କେଉଁ ପାପ କଲେ କେଉଁ ଯୋନିରେ ଜନ୍ମ ହେବେ ଆର ଜନ୍ମରେ, ଜାଣିଛନ୍ତି କି ଆପଣ?

ଗରୁଡ ପୁରାଣରୁ ବହୁତ ରୋଚକ କଥା କୁହାଯାଇଛି । ଆଜି ଆମେ ଆଲୋଚନା କରିବା କେଉଁ ପାପ କଲେ ତା ପରଜନ୍ମରେ କେଉଁ ଯୋନିରେ ଜନ୍ମ ନେବାକୁ ପଡିଥାଏ । ଏହା ଆଲୋଚନା କରିବା ପୂର୍ବରୁ ଜାଣିବା ଉଚିତକି କଣ ପୁନର୍ଜନ୍ମ ହୋଇଥାଏ, ହଁ ବନ୍ଧୁଗଣ ହୋଇଥାଏ । ଏହି କଥାକୁ ବୁଝିବା ପାଇଁ ଆମେ ଗୋଟେ ଉଦାହରଣ ଦେବୁ ଆପଣଙ୍କୁ, ଆମେ ସମସ୍ତେ ମୁକେଶ ଅମ୍ବାନିକୁ ଭଲରେ ଜାଣିଛୁ ଭାବନ୍ତୁ ମୁକେଶ ଅମ୍ବାନୀ ଧିରୁଭାଇ ଅମ୍ବାନୀଙ୍କ ଘରେ କେମିତି ଜନ୍ମ ନେଲେ, ଏମିତି ଘରେ ଜନ୍ମ ନେଲେ ଯେଉଁଠି ସବୁ ପ୍ରକାର ସୁଖ ସୁବିଧା ଥିଲା ।

କଣ ପାଇଁ ରିକ୍ସା ବାଲାକି ପରିବା ବାଲା ଘରେ କାହିଁକି ଜନ୍ମ ନେଲେନି । କାରଣ ଏହା ତାଙ୍କର ପୂର୍ବ ଜନ୍ମର କର୍ମ ଥିଲା ଓ ସେହି କର୍ମ ସହିତ ମୁକେଶ ଆମ୍ବାନୀଙ୍କ ଭାଗ୍ୟ ଯୋଡା ଥିଲା । ଆଉ ଗୋଟେ ଉଦାହରଣରେ କହିବୁ ଯେବେ କିଛି ବାଳକ ଜନ୍ମରୁ କିନ୍ନର ହୋଇ ଜନ୍ମ ହୁଅନ୍ତି, ଆଉ କେତେକ କିଛି ଦୋସ ନେଇ ଜନ୍ମ ହୋଇଥାନ୍ତି ।

Image Courtesy: Google

କେତେକଙ୍କର ଆଙ୍ଗୁଠି ଯୋଡି ହୋଇ ଜନ୍ମ ନେଇଥାନ୍ତି ତ ଆଉକେତେକ ଦେଖିବାରେ ଅସମର୍ଥ ହୋଇଥାନ୍ତି । ଭାବନ୍ତୁ ଏମିତି କଣ ପାଇଁ ହୋଇଥାଏ, ଏହା ପଛରେ ବିଜ୍ଞାନ କାରଣ ଅଛି କିନ୍ତୁ ସେଇ ବାଳକ କଣ ପାଇଁ, ଏହା ପୂର୍ବ ଜନ୍ମର କର୍ମ ଫଳ । ଗରୁଡ ପୂରାଣ ଅନୁସାରେ ପୁନର୍ଜନ୍ମ ଶହେ ପ୍ରତିଶତ ଠିକ ଅଟେ ।ଭବିଷ୍ୟ ପୁରାଣରେ ପାଣ୍ଡବ ଓ କୌରବ ମାନଙ୍କ ପୁନର୍ଜନ୍ମ ବିଷୟରେ ମଧ୍ୟ କହିଛି । ଭବିଷ୍ୟ ପୁରାଣରେ କୁହାଯାଇଛି ପାଣ୍ଡବ ମାନେ କେମିତି କର୍ମ ହିସାବରେ ସେମାନଙ୍କୁ ଅଲଗା ଅଲଗା ଘରେ ଜନ୍ମ ମିଳିଛି ।

Image Courtesy: Google

ପୁରାଣରେ କୁହାଯାଇଛି ଯେତେ ପର୍ଯ୍ୟନ୍ତ ଛୁଆ ପେଟ ଭିତରେ ରହିଥାଏ ସେତେବେଳେ ସବୁ ମନେ ଥାଏ, ତାକୁ ପୂର୍ବ ଜନ୍ମ ମନେ ଥାଏ ମନେ ଥାଏକି ପୂର୍ବ ଜନ୍ମରେ ସେ କି ପାପ କରିଥିଲା । ଯେବେ ସେ ଜନ୍ମ ନିଏ ଓ ପ୍ରକୃତିର ବାୟୁ ବାଜିଥାଏ ସେ ତାର ପୂର୍ବ ଜନ୍ମକୁ ଭୁଲିଯାଇଥାଏ । ଏହା ପ୍ରକୃତିର ନିୟମ ଅଟେ । ପୂରାଣ କହେକି ସେତେ ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରେ ଜନ୍ମ ନେବାକୁ ପଡିବ ଯେତେ ପର୍ଯ୍ୟନ୍ତ ଆପଣଙ୍କୁ ମୋକ୍ଷ ନ ମିଳିବ । ଯଦି ଆମେ ନର୍କ ଭୋଗଥାଉ ତାହେଲେ ପୁନର୍ଜନ୍ମରେ ପୁଣି କଣ ପାଇଁ ଭୋଗିବାକୁ ପଡିଥାଏ ।

Image Courtesy: Google

ଗରୁଡ ପୁରାଣ କହେ କେତେକ ଜୀବାତ୍ମାର କର୍ମ ଏତେ ଖରାପ ଥାଏକି ସେ ପୁନର୍ଜନ୍ମରେବୀ ଭୋଗିଥାଏ । ଯଦି ପୂର୍ବ ଜନ୍ମରେ କିଏ ନାରୀ ସହିତ ଜଘନ୍ୟ ଅପରାଧ କରିଥାଏ ତ ତାକୁ କିନ୍ନର ରୂପରେ ଜନ୍ମ ମିଳିଥାଏ ।ପୁରାଣରେ କୁହାଯାଇଛି ଯେମିତି କର୍ମ ସେମିତି ଫଳ । ଗରୁଡ ପୁରାଣ ଏହା କହେ ନିଜ ପ୍ରିୟ ସାଙ୍ଗ ସହିତ ବିଶ୍ଵାସ ଘାତକ କରୁଥିବା ବ୍ୟକ୍ତି  ଗଧର ଜୀବନ ବଞ୍ଚିଥାଏ । ଗଧର ଜୀବନ କାଳ ୨୫ ରୁ ୩୦ ବର୍ଷ ହୋଇଥାଏ । ଯଦି ଆପଣ ଅମାନଙ୍କ ମିତ୍ରର ମନ ଦୁଃଖ କରାଇଛକି ତାକୁ ଜୀବନସାରା ମନଦୁଖ ହୋଇଛି ଆପଣ ଗାଢ ଯୋନିରେ ଜନମହୋଇ ୨୫ ରୁ ୩୦ ବର୍ଷ ଆପଣଙ୍କ ମାଲିକ ପାଖରେ ରହି ଅତ୍ୟାଚାର ସହିବେ । ମାତା ପିତାଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି  କଇଁଛ ଯୋନିରେ ଜନ୍ମ ନେଇଥାଏ ।

Image Courtesy: Google

କାଣିଚା ୮୦ ବର୍ଷରୁ ୧୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ ତାହାର କଷ୍ଟ ବହୁତ ଲମ୍ବା ହୋଇଥାଏ । ଏହି ଅପରାଧର ଦଣ୍ଡ ବହୁତ ଲମ୍ବା ହୋଇଥାଏ । ମାଙ୍କଡ ଯୋନିରେ ସେହି ଜନ୍ମ ନେଇଥାଏ ଯିଏ ତା ମାଲିକ ସହିତ ବିଶ୍ଵାସ ଘାତକ କରିଥାଏ । ବିଶ୍ଵାସ ଘାତକ ମାନଙ୍କୁ ପୋକ ଜୋକ  ଯୋନିରେ ଜନମାନେଇ ପୃଥିବୀ ପୃଷ୍ଠରେ ରହିବାକୁ ପଡିଥାଏ । କାଉର ଯୋନିରେ ସେଇ ଜନ୍ମ ନେଇଥାଏ ଯିଏ ଘରକୁ ଆସିଥିବା ବ୍ରାହ୍ମଣଙ୍କର ନିରାଦର କରିଥାଏ । ପିତୃ ଓ ଦେବତା ମାନଙ୍କୁ ନିରାଦର କରିଥାଏ । ୧୦ ରୁ ୧୨ ବର୍ଷ ଅସୁନ୍ଦର ଓ ପ୍ରତିଭାହୀନା ହୋଇ ଜୀବନ ବିତାଇଥାଏ, ନା କାହାର ସ୍ନେହ ନା ପ୍ରଶଂସା ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *