Ollywood ଅଭିନେତ୍ରୀ Jeena ନିଜ ଜନ୍ମଦିନରେ ଦେଲେ ବହୁତ ବଡ ଖୁସି ଖବର

ଓଡିଆ ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । କିଛି କଳାକାର ମାନେ ସୋ-ସି-ଆ-ଲ ମି-ଡି-ଆରେ ମଧ୍ୟ ନିଜର ଭଲ କାମ ପାଇଁ ସକ୍ରିୟ ରହିଥାନ୍ତି । ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରନ୍ତି । ଓଡିଆ ଜଗତର କଳାକାର ମାନେ ନିଜର ବୈବାହିକ ଜୀବନର କିଛି ଖାସ ମୂହୁର୍ତ୍ତ ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ସେୟାର କରିବାକୁ ପସନ୍ଦ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଜିଣା ସାମଲ କେଉଁ ଭଳି ନିଜର ଜନ୍ମଦିନ ପରିବାର ସହ ସେଲିବ୍ରେଟ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ଅଭିନେତ୍ରୀ ଜିଣା ସାମଳଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଜଗତରେ ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ସେ ଅନେକ ଓଡିଆ ସିରିଏଲେ ଓ ଫିଲ୍ମରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର ସୃଷ୍ଟି କରି ପାରିଛନ୍ତି । ତେବେ ସେ ଏକ ରିୟାଲିଟି ସୋ ମାଧ୍ୟମରେ ରୁଦ୍ରଙ୍କୁ ପସନ୍ଦ କରି ବିବାହ କରିଛନ୍ତି । ତେବେ ଏହି ଭିଡିଓ ରେ ଜିନା ତାଙ୍କର ଜନ୍ମଦିନ ଖୁବ ଧୂମଧାମରେ ନିଜ ପରିବାର ଲୋକଙ୍କ ସହ ପାଳନ କରିବାର ନଜର ଆସିଛନ୍ତି । ଜିନାଙ୍କ ସହ ତାଙ୍କ ସ୍ଵାମୀ ରୁଦ୍ର, ତାଙ୍କ ଶାଶୁଘରର ସବୁ ସଦସ୍ୟ ଏହି ଜନ୍ମଦିନ ପାର୍ଟିରେ ସାମିଲ ଅଛନ୍ତି ।

ଜିନା ମଧ୍ୟ ନିଜ ଜନ୍ମଦିନକୁ ନେଇ ବେଶ ଖୁସି ଠିଆବର ନଜର ଆସୁଛନ୍ତି । ଜିନା କେକ କାଟିବା ସହ ଗୀତ ଡ୍ୟାନ୍ସ କରି ନିଜ ପରିବାର ସହ ଜନ୍ମଦିନ ସେଲିବ୍ରେସନ କରିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ବହୁତ ସାରା ଗିଫ୍ଟ ଦେବା ସହ ତାଙ୍କ ଖୁସିରେ ନିଜକୁ ସାମିଲ କରିଛନ୍ତି । ଜିନା ତାଙ୍କ ପରିବାର ସହ କିଛି ଫୋଟୋ ମଧ୍ୟ ଉଠାଇଛନ୍ତି ଯାହା ସେ ନିଜର ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଜିନା ଓ ରୁଦ୍ରଙ୍କ ବିବାହ ପରେ ଦୁହେଁ ବହୁତ ଖୁସିରେ ମ୍ୟାରେଡ ଲାଇଫ ବିତାଉଛନ୍ତି ।

ଦୁହିଙ୍କ ସମ୍ପର୍କରେ ବହୁତ ଭଲ ପାଇବା ରହିବା ସହ ପରସ୍ପର ମଧ୍ୟରେ ସଠିକ ବୁଝାମଣା ରହିଛି । ତେବେ ଜିନା ସିରିଏଲ ଓ ଫିଲ୍ମ ଜଗତରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଏମିତି କି ସେ ଅନେକ ରିୟାଲିଟି ସୋ ରେ ଜଜ ହିସାବରେ ମଧ୍ୟ ନଜର ଆସୁଛନ୍ତି । ତେବେ ଆଶା କରୁଛୁ ଯେ ରୁଦ୍ର ଓ ଜିନାଙ୍କ ବୈବାହିକ ଜୀବନ ଏମିତି ହସ ଖୁସିରେ ରହୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ଵାମୀ ରୁଦ୍ରଙ୍କର ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *