ବର୍ତମାନ ସମୟରେ ଦେଶ ସବୁ ଯୁବା କେବଳ ଦେଶର ସେବା ବିଷୟରେ ଚିନ୍ତା କରୁଛନ୍ତି ଯାହା ପାଇଁ ଆଇଏଏସ ବହୁତ ଭଲ ଚାକିରି ଅଟେ, ୟୁପିଏସସି ପରୀକ୍ଷା ପାଇଁ ପରିଶ୍ରମ କରୁଥିବା ଛାତ୍ରଙ୍କ ପାଇଁ ଆଇଏଏସ ପାସ କରିବା କୌଣସି ଅଗ୍ନି ପରୀକ୍ଷା ଠାରୁ କମ ନୁହ । ଆଇଏଏସ ପାଇଁ ବହୁତ ପିଲା ବହୁତ ମନ ଧ୍ୟାନ ଦେଇ ପରିଶ୍ରମ କରିଥାନ୍ତି କିନ୍ତୁ ସମସ୍ତଙ୍କୁ ସଫଳତା ପ୍ରାପ୍ତ ହୋଇନଥାଏ, ଆଜିକା ସମୟରେ କମପିଟିସନ ବହୁତ ବଢି ଗଲାଣି ଛୁଆ ଯେତେ ପରିଶ୍ରମ କରୁଛନ୍ତି ତା 10% ସିଟ ରହୁଛି ତେବେ ୯୦% ପିଲା ଅସଫଳ ହେଉଛନ୍ତି ସେହି ଭାବରେ କଷ୍ଟ ନକଲେ ସଫଳତା ମିଳିବ ନାହିଁ ।
ଆଇଏଏସ ପ୍ରଶ୍ନ ସୂନୀ ଭଲ ଭଲ ଲୋକଙ୍କ ମୁଣ୍ଡ କାମ କରିବା ବନ୍ଦ କରିଥାଏ କିନ୍ତୁ ବହୁତ ପିଲା ପରିଶ୍ରମ ଦ୍ଵାରା ଏହାକୁ ହାସଲ କରି ପାଇଥାନ୍ତି ଆଉ ଜୀବନରେ ଆଗକୁ ବଢିଥାନ୍ତି । ଆଇଏଏସ ପ୍ରଶ୍ନ ଶୁଣିବା ପାଇଁ ସହଜ ଲାଗିଥାନ୍ତି କିନ୍ତୁ ଏହାର ଉତ୍ତର ବହୁତ ଭାବି ଚିନ୍ତି ଦବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଗୁଡିକ ବିଷୟରେ ଯାହା ଆପଣଙ୍କ ମୁଣ୍ଡ ମଧ୍ୟ ଖାରପ କରି ଦେବେ ।
ପ୍ରଶ୍ନ : ଆମ ଶରୀର ଉପରେ ମାଛି କଣ ପାଇଁ ବସିଥାନ୍ତି ?
ଉତ୍ତର : ତେବେ ଆମେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛୁ ଯେ ମଣିଷ ଆକ୍ସିଜନ ନିଶ୍ଵାସ ଦ୍ଵାରା ଭିତରକୁ ନେଇଥାଏ ଆଉ କାର୍ବନ ଡାଇଆକ୍ସାଇଡ ବାହାରକୁ ଛାଡି ଥାଏ । ତେବେ ମାଛି ମାନେ କାର୍ବନ ଡାଇଆକ୍ସାଇଡ ଦ୍ଵାରା ଆକର୍ଷିତ ହୋଇଥାନ୍ତି ସେଥିପାଇଁ ସେ ମଣିଷ ଶରୀର ଉପରେ ବସିଥାନ୍ତି ।
ପ୍ରଶ୍ନ : ଏମିତି ଗୋଟେ ଖାଇବା ଜିନିଷ ବିଷୟରେ କୁହ ଯାହା ହଜାର ବର୍ଷ ପର୍ଯ୍ୟନ୍ତ ଖରାପ ହୋଇନଥାଏ ?
ଉତ୍ତର : ଏହାର ସଠିକ ଉତ୍ତର ହେଲା ମହୁ, ମହୁ ଗୋଟେ ଏମିତି ଜିନିଷ ଯାହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଖରାପ ହୋଇନଥାଏ ।
ପ୍ରଶ୍ନ : କଣ ସିଲିଙ୍ଗ ଫ୍ୟାନଙ୍କୁ ୫ ନଂ ରେ ନ ଚଲାଇ ଏକ ନଂରେ ଚଳାଇଲେ କରେଣ୍ଟ ବିଲ କମ ଆସିଥାଏ ?
ଉତ୍ତର : ଯଦି ଆପଣଙ୍କ ରେଗୁଲେଟର ଖରାପ ଅଛି ତାହେଲେ ୫ରେ ଥାଉ ବା ୧ରେ ଆପଣଙ୍କ କରେଣ୍ଟ ବିଲ ସେମ ଆସିବ କାହିଁକିନା ପୁରୁଣା ରେଗୁଲେଟର ଗୋଟେ ଭାବରେ ପ୍ରତିରୋଧକ ହୋଇଥାଏ ।
ପ୍ରଶ୍ନ : ୧ ରୁ ୧୦୦ ପର୍ଯ୍ୟନ୍ତ ଗଣିବା ଭିତରେ ଏ ଅକ୍ଷର କେତେ ଥର ଆସିଥାଏ ?
ଉତ୍ତର : ଗୋଟେ ଥର ବି ନୁହ ।