Interesting Gk Questions- କେଉଁ ପକ୍ଷୀ ମାଟିରେ ପାଦ ଦିଏ ନାହି ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- କ୍ଷୀର କେଉଁ ରୋଗର ଜିବାଣୁ ବାହକ ଅଟେ ?

ଉତ୍ତର- ଯକ୍ଷ୍ମା

୨- ଲିଚି କେଉଁ ଦେଶରେ ଅଧିକ ଉତ୍ପାଦନ କରାଯାଏ ?

ଉତ୍ତର- ଭାରତ

୩- କେଉଁ ଦେଶରେ ନୋଟ ଉପରେ ଭଗବାନ ଗଣେଶ ଙ୍କ ଫୋଟୋ ରହିଛି ?

ଉତ୍ତର- ଇଣ୍ଡୋନେସିଆ

୪- ଆଲପାସ ପର୍ବତ ମାଳା କେଉଁ ମହାଦେଶରେ ରହିଛି ?

ଉତ୍ତର- ୟୁରୋପ

୫- ଗଛ ଲଗାଇଲି ଫଳିବା ପାଇଁ ଫଳିଲା ହେଲେ ଝଡିଲା ନାହି ଏହି ଢଗର ଅର୍ଥ କଣ ?

ଉତ୍ତର- ଭେଣ୍ଡି

୬- ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଙ୍କ ନାମ କଣ ?

ଉତ୍ତର- ହରେକୃଷ୍ଣ ମହତାବ

୭- ଓଡିଶାରେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ ଥିଲେ ?

ଉତ୍ତର- ନନ୍ଦିନୀ ଶତ୍ପଥୀ

୮- ଓଡିଶାର ପ୍ରଥମ ଗଭର୍ଣ୍ଣର କିଏ ଥିଲେ ?

ଉତ୍ତର- ସାର ଅଷ୍ଟିନ ହବାକ

୯- ଓଡିଶାର ପ୍ରଥମ ମହିଳା ଗଭର୍ଣ୍ଣର କିଏ ଥିଲେ ?

ଉତ୍ତର- ସୁଶିଳା ଦେବୀ

୧୦ – ଓରିଶା କେବେ ଓଡିଶା ହୋଇଥିଲା ?

ଉତ୍ତର- ୨୩ ସେପ୍ଟେମ୍ବର, ୨୦୧୧

୧୧- ଓଡିଶାର ଆକାର ଅନୁସାରେ କେଉଁ ଜିଲ୍ଲା ସବୁଠାରୁ ଛୋଟ ଅଟେ ?

ଉତ୍ତର- ଜଗତସିଙ୍ଘପୁର

୧୨- ଆକାର ଅନୁସାରେ ଓଡିଶାର ବଡ ଜିଲ୍ଲା ର ନାମ କଣ ଅଟେ ?

ଉତ୍ତର- ମୟୂରଭଞ୍ଜ

୧୩- ଜନସଂଖ୍ୟା ଅନୁସାରେ ଓଡିଶାର ବଡ ଜିଲ୍ଲା ର ନାମ କଣ ଅଟେ ?

ଉତ୍ତର- ଗଞ୍ଜାମ

୧୪- ଜନସଂଖ୍ୟା ଅନୁସାରେ ଓଡିଶାର ଛୋଟ ଜିଲା ର ନାମ କଣ ଅଟେ ?

ଉତ୍ତର- ନୟାଗଡ

୧୫- ପ୍ରଥମ ପ୍ରଧାନମନ୍ତ୍ରୀ ଓଡିଶାର ବ୍ରିଟିଶ ଶାସନ କିଏ କରିଥିଲେ ?

ଉତ୍ତର- କୃଷ୍ଣଚନ୍ଦ୍ର ଗଜପତି

୧୬- ଓଡିଶାର ଆକାର କେତେ କିଲୋମିଟର ଅଟେ ?

ଉତ୍ତର- ୧,୫୫,୭୦୭

୧୭- ଓଡିଶାର ଲୋକସଭା ର ସଂଖ୍ୟା କେତେ ?

ଉତ୍ତର- ୨୧ ଜଣ

୧୮- କେଉଁ ପକ୍ଷୀ ମାଟିରେ ପାଦ ଦିଏ ନାହି ?

ଉତ୍ତର- ବାଦୁଡି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *