ଜନ୍ମ ମାସରୁ ଜାଣନ୍ତୁ ଝିଅମାନଙ୍କର ବିଶେଷ ଗୁଣ- ଏହି ଦୁଇ ମାସରେ ଜନ୍ମ ହେଇଥିବା ଝିଅ ତ ସାକ୍ଷାତ ଲକ୍ଷ୍ମୀ

ନମସ୍କାର ବନ୍ଧୁଗଣ, ଆପଣ ମାନେ ତ ଜାଣିଛନ୍ତି ଝିଅମାନେ ଲକ୍ଷ୍ମୀ ସହ ସମାନ । ଆଗ ଅପେକ୍ଷା ସମସ୍ତେ ଆଜି କାଲି ଝିଅ ମାନଙ୍କୁ ଭଲ ପାଉଛନ୍ତି । ସମସ୍ତେ ଚହୁଁଛନ୍ତି ତାଙ୍କର ଗୋଟେ ଲକ୍ଷ୍ମୀ ଆସୁ । ତୀବ ଆଜି ଆମେ ଆପଣଙ୍କୁ ସେହି ଝିଅ ମାନକ ବିଷୟରେ କିଛି ତଥ୍ୟ ଦେବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ମାସରେ ଜନ୍ମ ହୋଇଥିବା ଝିଅଙ୍କର କଣ ସବୁ ଥାଏ ଖାସ ଗୁଣ ।  ତେବେ ଏହି 4ଟି ମାସରେ ଜନ୍ମ ହୋଇଥିବା ଝିଅ ହେଉଛନ୍ତି ସବୁଠୁ ଭାଗ୍ୟ ଶାଳି ଓ ଲକ୍ଷ୍ମୀମନ୍ତ ।

ତେବେ ଆସନ୍ତୁ ଜାଣିବା କେଉଁ ମାସର ଝିଅ ହେଉଛନ୍ତି ଲକ୍ଷ୍ମୀ ସ୍ଵରୁପା ।

ଜାନୁୟାରୀ:

ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ଚରିତ୍ର ଉତ୍ତମ ଧରଣର ହୋଇଥାଏ। ଏମାନେ ଅତ୍ୟନ୍ତ ଭାବୁକ ହୋଇଥାନ୍ତି। ଏମାନେ କାହା ସମ୍ମୁଖରେ କାନ୍ଦିନଥାନ୍ତି। ଏମାନେ ସ୍ମାର୍ଟ ହୋଇଥାନ୍ତି। ଅଧିକାଂଶ ଥର ଅନ୍ୟ ଝିଅମାନେ ଏମାନଙ୍କୁ ଈର୍ଷା କରିଥାନ୍ତି ଏବଂ ଘୃଣା କରିଥାନ୍ତି।

ଅପ୍ରେଲ୍:

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସଚ୍ଚୋଟ,ସୁନ୍ଦର, ବୁଦ୍ଧିମତୀ ଏବଂ ରହସ୍ୟମୟୀ ହୋଇଥାନ୍ତି। ଏମାନେ ଝଗଡ଼ାକୁ ବିଲକୁଲ ପସନ୍ଦ କରିନଥାନ୍ତି ଏବଂ ଏହାଠାରୁ ଦୂରରେ ରହିଥାନ୍ତି। ଏମାନେ ସମସ୍ତଙ୍କ ପ୍ରତି ବିନମ୍ର ହୋଇଥାନ୍ତି। ଏମାନେ ଆଉ କାହା ମାମଲାରେ ପଡ଼ନ୍ତି ନାହିଁ।

ଜୁଲାଇ:

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସଚ୍ଚୋଟ,ସୁନ୍ଦର, ବୁଦ୍ଧିମତୀ ଏବଂ ରହସ୍ୟମୟୀ ହୋଇଥାନ୍ତି। ଏମାନେ ଝଗଡ଼ାକୁ ବିଲକୁଲ ପସନ୍ଦ କରିନଥାନ୍ତି ଏବଂ ଏହାଠାରୁ ଦୂରରେ ରହିଥାନ୍ତି। ଏମାନେ ସମସ୍ତଙ୍କ ପ୍ରତି ବିନମ୍ର ହୋଇଥାନ୍ତି। ଏମାନେ ଆଉ କାହା ମାମଲାରେ ପଡ଼ନ୍ତି ନାହିଁ।

ଅଗଷ୍ଟ:

ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ଭିତରେ ଏକ ଅଦ୍ଭୁତ ଆକର୍ଷଣ ରହିଥାଏ। ଏମାନେ ଯଦି ଆପଣଙ୍କୁ ଭଲ ପାଇଥାନ୍ତି ତାହେଲେ ଆପଣ ସବୁଠାରୁ ଭାଗ୍ୟଶାଳୀ । ଏମାନଙ୍କୁ ପ୍ରେମଜାଲରେ ଫସାଇବା ବହୁତ କଷ୍ଟକର ବ୍ୟାପାର।

ଡିସେମ୍ବର:

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ନିଜ ସିଦ୍ଧାନ୍ତରେ ଅଟଳ ରହିଥାନ୍ତି। ଏମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ୟ ହୋଇଥାନ୍ତି। ଦ୍ବିତୀୟରେ ଯେଉଁମାନେ ଏମାନଙ୍କୁ ଭଲ ପାଇଥାନ୍ତି ସେମାନେ ତାଙ୍କ ପାଇଁ ଜୀବନ ମଧ୍ୟ ଦେଇ ଦେଇଥାନ୍ତି।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *