କେଉଁ ମୁଖ୍ୟମନ୍ତ୍ରୀ କେତେ ପାଠୁଆ…? କିଏ ସବୁଠୁ ଅଧିକ Qualified ? Naveen Patnaik ତ….

ବନ୍ଧୁଗଣ ଦେଶରେ ବଡ ବଡ ଦିଗରେ ଧରି ମଧ୍ୟ ବେକାର ବୁଲୁଛନ୍ତି ସହ ସହ ଜନତା । କିନ୍ତୁ କମ ପାଠ ପଢି ଶାସନ କରୁଛନ୍ତି ନେତା । ଜଣେ ଜନ ପ୍ରତିନିଧିର ଶିକ୍ଷାଗତ ଯୋଗ୍ୟତା ଦେଖାଯାଏ ନାହି । କିନ୍ତୁ ଆମ ଦେଶରେ ପାଠୁଆ ନେତା ମଧ୍ୟ ଅଛନ୍ତି ତାହା ଆପଣ ମାନେ ଜାଣିଛନ୍ତି କି ନାହି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କେତେ ପାଠୁଆ ବା ସେମାନଙ୍କର ଶିକ୍ଷା ଯୋଗ୍ୟତା କେତେ ଆସନ୍ତୁ ଜାଣିବା ।

୧- ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କମର୍ଷ ଗ୍ରାଜ୍ୟୁସନ ପାସ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲା ଆଇଆଇଟି ଖଡଗପୁରରୁ ବିଟେକ କରିଛନ୍ତି ।

୨- ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ବିଏ ଗ୍ରାଜ୍ୟୁଏଟ କରିଛନ୍ତି । ଗୋଆର ମୁଖ୍ୟମନ୍ତ୍ରୀ ବି ଏ ଏମ ଏସି ବା ବ୍ୟାଚଲର ଅଫ ଆୟୁର୍ବେଦିକ ମେଡ଼ିସିନ ଆଣ୍ଡ ସର୍ଜରୀ ପଢିଛନ୍ତି ।

୩- ସେହିପରି ଆଆମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବାସରମ ପିଏଚଡି କରିଛନ୍ତି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏମଏସସି. ପିଏଚଡି ପଢିଛନ୍ତି ।

୪- ବିହାର ମୁଖ୍ୟମନ୍ତ୍ରୀ ବିଏସସି ଗ୍ରାଜ୍ୟୁଏଟ କରିଛନ୍ତି । ଠିକ ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ପିଜି ବା ସ୍ନାତକୋତ୍ତର କରିଛନ୍ତି ।

୫- ସେହିପରି ହରିୟାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖତର ଗ୍ରାଜ୍ୟୁଏଟ କରୁଛନ୍ତି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମାନଦ ସୋରେନ ଦ୍ଵାଦଶ ପାସ କରିଛନ୍ତି ।

୬- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଗ୍ରାଜ୍ୟୁଏଟ କରିଛନ୍ତି । କେରାଳ ମୁଖ୍ୟମନ୍ତ୍ରୀ ପିନାରାଈ ବିଜୟନ ଦ୍ଵାଦଶ ପାସ କରିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏମ ଏ କରିଛନ୍ତି ।

୭-ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦ୍ଵାଦଶ ପାସ କରିଛନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ଗ୍ରାଜ୍ୟୁଏଟ କରିଛନ୍ତି । ମେଘାଳୟ ମୁଖ୍ୟମନ୍ତ୍ରୀ ସି.ସାଙ୍ଗାମା ଏମ ବିଏ କରିଛନ୍ତି ।

୮- ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଟାଙ୍ଗା ବିଏ ଗ୍ରାଜ୍ୟୁଏଟ କରିଛନ୍ତି । ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫ୍ୟୁ ରିଓ ଗ୍ରାଜ୍ୟୁଏଟ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦ୍ଵାଦଶ ପାସ କରିଛନ୍ତି ।

୯- ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏମ ଏ କରିଛନ୍ତି । ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମାଙ୍ଗ ବିଏ କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବିଏ କରିଛନ୍ତି । ତେଲେଙ୍ଗାନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିଏ କରିଛନ୍ତି ।

୧୦- ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସହ ଡାକ୍ତରୀ ପଢିଛନ୍ତି । ୟୁପିଏ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବିଏସସି ଗ୍ରାଜ୍ୟୁଏଟ କରିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପୋଷ୍ଟ ଗ୍ରାଜ୍ୟୁଏଟ କରିଛନ୍ତି ।

୧୧- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମଏ କରିଛନ୍ତି । ଆମ ରାଜ୍ଯର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ୟୁନିଭର୍ସିଟି ରୁ ବିଏ ଗ୍ରାଜ୍ୟୁଏଟ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଆମ ରାଜ୍ଯର ମୁଖ୍ୟମନ୍ତ୍ରୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *