ଶରୀରରେ ତେଲ ଲଗାଇବା ପରେ, ଚିତାର ଧୂଆଁ ଲାଗିଲା ପରେ, ସ୍ତ୍ରୀ ସଂଭୋଗ ପରେ, ବାଳ କଟିଲା ପରେ ମନୁଷ୍ୟ ସେ ପର୍ଯ୍ୟନ୍ତ ଚଣ୍ଡାଳ ରହିଥାଏ । ଅର୍ଥାତ ଅଶୁଦ୍ଧ ରହିଥାଏ, ଯେ ପର୍ଯ୍ୟନ୍ତ ସେ ସ୍ନାନ କରିନଥାଏ । ନିକୃଷ୍ଟ ଲୋକ ଧନର କାମନା କରିଥାନ୍ତି, ମଧ୍ୟମ ଲୋକ ଧନ ଓ ସମ୍ମାନ ଦୁଇଟି ଚାହିଁ ଥାନ୍ତି । କାହିଁକିନା ମାନସନମାନ ସବୁ ପ୍ରକାରର ମହାତ୍ମାଙ୍କ ଧନ ଅଟେ । ଆଖୁ, ଜଳ, ଦୁଧ, ମୂଳ ( କନ୍ଦ) , ପାନ, ଫଳ,ଏବଂ ଔଷଧ ଆଦିରେ ସେବନ କରି ସ୍ନାନ- ଦାନ ଆଦି କାର୍ଯ୍ୟ କରାଯାଇ ପାରିବ ।
ଦୀପର ଆଲୋକ ଅନ୍ଧକାର ଦୂର କରେ ଏବଂ କଜ୍ଜଳକୁ ଜନ୍ମ ଦିଏ । ସେହି ପ୍ରକାରେ ମନିସ୍ୟ ସବୁବେଳେ ଯେପରି ଅର୍ଣ୍ଣ ଖାଇଥାଏ, ସେହିପରି ତାହାର ସନ୍ତାନ ହୋଇଥାଏ । ହେ ବୁଦ୍ଧିମାନ ମନୁଷ୍ୟ ଧନ ଗୁଣ ବାନକୁ ଦେ । ଅନ୍ୟକାହାକୁ ନୁହେଁ । ଦେଖ ସମୁଦ୍ରର ଜଳ ମେଘର ଜଳ ମେଘର ମୁହଁରେ ଯାଇ ମିଠାରେ ପରିଣତ ହୋଇଯାଏ । ପୃଥିବୀର ଚରାଚର ଜୀବନକୁ ଜୀବନ ଦାନ ଦେଇଥାଏ, ପରେ ସେହି ଜଳ ହଜାର ଗୁଣ ହୋଇ ପୁଣି ସମୁଦ୍ରକୁ ଚାଲିଯାଏ ।
ଭୋଜନ ହଜମ ନହେଲେ ଜଳ ଔଷଧ ଅଟେ । ଭୋଜନ ସମୟରେ ଅଳ୍ପ ଅଳ୍ପ ଜଳପାନ ଅମୃତ ସମାନ ହୋଇଥାଏ । ଏବଂ ଶେଷରେ ବିସ ହୋଇଥାଏ । ଆଚରଣ ହିନ ଜ୍ଞାନ ବ୍ୟର୍ଥ ଅଟେ । ଜ୍ଞାନ ହୀନା ବ୍ୟକ୍ତି ମୃତକ ସହ ସମାନ ଅଟେ । ସେନାପତି ବିନା ସେନା ନଷ୍ଟ ହୋଇଯାନ୍ତି ଏବଂ ପତି ବୀନା ସ୍ତ୍ରୀ ନଷ୍ଟ ହୋଇଯାଏ । ବୃଦ୍ଧା କାଳରେ ପତ୍ନୀର ମୃତ୍ୟୁ, ବନ୍ଧୁଙ୍କ ହାତକୁ ଧନ ଗଲେ, ଅନ୍ୟର ଭରସରେ ଭୋଜନ ମିଳିବାରେ । ଏହି ତିନୋଟି ସ୍ଥିତି ପୁରୁଷ ମାନଙ୍କ ସ୍ପାଇଁ ଦୁଃଖଦାୟକ ଅଟେ ।
ଯଜ୍ଞ ବିନା ବେଦ ପଢିବା ବ୍ୟର୍ଥ ଅଟେ । ଦାନ ବୀନା ଯଜ୍ଞ କରିବା ବ୍ୟର୍ଥ ଅଟେ, ଭବ ବୀନା ସିଧ ହୁଅ ନାହିଁ । ଏଥିପାଇଁ ଏ ସବୁରେ ପ୍ରେମ ଭାବ ପ୍ରଧାନ ଅଟେ । କାଷ୍ଠ, ପାଷାଣ, ବା ଧାତୁରେ ନିର୍ମିତ ମୂର୍ତିକୁ ଦେବତ୍ଵର ଭବନ ରାଖୀ ପୂଜନ କଲେ, ତାଙ୍କୁ ସେହି ପ୍ରକାରର ସିଧି ପ୍ରାପ୍ତ ହୋଇଥାଏ । ଇଶ୍ଵର ବାସ୍ତବରେ କାଠ, ମାଟି,ମାଣିକରେ ନିର୍ମିତ ମୂର୍ତିରେ ନଥାନ୍ତି । ସେ କେବଳ ଭାବଣରେ ଥାନ୍ତି । ତେଣୁ ଭାବନା ହିଁ ସବୁର ମୂଳ କାରଣ । ଅର୍ଥାତ ଆପଣଙ୍କ ପ୍ରେମ ଭାବ ଓ ଭକ୍ତି ହିଁ ମୂର୍ତିରେ ଭଗବାନଙ୍କୁ ସ୍ଥାପନ କରିଦିଏ ।
ଆଖୁ, ଜଳ, ଦୁଧ, ମୂଳ ( କନ୍ଦ) , ପାନ, ଫଳ,ଏବଂ ଔଷଧ ଆଦିରେ ସେବନ କରି ସ୍ନାନ – ଦାନ ଆଦି କାର୍ଯ୍ୟ କରାଯାଇ ପାରିବ ।