କେଉଁ ନାରୀଙ୍କ ଶରୀରରେ ମା ଲକ୍ଷ୍ମୀ ରହିଥାନ୍ତି ? କେଉଁ ପୁରୁଷଙ୍କୁ ମା ଲକ୍ଷ୍ମୀ ଘୃଣା କରନ୍ତି ?

ବନ୍ଧୁଗଣ ସାଧାରଣତଃ ନାରୀ ମାନଙ୍କୁ 4 ଭାଗରେ ବିଭକ୍ତ କରା ଯାଇଛି । ଯଥା ହସ୍ତିନୀ, ପଦ୍ମିନୀ, ଶଙ୍ଖିନୀ ଓ ଚିତ୍ରିଣୀ । ପଦ୍ମିନୀ ନାରୀଙ୍କ ପାଖରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ଆଜି ଆମେ ଜାଣିବା ମା ଲକ୍ଷ୍ମୀ କେଉଁ ନାରୀ ଙ୍କ ଠାରେ ବାସ କରିଥାନ୍ତି । ଅର୍ଥାତ କେଉଁ ଗୁଣ ଓ ସ୍ଵଭାବ ଥିବା ନାରୀ ଙ୍କ ଠାରେ ମା ଲକ୍ଷ୍ମୀ ଙ୍କ ନିବାସ ହୋଇଥାଏ । ଯେଉଁ ଘରେ ସ୍ତ୍ରୀ ଠାକୁର ଘରେ ଉଶ୍ଚବ ପାଳନ କରିଥାଏ ସେଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି ।

ଯେଉଁ ନାରୀ ନିଜର ଗୁରୁ ଭାବେ ନିଜର ସ୍ଵାମୀ କୁ ମାନି ଥାଏ ତା ଠାରେ ମା ଲକ୍ଷ୍ମୀ ବାସ କରନ୍ତି । ଅଳ୍ପକରେ ଯେଉଁ ନାରୀ ସନ୍ତୁଷ୍ଟ ହୋଇଥାଏ ଓ ପ୍ରିୟ କଥା କହିଥାଏ ସେହି ନାରୀଙ୍କ ଠାରେ ମା ଲକ୍ଷ୍ମୀ ରହିଥାନ୍ତି । ଅତ୍ୟନ୍ତ ସୁନ୍ଦର ହେବା ସହ ସୁକୁମାରୀ ନାରୀ ମା ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାଏ । ଯେଉଁ ନାରୀ ସ୍ବାମୀର ଆଦର କରିଥାଏ, ଧୀରେ ଧୀରେ ଚାଲିଥାଏ, ମତଗଜ ପରି ଚଳାଇଥାଏ, ଧୀରେ ଧୀରେ କଥା କହିଥାଏ ତାଙ୍କ ଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି ।

ଯେଉଁ ନାରୀ ପିତା ଓ ପୁତ୍ର ତୁଲ୍ୟ ଅନ୍ୟ ପୁରୁଷ ଙ୍କୁ ଦେଖିଥାଏ ବା ଖରାପ ଦ୍ରୁଷ୍ଟି ରେ ଦେଖେ ନାହିନ ଏଭଳି ନାରୀଙ୍କ ଘର ମା ଲକ୍ଷ୍ମୀ କେବେ ବି ତ୍ୟାଗ କରନ୍ତିନି । ଯାହାର ଅଣ୍ଟା ସରୁ, ଆଖି ମୃଗ ଭଳି, ଅଧିକ ସୁନ୍ଦର କି କଳା ହୋଇ ନ ଥିବ ସେଭଳି ନାରୀଙ୍କର ଠାରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି । ଯେଉଁ ନାରୀଙ୍କ ନାକ ପୁଡା ସିଧା ହୋଇଥିବ, ନାଭି ଗଭୀର ହୋଇଥାଏ ଓ ସୁନ୍ଦର ଓଠ ହୋଇଥାଏ ସେମାନେ ମା ଲକ୍ଷ୍ମୀ ଙ୍କ ପ୍ରିୟ ହୋଇଥାନ୍ତି ।

ଯେଉଁ ନାରୀଙ୍କର ଦାନ ଗୁଡିକ ମୁକ୍ତ ଆକାରର ଧଳା ରଙ୍ଗର ହୋଇଥିବ ସେମାନଙ୍କ ଠାରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି । ଯେଉଁ ନାରୀ ପାପ କର୍ମ କରନ୍ତି, ଦୁଷ୍ଟ ଚିନ୍ତା କରନ୍ତି କଳହ କରୁଥିବ। କୁଚରିତ୍ରା ଥିବେ ସେମାନଙ୍କ ଠାରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ । ଯିଏ ସ୍ଵାମୀକୁ ନିଜ ଅଧୀନରେ ରଖିଥାନ୍ତି ସେଭଳି ନାରୀକୁ ମା ଲକ୍ଷ୍ମୀ ପସନ୍ଦ କରନ୍ତିନି ।

ଯେଉଁ ସ୍ତ୍ରୀ ସ୍ଵାମିକୁ କଟୁ କଥା କୁହେ, କଳହ କରେ ମା ଲକ୍ଷ୍ମୀ ସେହି ଘରେ କେବେ ବି କୁହନ୍ତିନି । ଯେଉଁ ଘରେ ଦୁର୍ଗନ୍ଧ ହେଉଥିବ, ବାସୀ ଫୁଲ ଥିବ ସେଠାରେ ମା ଲକ୍ଷ୍ମୀ ରୁହନ୍ତିନି । ଯେଉଁ ପୁରୁଷ ନାରୀ ଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର କରୁଥାଏ, ମଦ୍ୟପାନ କରୁଥାଏ, ଟଙ୍କା ପଇସା କୁ ଅଯଥାରେ ବରବାତ କରିଥାଏ ସେମାନଙ୍କ ଠାରେ ମା ଲକ୍ଷ୍ମୀ କେବେ ବି ବାସ କରନ୍ତିନି ।

ଯେଉଁ ପୁରୁଷ ଙ୍କୁ କଟୁ ଶବ୍ଦ କହୁଥାଏ, ତାଙ୍କୁ ଅପମାନ ଦେଉଥାଏ ସେମାନଙ୍କ ଠାରେ ମା ଲକ୍ଷ୍ମୀ ନିଜର କୃପା ରଖନ୍ତୁ ନାହିଁ । ଏଭଳି ପୁରୁଷ ଙ୍କୁ ମା ଲକ୍ଷ୍ମୀ ତ୍ୟାଗ କରିଥାନ୍ତି ଓ ଏହି ପୁରୁଷ ସର୍ବଦା ଦାରିଦ୍ର୍ଯ ରେ ଦିନ କାଟିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *