ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ ।
୧- ଉତ୍ତରାଖଣ୍ଡ ର ରାଜଧାନୀ କେଉଁଠାରେ ଅବସ୍ଥିତ ଅଟେ ?
ଉତ୍ତର- ଡେରାଡୁନ
୨- ଭାରତର ଦୀର୍ଘତମ ଜାତୀୟ ରାଜପଥ ବା National Highway କେଉଁଠାରେ ଅବସ୍ଥିତ ଅଟେ ?
ଉତ୍ତର- NH୪୪
୩- ଭାରତର ସର୍ବ ବୃହତ୍ତ ଡାକଘର କେଉଁଠାରେ ଅବସ୍ଥିତ ଅଟେ ?
ଉତ୍ତର- ମୁମ୍ବାଇ GPO
୪- ପ୍ରକୃତରେ କିଏ ଅକ୍ଟୋବର ୨ ୧୬୦୮ ମସିହାରେ ଦୂରବୀକ୍ଷଣ ଜନ୍ତ୍ର ଉଦ୍ଭାବନ କରିଥିଲେ ?
ଉତ୍ତର- ହାନ୍ସ ଲିପରସେ
୫- କର ବା ମର ସ୍ଲୋଗାନ ମହାତ୍ମା ଗାନ୍ଧୀଙ୍କର କେଉଁ ଆନ୍ଦୋଳନ ସହ ସମ୍ଭାଧିତ ଅଟେ ?
ଉତ୍ତର- ଭାରତ ଛାଡ ଆନ୍ଦୋଳନ
୬- ନାଳନ୍ଦା ବିଶ୍ଵ ବିଦ୍ୟାଳୟର ପ୍ରତିଷ୍ଠାତା କିଏ ଥିଲେ ?
ଉତ୍ତର- କୁମାରଗୁପ୍ତ
୭- କେଉଁ ସହରରେ ଇସ୍ରୋ ର ମୁଖ୍ୟ କାର୍ଜ୍ୟାଳୟ ଅବସ୍ଥିତ ଅଟେ ?
ଉତ୍ତର- ବ୍ଯାଂଲୋର
୮- ଭାରତର ପ୍ରଥମ ସୁପର କମ୍ପୁଟର ର ନାମ କଣ ?
ଉତ୍ତର- PARAM ୮୦୦୦
୯- ମହାଭାରତ କଥା ଅନୁସାରେ ଅଜ୍ଞାତ ବାସ ସମୟରେ ଅର୍ଜୁନଙ୍କ ଛଦ୍ମ ନାମ କଣ ଥିଲା ?
ଉତ୍ତର- ବୃହନ୍ନଳା
୧୦- ମହାଭାରତ କଥା ଅନୁସାରେ ରାଜା ଧୃତରାଷ୍ଟ୍ରଙ୍କ ମାଆ ଙ୍କ ନାମ କଣ ଥିଲା ?
ଉତ୍ତର- ଅମ୍ବିକା
୧୧- ଅଲମ୍ପିକରେ ସର୍ବାଧିକ ଗୋଲ୍ଡ ମେଡାଲ ଜିତିବାର ରେକର୍ଡ କାହା ନାମରେ ରହିଅଛି ?
ଉତ୍ତର- ମାଇକେଲ ଫେଲପ୍ସ
୧୨- କିଏ ପୁରୁଷ ବିଭାଗ ୧୦୦ ମିଟର ଦୌଡରେ ଅଲମ୍ପିକ ବିଶ୍ଵ ରେକର୍ଡ ରଖିଛନ୍ତି ?
ଉତ୍ତର- ଉସେନ ବୋଲ୍ଡ
୧୩- କେଉଁ ଭାରତୀୟ ସତରଞ୍ଜ ଖେଳାଳିଙ୍କୁ ଲାଇଟିଙ୍ଗ କିଡ ଓ ଟାଇଗର ଅଫ ମାଡ୍ରାସ ଉପନାମ ମିଳିଛି ?
ଉତ୍ତର- ବିଶ୍ବନାଥମ ଆନନ୍ଦ
୧୪- ସିକ୍କିମ ର ରାଜ୍ଯପାଳ ଗଣଗ ପ୍ରସାଦ ଚଉରାଶିଆ ୧୨ ଅଗଷ୍ଟ ୨୦୨୧ ଗୁରୁବାର ଦିନ କେଉଁ ରାଜ୍ୟର ରାଜ୍ଯପାଳ ଭାବେ ଶପଥ ନେଇଛନ୍ତି ?
ଉତ୍ତର- ମଣିପୁର
୧୫- ଦୁରାଣ୍ଡ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ୧୩୦ତମ ସଂସ୍କରଣ ସେପ୍ଟେମ୍ବର ୫ରୁ ଅକ୍ଟୋବର ୩ ମଧ୍ୟରେ କେଉଁଠାରେ ଆୟୋଜିତ ହେବ ?
ଉତ୍ତର- କଲିକତା
୧୬- କେଉଁ ଜୀବର ହାତ କଟିଗଲେ ଆଉ ଏକ ନୂତନ ହାତ ସୃଷ୍ଟି ହୋଇଥାଏ ?
ଉତ୍ତର- ଷ୍ଟାରଫିସ
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।