Puriରେ ପୂଜାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ, ନାବାଳିକାକୁ ଅସଦାଚରଣ କରିବା ନେଇ ଏବେ ସାରା ଜିଲ୍ଲାରେ ହଇଚଇ…

ନମସ୍କାର ବନ୍ଧୁଗଣ । ସୂଚନା ଯୋଗ୍ୟ ପୁରୀ ଶ୍ରୀ ମନ୍ଦିରରେ ଏମିତି ଲ-ଜ୍ୟା ଜନକ ଘଟଣା ଘଟିଛି ଯାହା ଦ୍ଵାରା ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛି । ଦଧି ବାମନ ପୂଜକଙ୍କ ବି-ରୁ-ଦ୍ଧରେ ନାବାଳିକାଙ୍କୁ ଅ-ସ-ଦା-ଚ-ର-ଣ କରିବା ନେଇ ସାଂ-ଘା-ତି-କ ଅ-ଭି-ଯୋ-ଗ ଆସିଛି । ଏହି ଘଟଣାରେ ପୂଜକଙ୍କୁ ପୋ-ଲି-ସ ଗି-ର-ଫ କରିଛି । ଏହି ଘଟଣାକୁ ନେଇ ଅଧିକ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଯେଉଁ ଧାମକୁ ଆସି କୋଟି କୋଟି ଶ୍ରଦ୍ଧାଳୁ ଭକ୍ତି ଭାବରେ ଲୀନ ହୋଇଯାନ୍ତି ସେହି ପବିତ୍ର ଧାମରେ ଜଣେ ପୂଜକ ନାବାଳିକାଙ୍କୁ ଯୌ-ନ ନି-ର୍ଯ୍ୟା-ତ-ନା ଦେବାର ସ-ଙ୍ଗି-ନ ଅ-ଭି-ଯୋ-ଗ ହୋଇଛି । ଅ-ଭି-ଯୁ-କ୍ତ ପୂଜଙ୍କ ନିଜର ଦୋ-ଷ ନିଜେ ସ୍ଵୀକାର କରିଛନ୍ତି ।

ସେହି ଅ-ଭି-ଯୁ-କ୍ତ ପୂଜକ ହେଉଛନ୍ତି ସଂଗ୍ରାମ ଦାସ ଯିଏ ଦଧି ବାମନର ମନ୍ଦିର ପୂଜକ ଅଟନ୍ତି । ଗତ ଶୁକ୍ରବାର ଅପରାହ୍ନରେ ହାଇଦ୍ରାବାଦରୁ ଆସିଥିବା ଜେଣ ନାବାଳିକାଙ୍କୁ ମନ୍ଦିରରେ ଏକୁଟିଆ ପାଇ ସେହି ନାବାଳିକାଙ୍କ ସହ ଅ-ସ-ଦା-ଚ-ର-ଣ କରିଥିଲେ । ସିଂହଦ୍ଵାରା ଥା-ନା-ରେ ପୀ-ଡ଼ି-ତା ନାବାଳିକା ଓ ତାଙ୍କ ପରିବାର ଲୋକେ ଅ-ଭି-ଯୋ-ଗ କରିବା ପରେ ଆରମ୍ଭ ହୋଇଥିଲା ତ-ଦ-ନ୍ତ । ଥା-ନା-କୁ ଆଣି ପଚରାଉଚରା କରିବା ପରେ ସତ ମାନିଥିଲେ ଅ-ଭି-ଯୁ-କ୍ତ ସଂଗ୍ରାମ ଦାସ । ଜିଲ୍ଲା ଶିଶୁ ମଙ୍ଗଳ କମିଟି ନାବାଳିକାଙ୍କୁ କାଉନ୍ସିଲିଙ୍ଗ କରି ବୟାନ ରେକର୍ଡ କରି ଅ-ଭି-ଯୁ-କ୍ତ ସଂଗ୍ରାମଙ୍କୁ ଗି-ର-ଫ କରି କୋ-ର୍ଟ ଚାଲାଣ କରା ଯାଇଛି ।

୧୬୪ ଧାରାରେ ଅ-ଭି-ଯୁ-କ୍ତଙ୍କ ଜମାନ ବ-ନ୍ଦୀ ରେ-କ-ର୍ଡ କରା ଯାଇଛି । ଅ-ଭି-ଯୁ-କ୍ତ ସଂଗ୍ରାମଙ୍କ ବି-ରୁ-ଦ୍ଧରେ କଠିନ କାର୍ଯ୍ୟ ଅନୁଷ୍ଠାନ କରିବା ପାଇଁ ଦାବି କରା ଯାଇଛି । ଯେପରି ଆଗକୁ ଅନ୍ୟ କୌଣସି ସେବାୟତ ଏପରି କାମ କରିବା ପାଇଁ ସାହସ କରିବେ ନାହି । ପୁରୀ ପୋ-ଲି-ସ ଅ-ଭି-ଯୁ-କ୍ତଙ୍କ ବି-ରୁ-ଦ୍ଧରେ ଲଗାଇଛି ପକ୍ସୋ ଆଇନ । ପକ୍ସୋ ଆଇନ ଧାରା ୮ରେ ୩ରୁ ୫ ବର୍ଷ ଯାଏଁ ଜେ-ଲ ବ୍ୟବସ୍ଥା ରହିଛି । ଧାରା ୧୦ରେ ସଂବେଦନଶୀଳ ଅଙ୍ଗକୁ ଛୁଇଁବା ଅ-ପ-ରା-ଧରେ ଦ-ଣ୍ଡ ବିଧାନ ରହିଛି । ବର୍ତ୍ତମାନ ପୋ-ଲି-ସ ସିସିଟିଭି ଫୋଟେଜର ତ-ଦ-ନ୍ତ କରୁଛି ।

ଅ-ଭି-ଯୁ-କ୍ତ ବି-ରୁ-ଦ୍ଧରେ କଠୋର ପଦକ୍ଷେପ ନେବା ସହ ଶ୍ରୀ ମନ୍ଦିର ପରିସରରେ ଶିଶୁ ସୁରକ୍ଷା ନେଇ କର୍ମଶାଳା କରିବାକୁ ଜିଲ୍ଲାପାଳ ଶ୍ରୀ ମନ୍ଦିରର ପ୍ରଶାସନକୁ ଚିଠି ଲେଖିଛନ୍ତି । ପୀ-ଡ଼ି-ତାଙ୍କ ପରିବାର ବାହାର ଦେଶର ହୋଇ ଥିବାରୁ ତାଙ୍କର ସୁରକ୍ଷା ପାଇଁ ପୋ-ଲି-ସକୁ ନିର୍ଦେଶ ଦେଇଛି CWC । ଏହି ଘଟଣାକୁ ନେଇ ମନ୍ଦିର ସେବାୟତ ମାନେ କଡା ନି-ନ୍ଦା କରିଛନ୍ତି । ଏହା ସହ ଏହି ଘଟଣାର ଯେପରି ପୁନାବୃତ୍ତି ନ ହୁଏ ତାହା ପାଇଁ ଦାବି କରା ଯାଇଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *