କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ? ବିଜ୍ଞାନ ସମ୍ବଧିତ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର

ନମସ୍କାର ବନ୍ଧୁଗଣ । ଆମ ପ୍ରକୃତିର ଶୋଭା କିଛି ଭିନ୍ନ ରହିଥାଏ । ତେବେ ପ୍ରକୃତି ର ପରିବେଶ କୁ ଆହୁରି ଅଧିକ ସୁନ୍ଦର ଓ ଶୋଭନୀୟ କରିବା ପାଇଁ ପଶୁ ପକ୍ଷୀ ମାନେ ରହିଥାନ୍ତି । ପଶୁ ପକ୍ଷୀ ମାନେ ନିଜର କିଚିରି ମିଚିରି ଶବ୍ଦ ମାଧ୍ୟମରେ ଓ ନିଜର କିଛି ଆକର୍ଷଣୀୟ କାର୍ଯ୍ୟ ମାଧ୍ୟମ ରେ ପ୍ରକୃତିର ଶୋଭା ବଢାଇ ଥାନ୍ତି । କିନ୍ତୁ ପଶୁ ପକ୍ଷୀ ମାନଙ୍କର ମଧ୍ୟ ଯତ୍ନ ନେବା ଅତ୍ୟନ୍ତ ଜରୁରୀ ଅଟେ ।

କାରଣ ସେମାନେ ପରିବେଶର ଶୋଭା ବଢାଇବା ସହ ଆମ ମଣିଷ ମାନଙ୍କର ଅନେକ ହିତ କାମ କରିଥାନ୍ତି । ଯେମିତି କୁକୁର ଆମ ଘରକୁ ଜଗିବା ସହ ବିଶ୍ଵସ୍ତ ହୋଇଥାଏ । ତେଣୁ କୁକୁର କୁ ସବୁଠାରୁ ବିଶ୍ବସ୍ତ ପ୍ରାଣୀ ଭାବେ ବିଚାର କରାଯାଏ । ତେବେ ପଶୁ ପକ୍ଷୀ ମାନଙ୍କୁ ନେଇ ଅନେକ କିଛି ଗୁପ୍ତ ରହସ୍ୟ ରହିଛି ଯାହା ହୁଏ ତ ଖୁବ କମ ଲୋକ ଜାଣିଛନ୍ତି ।

ଆମ ଦେଶରେ ବିଭିନ୍ନ ପ୍ରକାରର ପଶୁ ପକ୍ଷୀ ଦେଖା ଯାଇଥାନ୍ତି । ଆଉ ସେମାନଙ୍କର ସୁରକ୍ଷା ପାଇଁ ଆମେ ଦେଶରେ ଅନେକ ପ୍ରକାରର ଚିଡିଆଖାନା ମଧ୍ୟ ରହିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ପଶୁ ପକ୍ଷୀ ମାନଙ୍କ ସହ ଜଡିତ କିଛି ବିଶେଷ କଥା କହିବାକୁ ଯାଉଛୁ । ଯାହାକୁ ଜାଣିଲେ ଆପଣ କିଛି ଭିନ୍ନ କଥା ଶିଖିବାକୁ ପାଇବେ । ଯାହା ଦ୍ଵାରା ଆପଣ ମାନଙ୍କର ଜ୍ଞାନ ର ଆହୁରି ଅଧିକ ବିକାଶ ହେବାରେ ଲାଗିବ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ ।

୧- କେଉଁ ଦେଶରେ ସ୍ତ୍ରୀ ଲୋକ ମାନଙ୍କର ନିଶ ଦାଢି ଉଠିଥାଏ ?

ଉତ୍ତର- ଇଥୋପିଆ ।

୨- କେଉଁ ଜୀବ ର ୪ଟି ପାକସ୍ଥଳୀ ଥାଏ ?

ଉତ୍ତର- ଗାଈ ।

୩- କେଉଁ ଜୀବ ୩ ବର୍ଷ ଶୁଏ ?

ଉତ୍ତର- ଗେଣ୍ଡା ।

୪- କେଉଁ ଜୀବ ଛିଡା ହୋଇ ଶୁଏ ?

ଉତ୍ତର- ଘୋଡା ।

୫- କେଉଁ ଜୀବ ଶୁଏ ନାହିଁ ?

ଉତ୍ତର- ପିମ୍ପୁଡି ।

୬- କେଉଁ ଜୀବ ୧୦୦ ଟି ଶବ୍ଦ କରେ ?

ଉତ୍ତର- ବିରାଡି ।

୭- କେଉଁ ଜୀବ ପାଟି ରେ ଚାଲେ ?

ଉତ୍ତର- ଗେଣ୍ଡା ।

୮- କେଉଁ ଜୀବ ର ରକ୍ତ ନୀଳ ଅଟେ ?

ଉତ୍ତର- ଝିଣ୍ଟିକା ।

୯- ବିଶ୍ଵ ରେ କେଉଁ ଦେଶରେ ୨ ମୁଣ୍ଡିଆ କଇଁଛ ଅଧିକ ଦେଖା ଯାଆନ୍ତି ?

ଉତ୍ତର- ଆମେରିକା ।

୧୦- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?

ଉତ୍ତର- କୋଇଲି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *