ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ହେଉଛି ଦୁ-ର୍ଘ-ଟ-ଣା-ଗ୍ର-ସ୍ତ-ଙ୍କୁ ମେଡିକାଲ ନେଲେ ମିଳିବ ଲକ୍ଷ ଟଙ୍କା । କେନ୍ଦ୍ର ପରିବହନ ମନ୍ତ୍ରାଳୟର ଏହା ଏକ ବଡ ନିଷ୍ପତି । ଦିନକୁ ଦିନ ଆମ ଦେଶରେ ଦୁ-ର୍ଘ-ଟ-ଣା ଅଧିକ ହେବାରେ ଲାଗିଛି । ଅନେକ ଲୋକ ମାନେ ଦୁ-ର୍ଘ-ଟ-ଣାରେ ଶି-କା-ର ହୋଇ ରାସ୍ତା ମଝିରେ ପ୍ରା-ଣ ହ-ରା-ଉ-ଛ-ନ୍ତି । ଏହାକୁ ନେଇ କେନ୍ଦ୍ର ସରାକରଙ୍କ ଚି-ନ୍ତା ବଢିଛି । ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଏ ନେଇ ଅନେକ ଯୋଜନ କରିଛନ୍ତି । କିନ୍ତୁ କିଛି ବି ଲାଭ ହେଉ ନାହି । ତେବେ ସରାକର ଏବେ ଯେଉଁ ନୂଆ ନିଷ୍ପତି ନେଇଛନ୍ତି ସେଥିପାଇଁ ହୁଏ ତ ଦୁ-ର୍ଘ-ଟ-ଣା କମିବ ବୋଲି ଆଶା କରା ଯାଉଛି ।
ଯେଉଁ ବ୍ୟକ୍ତି ଦୁ-ର୍ଘ-ଟ-ଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ନେବ ତାଙ୍କୁ ମିଳିବ ବଡ ପୁରସ୍କାର । ଯେଉଁ ବ୍ୟକ୍ତି ଗୋଟେ ଘଣ୍ଟା ମଧ୍ୟରେ ଦୁ-ର୍ଘ-ଟ-ଣା ହୋଇଥିବା ବ୍ୟକ୍ତିଙ୍କୁ ନେଲ ମେଡିକାଲରେ ପହଞ୍ଚାଇବେ ତାଙ୍କୁ ମିଳିବ ୫,୦୦୦ ଟଙ୍କା ଯାହା କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏ ନେଇ କେନ୍ଦ୍ର ସଡକ ସୁରକ୍ଷା ପରିବହନ କ୍ଷେତ୍ରରୁ ସୂଚନା ଜାରି ହୋଇଛି । ଅନେକ ସମୟରେ ଦୁ-ର୍ଘ-ଟ-ଣା ହୋଇଥିବା ବ୍ୟକ୍ତିଙ୍କୁ ପୋ-ଲି-ସ ଭ-ୟ-ରେ ମେଡିକାଲ ନେଇ ନ ଥାନ୍ତି । ଯାହା ଫଳରେ ଦୁ-ର୍ଘ-ଟ-ଣାଗ୍ରସ୍ତ ବ୍ୟକ୍ତିର ମୃ-ତ୍ୟୁ ହୋଇଥାଏ । ତେଣୁ ପୁରସ୍କାର ମାଧ୍ୟମରେ ଏହା କମିବ ବୋଲି ସରକାର ଆଶା ବ୍ଯତୀତ କରିଛନ୍ତି ।
ତେବେ ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରିବହନ ବିଭାଗ ତରଫରୁ ଚିଠି ଲେଖା ଯାଇଛି । ଚଳିତ ମାସ ଅକ୍ଟୋବର ୧୫ରୁ ଏହି ଯୋଜନା ଲାଗୁ ହେବାକୁ ଯାଉଛି । କେବଳ ଏତିକି ନୁହେଁ ବରଂ ୨୦୨୬ ଯାଏଁ ଏହି ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହେବ ବୋଲି ସୂଚନା ରହିଛି । ଏହି ଯୋଜନା ଅନୁସାରେ ଉଦ୍ଧାରକାରୀଙ୍କୁ ପୋ-ଲି-ସ ଜେ-ରା କରିବ ନାହି କି ଥା-ନା-କୁ ନେଇ ପାରିବ ନାହି । କେବଳ ପୁରସ୍କାର ମିଳିବ ତାହା ନୁହେଁ ବରଂ ପ୍ରମାଣ ପାତ୍ର ମଧ୍ୟ ମିଳିବ । ଏହା ସହ ରାଷ୍ଟ୍ରୀୟ ସ୍ତରରେ ୧୦ ଜଣ ଟପଙ୍କୁ ସହାୟତା ଚୟନ କରାଯିବ ।
ଯେଉଁ ମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଯେଉଁ ମାନେ ଦୁ-ର୍ଘ-ଟ-ଣା ବ୍ୟକ୍ତିଙ୍କୁ ସାହାଜ୍ୟ କରିଥିବେ ସେହି ବ୍ୟକ୍ତିଙ୍କର ସରକରଙ୍କ ତରଫରୁ ତଥ୍ୟ ରଖାଯିବ । ପୋଟାଲ ମାଧ୍ୟମରେ ସହାୟକ କରିଥିବା ବ୍ୟକ୍ତିର ସମସ୍ତ ତଥ୍ୟ ରଖାଯିବ ବୋଲି ସୂଚନା ଦିଆ ଯାଇଛି । ପୋ-ଲି-ସ ସାୟକ କରିଥିବା ବ୍ୟକ୍ତିକୁ ଜୋର ଜବରଦସ୍ତ ଥା-ନା-କୁ ଡାକିବ ନାହି କି ସା-କ୍ଷୀ ଦେବାକୁ ମଧ୍ୟ ବାଧ୍ୟ କରି ପାରିବ ନାହି ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।