IAS ଙ୍କୁ ଥିଲା ଏମିତି ପ୍ରଶ୍ନ – ଯଦି ତୁମକୁ କୁହାଯିବ 3ଟି ଘର ରୁ ଗୋଟିଏ ଘରକୁ ଯିବାକୁ ପଡିବ ? ପ୍ରଥମ ଘର ନିଆଁ ଲଗା ଘର, ଦ୍ଵିତୀୟ ଘର ହତ୍ୟାକାରୀ ଘର ଓ ତୃତୀୟ ଘର ଏକ ମାସ ଭୋକିଲା ବାଘ ଘର। ତେବେ କେଉଁ ଘରକୁ ଯିବେ ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ମାସ୍କ କୁ ଓଡିଆରେ କଣ କୁହାଯାଏ ?

ଉତ୍ତର- ମୁଖା

୨- here and there ମଧ୍ୟରେ ପାର୍ଥକ୍ଯ କଣ ?

ଉୟତ୍ତର- T

୩- ପୋଲିସକୁ ଓଡିଆରେ ଅର୍ଥ କଣ ?

ଉତ୍ତର- ଆରକ୍ଷ ଅଧିକାରୀ

୪- zero ର ଆବିଷ୍କାର କେଉଁ ଦେଶରେ ପ୍ରଥମେ ହୋଇଥିଲା ?

ଉତ୍ତର- ଭାରତ

୫- UPSC ର ଫୁଲ ଫର୍ମ କଣ ?

ଉତ୍ତର- ଯୁନିyନ ପବ୍ଲିକ ସର୍ଭିସ କମିଶନ

୬- computer କିଏ ଉଦ୍ଭାବନ କିଏ କରିଥିଲେ ?

ଉତ୍ତର- charles babbage

୭- କୋଇଲା କେତେ ପ୍ରକାରର ?

ଉତ୍ତର- ୫ପ୍ରକରର

୮- ୫ ପ୍ରକାରର କୋଇଲାର ନାମ କଣ ?

ଉତ୍ତର- ଆନଥ୍ରାସାଇଟ, ବିଟୁମିନସ, ଲିଗନାଇଟ, ପିଟ, ସବବିଟୁମିନସ

୯- ଇଣ୍ଟରନେଟ କିଏ ଆବିଷ୍କାର କରିଥିଲେ ?

ଉତ୍ତର- ଭିନ୍ଟ ସେରଫ

୧୦- zero ର ଆବିଷ୍କାର କିଏ କରିଥିଲେ ?

ଉତ୍ତର- mathematician bramha gupta

୧୧- ଗଣିତର ଜଣକ କିଏ ?

ଉତ୍ତର- archimedes

୧୨- ଭାରତୀୟଙ୍କୁ ପ୍ରଥମେ coffee କିଏ ପରିଚୟ କରାଇଥିଲେ ?

ଉତ୍ତର- ବାବା ବୁଦାନ

୧୩- କ୍ଷେତ୍ରଫଳ ଅନୁସାରେ କେଉଁ ଦେଶ ସବୁଠାରୁ ବଡ ?

ଉତ୍ତର- ଋଷ

୧୪- କେଉଁ ୩ଟି ଅକ୍ଷର ଗୋଟେ ଛୋଟ ଝିଅକୁ ସ୍ତ୍ରୀ ଲୋକ କରିଦିଏ ?

ଉତ୍ତର- ବୟସ

୧୫- ଭାରତରେ କେଉଁ ଷ୍ଟେସନରେ କେବଳ ମହିଳା କର୍ମଚାରୀ ଅଛନ୍ତି ?

ଉତ୍ତର- ମାତୁଙ୍ଗ ରେଲୱେ ଷ୍ଟେସନ

୧୬- ୫ରୁ ୨ କେମିତି କାଢି ନେଲେ ତାହା ୪ ହୋଇଯିବ ?

ଉତ୍ତର- FIVE IV=୪

୧୭- କେଉଁ ଦେଶର ମୁଦ୍ରା ସବୁଠାରୁ ମହଙ୍ଗା ଅଟେ ?

ଉତ୍ତର- କୋଏତ

୧୮- ମନୁଷ୍ୟ ଶରୀର ରେ ରକ୍ତ କେତେ ମାଇଲ ଗତି କରିଥାଏ ?

ଉତ୍ତର- ୧୬୮ ନିୟୁତ ମାଇଲ

୧୯- IAS ଙ୍କୁ ଥିଲା ଏମିତି ପ୍ରଶ୍ନ – ଯଦି ତୁମକୁ କୁହାଯିବ ୩ଟି ଘର ରୁ ଗୋଟିଏ ଘରକୁ ଯିବାକୁ ପଡିବ ? ପ୍ରଥମ ଘର ନିଆଁ ଲଗା ଘର, ଦିତୀୟ ଘର ହତ୍ୟାକାରୀ ଘର ଓ ତୃତୀୟ ଘର ଏକ ମାସ ଭୋକିଲା ବାଘ ଘର । ତେବେ କେଉଁ ଘରକୁ ଯିବେ ?

ଉତ୍ତର- ଏକ ମାସ ଥିବା ଭୋକିଲା ବାଘ ଘରକୁ ଯିବ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *