କିଛି ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବା ପାଇଁ ଆପଣଙ୍କ ମୁଣ୍ଡ ଘୁରିବ

ଆଜି ଆପଣଙ୍କ ପାଇଁ ଆଣିଛୁ ଟ୍ରିକ୍କୀ ପ୍ରଶ୍ନ, ଆଜି ଦେଖିବା ଆପଣ କେତେ ବୁଦ୍ଧିମାନ ଅଟନ୍ତି । ବହୁତ ସରଳ ପ୍ରଶ୍ନ ଅଟେ ଏହାକୁ ଭଲରେ ପଢିବା ଦ୍ଵାରା ଉତ୍ତର ମିଳିଯିବ । ଆପଣଙ୍କୁ ସବୁ ପ୍ରଶ୍ନ ପାଇଁ ୧୦ ସେକେଣ୍ଡ ସମୟ ମିଳିବ ତାହା ଭିତରେ ଆପଣଙ୍କୁ ଉତ୍ତର ଦେବାକୁ ହେବ । ବିନା ଉତ୍ତର ଦେଖି ନିଜେ କୁହନ୍ତୁ ଓ ପରେ ଉତ୍ତର ଦେଖନ୍ତୁ ।

ପ୍ରଶ୍ନ -ରାତିରେ ଶବକୁ ଏକେଲା କାହିଁକି ଛାଡନ୍ତି ନହିଁ ?

ଉତ୍ତର :- ଆପଣ ଜାଣିଥିବେ କି ମୃତ୍ୟୁ ପରେ ଯେଉଁ କ୍ରିୟା କର୍ମ କରାଯାଏ ତାକୁ ଅନ୍ତିମ ସଂସ୍କାର କୁହାଯାଏ । ରାତିରେ ଅନ୍ତିମ ସଂସ୍କାର କରାଯାଏ ନହିଁ । କଣ ଆପଣ କେବେ ଭାବି ଛନ୍ତିକି ଏମିତି କଣ ପାଇ କରାଯାଏ । ଆଜି ଆମେ ଆପଣଙ୍କୁ କହିବୁ ଯେଉଁ ବ୍ୟକ୍ତିଙ୍କ ରାତିରେ ମୃତ୍ୟୁ ହୋଇଥାଏ ତାକୁ ରାତିରେ ଶ୍ମଶାନ ନିଅନ୍ତି ନହିଁ କିନ୍ତୁ ତାକୁ ସାରା ରାତି ରାଖୀ ତାର ଦେଖାରଖା କରିଥାନ୍ତି । ଏମିତି ଜାଣିକି ଣିକି ଅଜବ ଲାଗିପାରେ ଏବେ ଯାହା ଆପଣଙ୍କୁ କହିବୁ ତାହା ଆପଣଙ୍କ ବିଶ୍ଵାସ ହେବନି । ଆପଣଙ୍କୁ କହିବାକୁ ଚାହୁଞ୍ଚୁକୀ ଶାସ୍ତ୍ର ଅନୁସାରେ ଯଦି ଦିନ ସାରିଲା ପରେ ମୃତ୍ୟୁ ହୋଇଥାଏ ସେ ଶବକୁ ତୁଳସୀ ଗଛ ପାଖରେ ରଖାଯାଏ ।

ପ୍ରଶ୍ନ :- ମୁସଲମାନ ଘୁଷୁରିର ମାଂଶ କାହିଁକି ଖାଆନ୍ତି ନହିଁ ?

ଉତ୍ତର :- ଯେମିତିକି ଆପଣ ଜାଣିଥିବେ ମୁସଲିମ ଧର୍ମ ଦୁନିଆର ଆଉ ଗୋଟିଏ ବଡ ଧର୍ମ, ସବୁ ଧର୍ମ ଭଳି ଇଶଲମ ଧର୍ମରେବୀ କିଛି ନିୟମ ରହିଛି ଯାହାର ପାଳନ ମୁସଲମାନ ମାନେ କରିଥାନ୍ତି । ତାଙ୍କର ଆଉ ଗୋଟିଏ ନିୟମବି ରହିଛି ଘୁଷୁରି ମାଂସ ନଖାଇବାର । କଣ ପାଇଁ କ୍ଷାନ୍ତି ନହିଁ ତାର ଗୋଟିଏ କାରଣ ରହିଛି । ଇସଲାମ ଧର୍ମରେ ଘୁଷୁରି ମାଂଶକୁ ହାରାମ କୁହାଯାଇଛି ଓ ଏହାର ମାଂଶ ସେବନ କରିବା ପାଇଁ ମନା କରାଯାଇଛି । ସେଥିପାଇଁ ମୁସଲମାନ ଘୁଷୁରି ମାଂଶ ଖାଆନ୍ତି ନହିଁ । ଘୁଷୁରି ଗୋଟେ ଏମିତି ପ୍ରାଣୀ ତା ଦେହରେ କେବେ ଝାଳ ଆସେ ନହିଁ । ଘୁଷୁରିର ଶରୀରରେ ସାବିଡ ଗଲାଉସ ନଥିବା ହେତୁ ତାଦେହରୁ ଝାଳ ବାହାରେ ନହିଁ । ଯେଉଁଥି ପାଇଁ ତା ସରିଆରେ ବାନୁଥିବା ଟକସିନ ତାର ମାଂଶରେ ମିସିଥାଏ । ଏହାକୁ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକରକ ହୋଇଥାଏ ।

ପ୍ରଶ୍ନ :- ଦୁନିଆରା ସବୁ ସୈନିକ ଛୋଟ ଚୁଟି କାହିଁକି ରଖିଥାନ୍ତି ?

ଉତ୍ତର :- ସୈନିକ ଛୋଟ ଚୁଟି କାହିଁକି ରଖନ୍ତି ଏହା ପଛରେ କାରଣ ରହିଛି, ସବୁଠୁ ବଡ କାରଣ ଏହା ଅଟେକି ତାଙ୍କର କାମ ବନ୍ଧୁକ ଚଳେଇବା, ଯେଉଁ ସୈନିକ ବନ୍ଧୁକ ଚଳେଇଥାନ୍ତି ତାଙ୍କୁ ଧର୍ଜ୍ୟର ଆବଶ୍ୟକ ହୋଇଥାଏ । ଛୋଟ ଚୁଟି ରଖିବା ଦ୍ଵାରା ବନ୍ଧୁକ ଚଳେଇବାରେ ସହଜ ହୋଇଥାଏ । ସୈନିକ ମାନଙ୍କୁ ଗାଧୋଇବାକୁ ମିଳେନାହିଁ ସେହିକାରଣରୁ ଛୋଟ ଚୁଟିରଖାଯାଏ କି ଶକ୍ରମଣରୁ ବଞ୍ଚି ପାରିବେ ଓ ଛୋଟ ଚୁଟି ଜଲ୍ଦି ଶୁଖିଯିବା ।

ପ୍ରଶ୍ନ :- ବୀଅର ବୋତଲ ନୀଳ ରଙ୍ଗର ହିଁ କାହିଁକି ହୋଇଥାଏ ?

ଉତ୍ତର :- ପୂର୍ବରୁ ଏହି ବୋତଲ ସଫା ବୋତାଲରେ ଆସୁଥିଲା କିନ୍ତୁ ଏବେ ଆଉ ଆସୁନି କାରଣ ସଫା ବୋତଲରେ ନିୟାରା ଆସିଲେ ସେ ଯେବେ ସୂର୍ଯ୍ୟ ସଂସ୍ପର୍ଶରେ ଆସିଥାଏ ତ ମଦ ଗନ୍ଧ ହେବାକୁ ଲାଗିଥାଏ । ଏହି କାରଣରୁ ବୀଅର ସଫା ବୋତଲରେ ଆସିବା ବନ୍ଦ ହୋଇଗଲା । କିନ୍ତୁ ନୀଳ ରଙ୍ଗର ବୋତଲ ସୂର୍ଯ୍ୟ କିରଣକୁ ବିରୋଧ କରିଥାଏ ଓ ଶୀଘ୍ର ବୀଅର ଖରାପ ହୋଇନଥାଏ ।

ପ୍ରଶ୍ନ :- ରାତିରେ କୁକୁର କଣ ପାଇଁ  କାନ୍ଦିଥାନ୍ତି ?

ଉତ୍ତର :- ସତ କଥା ଏହାକି କୁକୁର କାନ୍ଦନ୍ତି ନହିଁ, ମାନେ ଏହାକୁ ହାଉଲ କରିବା କୁହାଯାଏ । ଏହା ତାଙ୍କ ସନ୍ଦେଶ ବା କଥା ହେବାର ଶୈଳୀ କୁହାଯାଏ । ଏମିତିରେ କୁକୁର ମାନଙ୍କୁ ଭେଡିଆ ପ୍ରଜାତିର କୁହାଯାଇଛି, ସେମାନେବି ତାଙ୍କ ସନ୍ଦେଶ ପହଞ୍ଚାଇବ ପାଇଁ ହାଉଲ କରିଥାନ୍ତି ।  ସବୁ ଗାଳି ଓ ମହଲର କୁକୁର  ମାନଙ୍କର ଜାଗା ରହିତ ଓ ସେଠାକୁ ଅନ୍ୟକେହି କୁକୁର ଆସିବା ବର୍ଜିତ ହୋଇଥାଏ । ଯଦି ସେହି ଜାଗାକୁ ଅନ୍ୟକେହି କୁକୁର ଆସିଥାଏ ସେହି ସ୍ଥାନର କୁକୁରମାନେ ମିଶି ହାଉଲ କରିଥାନ୍ତି ।

Leave a Reply

Your email address will not be published. Required fields are marked *