ କିଛି ନୂଆ ଖାଦ୍ୟ ଖାଇବା ବେଳେ କିମ୍ବା କିଛି କିଣାକିଣି କରିବା ବେଳେ ନିଜ ଭାବି ପାର୍ଟନରଙ୍କ ସହ ଦେଖା କରିପାରନ୍ତି |

ମିଥୁନ :

ମିଥୁନ ରାଶି ବ୍ୟକ୍ତି ନିଜ ସମ୍ପର୍କୀୟଙ୍କ ଜରିଆରେ ହିଁ ନିଜ ଲାଇଫ ପାର୍ଟନର ପାଇବେ । ଆପଣଙ୍କ ସାଙ୍ଗମାନେ ଏକ୍ଷେତ୍ରରେ ଆପଣଙ୍କୁ ଠିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବେ ।

କର୍କଟ :

କର୍କଟ ରାଶିର ବ୍ୟକ୍ତି ମାଟ୍ରିମନିଏଲ ସାଇଟରୁ ଏମାନେ ନିଜ ପାର୍ଟନରଙ୍କ ପାଇପାରନ୍ତି କିମ୍ବା ନିଜର କୌଣସି ସମ୍ପର୍କୀୟଙ୍କ ବାହାଘରରେ ମଧ୍ୟ ଭାବି ପାର୍ଟନରଙ୍କ ସହ ଦେଖା ହୋଇପାରେ ।

ସିଂହ :

ସିଂହ ରାଶି ବ୍ୟକ୍ତି  ଏମାନେ ସମ୍ଭବତଃ କୌଣସି ଡେଟିଂ ଆପରେ ନିଜ ପାର୍ଟନରଙ୍କ ସଂଧାନ ପାଇବେ ।

କନ୍ୟା :

କନ୍ୟା ରାଶି ବ୍ୟକ୍ତି ନିଜ କର୍ମକ୍ଷେତ୍ରରେ ହିଁ  ନିଜ ପାର୍ଟନର ସହିତ ଦେଖା ହୋଇପାରେ ।

ତୁଳା :

ତୁଳା ରାଶି ବ୍ୟକ୍ତି କୌଣସି ଡ୍ୟାନ୍ସ କ୍ଲାସରେ କିମ୍ବା କୌଣସି କ୍ରାଫ୍ଟ କ୍ଲାସରେ ନିଜ ପାର୍ଟନରଙ୍କ ସହିତ ଦେଖା ହୋଇପାରନ୍ତି ।

ବିଛା :

ବିଛା ରାଶି ବ୍ୟକ୍ତି  ପ୍ରାୟତଃ ନିଜର ବନ୍ଧୁମାନଙ୍କ ଭିତରେ ହିଁ ନିଜ ପାର୍ଟନରଙ୍କୁ ପାଇବାର ସମ୍ଭାବନା ଥାଏ । କାରଣ ଦୁହିଁ ଙ୍କ ମଧ୍ୟରେ ପୂର୍ବରୁ ହିଁ ବୁଝାମଣା ଠିକ ଥାଏ ।

ଧନୁ :

ଧନୁ ରାଶି ବ୍ୟକ୍ତି  ଏମିତି ହିଁ କୌଣସି ଜାଗାକୁ ଛୁଟିରେ ଯାଇଥିବା ବେଳେ ନିଜ ପାର୍ଟନରଙ୍କୁ ଭେଟି ପାରନ୍ତି ।

ମକର :

ମକର ରାଶିର ବ୍ୟକ୍ତି କୌଣସି ଡିସ୍କୋଥେକ୍‌ ବା ପବରେ ନିଜ ପାର୍ଟନରଙ୍କୁ ଅଚାନକ ଭେଟିପାରନ୍ତି ।

କୁମ୍ଭ :

କୁମ୍ଭ ରାଶି ବ୍ୟକ୍ତି ଲାଇବ୍ରେରୀ କିମ୍ବା ବୁକ କ୍ୟାଫେରେ ଦେଖା ଏମାନଙ୍କ ପାର୍ଟନର ଦେଖା ହୋଇପାରନ୍ତି ।

ମୀନ :

ମୀନ ରାଶି ବ୍ୟକ୍ତି  କୌଣସି ଆର୍ଟ ଗ୍ୟାଲେରୀରେ ପେଣ୍ଟିଙ୍ଗର ଚର୍ଚ୍ଚା କଲାବେଳେ ନିଜ ପାର୍ଟନରଙ୍କ ସହିତ ଦେଖା ହୋଇପାରନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *