କେଉଁ ଦିନ Pregnancy ଟେଷ୍ଟ କରିବେ ତ Test ପଜିଟିଭ ଆସିବ?

ପ୍ରତେକ ମହିଳାଙ୍କ ସ୍ଵପ୍ନ ଥାଏ କି ସେମାନେ ବହୁତ ଜଲ୍ଦି ମା ହେବେ । ଯେବେ ମା-ସି-କ ରୁ-ତୁ-ସ୍ରା-ବ ବନ୍ଦ ହୋଇଯାଏ ସେହି ସମୟରେ ମହିଳା ମାନଙ୍କ ଠାରେ ଅନେକ ପରିବର୍ତ୍ତନ ଦେଖାଯିବା ସହ କିଛି ଶାରୀରିକ ପୀ-ଡା ମଧ୍ୟ ଅନୁଭବ ହୋଇଥାଏ । ତେବେ ମହିଳା ମାନେ ଅପେକ୍ଷାରେ ରହିଥାନ୍ତି କିପରି ଭାବେ ଟେ-ଷ୍ଟ କରି ଜାଣି ପାରିବେ ଯେ ସେମାନେ ପ୍ରେଗେନେଣ୍ଟ ଅଛନ୍ତି କି ନାହି । ଶରୀରରେ ଏମିତି କିଛି ଲକ୍ଷଣ ଦେଖାଯାଏ ଯାହା ଦ୍ଵାରା ଜଣାପଡେ ଯେ ଅବିଲେସନ ହୋଇଛି । ମହିଳା ମାନଙ୍କର ପିରିଏଡ ହେବାର ମାସକ ପରେ ଆଉ ଠାରେ ପି-ରି-ଏ-ଡ ହୋଇଥାଏ ।

କିନ୍ତୁ ଯଦି ଗର୍ଭଧାରଣ ହୋଇଛି ତେବେ ପି-ରି-ଏ-ଡ ମିସ ହୋଇଥାଏ । ଏହା ସହ ଯଦି ହରମୋନସ ବାଲାନ୍ସ ନ ଥାଏ ତେବେ ମହିଳା ମାନଙ୍କର ପି-ରି-ଏ-ଡ ବନ୍ଦ ହୋଇଥାଏ । ମହିଳା ମାନଙ୍କ ଠାରେ ୧୪ ଦିନ ବ୍ଯବଧାନରେ ପି-ରି-ଏ-ଡ ମାସିକ ହୋଇଥାଏ । ମହିଳା ମାନେ ପି-ରି-ଏ-ଡ ବନ୍ଦ ହେବାର ୧୪ ଦିନ ପରେ କିଡ ଟେ-ଷ୍ଟ କରି ପାରିବେ । ଏହି ୧୪ ଦିନ ମଧ୍ୟରେ ମହିଳାଙ୍କ ଶରୀରରେ ଅନେକ ନୂଆ ନୂଆ ଲକ୍ଷଣ ଦେଖାଯିବା ସହ ଗର୍ଭରେ ପିଲାର ବୃଦ୍ଧି ହେବା ଆରମ୍ଭ ହୋଇଯାଏ ।

ଯେଉଁ ମହିଳା ମାନଙ୍କର ପି-ରି-ଏ-ଡ ସବୁ ମାସରେ ଡେରିରେ ହୋଇଥାଏ ସେମାନେ ପି-ରି-ଏ-ଡ ମିସ ହେବାର ୧୬ରୁ ୧୭ ଦିନ ଭିତରେ ଟେ-ଷ୍ଟ କରିଲେ ଜାଣି ପାରିବେ କି ପଜେଟିଭ ନାଁ ନେଗେଟିଭ ରହିଛି । ଯେଉଁ ମହିଳା ମାନଙ୍କର ପି-ରି-ଏ-ଡ ମିସ ହୋଇଛି କିନ୍ତୁ ଟେ-ଷ୍ଟ କରିବା ପରେ ମଧ୍ୟ ରେଜଲ୍ଟ ପଜେଟିଭ ଆସୁ ନାହି ତେବେ ସେମାନଙ୍କୁ ୨୦ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ୨୦ ଦିନ ପରେ ମହିଳା ମାନେ ଆଉ ଥରେ ନିଜର କିଡ ଟେ-ଷ୍ଟ କରି ପାରିବେ । କିଛି କ୍ଷେତ୍ର ରେ ପ୍ରେ-ଗେ-ନେଂ–ସୀ ଡେରୀରେ ହୋଇଥାଏ ଯାହା ଦ୍ଵାରା କିଛି ମହିଳା ମାନେ ଜାଣି ପାରନ୍ତି ନାହି ।

ଏପରି କ୍ଷେତ୍ର ରେ ହରମୋନସ ର ସ୍ତର ଉପରକୁ ଆସିବା ପାଇଁ ଡେରି ହୋଇପାରେ କି ଅବଲେସନ ହେବାର ପ୍ରକ୍ରିୟା ଧୀରେ ଧୀରେ ହୋଇଥାଏ ଯାହା ଦ୍ଵାରା ପ୍ରେ-ଗେ-ନେଂ–ସୀ ସ୍ପଷ୍ଟ ଭାବେ ଜଣା ପଡେ ନାହି । ଯଦି ମହିଳାଙ୍କର ପି-ରି-ଏ-ଡ ମିସ ହେବାର ୨୦ ଦିନ ହୋଇ ସାରିଛି ତେବେ ସେମାନେ ଟେ-ଷ୍ଟ କରି ପାରିବେ । ଏହା ପୂର୍ବରୁ କୌଣସି ନିର୍ଣ୍ଣୟ ରେ ପହଞ୍ଚିବା ଉଚିତ ନୁହେଁ । ଯଦି ପିରିଏଡ ବନ୍ଦ ହେବାର ୨୦ ଦିନ ପରେ ପ୍ରେଗେନେସି ଟେ-ଷ୍ଟରେ କିଛି ରେଜଲ୍ଟ ଆସୁ ନାହି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଏମିତି କି ଏହି କ୍ଷେତ୍ର ରେ ମହିଳା ମାନଙ୍କୁ ନିଜର ଫୋର୍ଟିଲିଟି ଟେ-ଷ୍ଟ କରାଇବା ଉଚିତ । ଏହା ଦ୍ଵାରା ଜଣା ପଡିବ ଯେ କେଉଁ କାରଣ ଯୋଗୁ ପି-ରି-ଏ-ଡ ବନ୍ଦ ହୋଇଛି ବା ଗ-ର୍ଭ ଧା-ର-ଣ ହୋଇ ନାହି । ଏହି ଉପାୟ ଦ୍ଵାରା ଅବିଲେସନ ପରେ ମହିଳା ମାନଙ୍କୁ ଟେ-ଷ୍ଟ କରି ପ୍ରେ-ଗେ-ନେଂ–ସୀ ବିଷୟରେ ଜାଣି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *