ଏମିତି ଦୃଶ୍ୟ ଆଗରୁ କେବେ ବି ଦେଖିନଥିବେ ! Jajpur ଜିଲ୍ଲାରେ କୁନି ପୁଅର ଜୀବନ ପାଇଁ ବନ୍ଧା ପଡିଛି ନାଗସାପ, ଉଭା ହେଲେ କାଳିସୀ, ଭାଇରାଲ ହେଉଛି Video

ଗତ ଗୁରୁବାର ଦିନ ଗୋଟେ ନାଗ ସା-ପ ୩ ବର୍ଷର ପିଲାକୁ ୩ଥର ଚୋ-ଟ ମା-ରି-ଛି ଯାହା ଦ୍ଵାରା ପିଲାର ଅବସ୍ଥା ଗୁରୁତର ହୋଇ ପଡିଛି । ଏହି ଘଟଣା ଘଟିବା ପରେ ପିଲାର ମା ଅନେକ ପୂଜା ପାଠ କରୁଛନ୍ତି । ଏହା ସହ ସେହି ଗାଁ ରେ ଜଣେ ମହିଳାଙ୍କ ଧରେ ଠାକୁରାଣୀ ଲାଗିଛନ୍ତି ଓ ସେହି ମହିଳା ଜଣକ କହୁଛନ୍ତି ସେ ପିଲାଟି ବଞ୍ଚିବ । ସେହି ଗାଁ ଲୋକଙ୍କ ମନରେ ବିଶ୍ଵାସ ରହିଛି ଯେ ଯଦି ସା-ପଟି ବଞ୍ଚିବ ତେବେ ପିଲାଟି ମଧ୍ୟ ବଞ୍ଚିବ । ଏମିତି କି ଗାଁ ଲୋକ ମାନେ ନାଗ ସା-ପକୁ ଏକ ଡ୍ରମ ଭିତରେ ପୁରାଇ ତାକୁ ସୁରକ୍ଷିତ ଭାବେ ରଖିଛନ୍ତି । କିନ୍ତୁ ସା-ପ ଧରାଳି ମାନେ ଏହି କଥାର ସୂଚନା ପାଇ ସା-ପକୁ ସେଠାରୁ ନେବାକୁ ଆସିଛନ୍ତି ।

ସେଠିକାର ପୂଜକ ନିଜର ରାଏ ଦେଇଛନ୍ତି ଯେ ତାଙ୍କର ବିଶ୍ଵାସ ଯଦି ସା-ପ ବଞ୍ଚିବ ତେବେ ପିଲାଟି ମଧ୍ୟ ବଞ୍ଚିଯିବ । ଏହା ସହ ସେମାନେ ନାଗ ସା-ପକୁ ସେଠାରୁ ନେବାକୁ କହୁଛନ୍ତି କେବଳ ଗୋଟିଏ ସର୍ତ୍ତରେ ଯେ ସେ ନାଗ ସା-ପତ୍ୟ ଯେମତି ସୁରକ୍ଷିତ ରୁହେ ।

ତାର ଯେମିତି କୌଣସି କ୍ଷ-ତି ନ ହୁଏ ବା ତାକୁ ଅନ୍ୟ କେହି ନ ମା-ରି- ପାରନ୍ତି । ତେବେ ଗାଁ ଲୋକ ମାନେ ସୂଚନା ଦେଇଛନ୍ତି ଯେ ପିଲାର ଅବସ୍ତା ଧୀରେ ଧୀରେ ସୁଧାର ହେବାରେ ଲାଗିଛି । ଗାଁ ଲୋକ ମାନେ କହିଛନ୍ତି ଯେ ଯେଉଁ ଯାଏଁ ପିଲାଟି ଭଲ ହୋଇ ମେଡିକାଲରୁ ନ ଫେରିଛି ସେତିକି ଯାଏଁ ସା-ପଟି ଗାଁ ଲୋକଙ୍କ ନଜରବନ୍ଦି ହୋଇ ରହିବ ବୋଲି କହିଛନ୍ତି ।

ଗାଁ ଲୋକ ମାନେ ନାଗ ସା-ପକୁ କ୍ଷୀର ଦେଇ ରଖିଛନ୍ତି । ପିଲାର ମା କାହକିହତନୀ ଯେ ପିଲାଟି ଟିଉସନରୁ ଆସିବା ପରେ ବାହାରେ ସା-ପଟି ତାକୁ ପ୍ରଥମ ଥର ପାଇଁ ଯେତେବେଳେ ଚୋ-ଟ ମା-ରି-ଲା ସେ ଜାଣି ପାରିଲା ନାହି । ଏହା ପରେ ଦୁଇ ଦୁଇଆ ଥର ପିଲାକୁ ନାଗ ସା-ପ ଚୋ-ଟ ମା-ରି-ବା ପରେ ତା ଘର ଲୋକ ମାନେ ଜାଣି ପାରିଲେ । ଏହା ପରେ ପିଲାକୁ ତୁରନ୍ତ ମେଡିକାଲ ନିଆ ଯାଇଥିଲା । ଗାଁ ଲୋକ ମାନଙ୍କର ଅନ୍ଧ ବିଶ୍ଵାସ ଯୋଗୁ ସେମାନେ ନାଗ ସା-ପକୁ ସା-ପ ଧରାଳି ମାନଙ୍କୁ ହସ୍ତାନ୍ତର କରି ନ ଥିଲେ । ବର୍ତ୍ତମାନ ପିଲାଟି କଟକ ବଡ ମେଡିକାଳୀ ଭର୍ତ୍ତି କରା ଯାଇଛି ।

ବର୍ତ୍ତମାନ ସେ ସୁସ୍ଥ ଅଛି । ବନ ବିଭାଗ ପକ୍ଷରୁ ପିଲାର ପରିବାର ଲୋକଙ୍କୁ ଅନେକ ସମୟ ଧରି ବୁଝାଇବା ପରେ ତାଙ୍କ ପରିବାର ଓ ଗାଁ ଲୋକ ମାନେ ନାଗ ସା-ପକୁ ତାଙ୍କ ହାତକୁ ହସ୍ତାନ୍ତର କରିଛନ୍ତି । ବନ ବିଭାଗ ପାଖରୁ ଘରେ ସା-ପ ରଖିଲେ କେଉଁ ଭଳି କ୍ଷତି ହୋଇଥାଏ ତାହା ସେମାନେ ପିଲାର ଘର ଲୋକଙ୍କୁ ବୁଝାଇ ଥିଲେ । ଏହା ପରେ ସେମାନେ ସା-ପଟିକୁ ଛାଡିବାକୁ ରାଜି ହୋଇଥିଲେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *