କଳି ଯୁଗର ଅନ୍ତରେ ମନୁଷ୍ୟ କିପରି ବ୍ୟବହାର କରିବ ? ଜାଣିଲେ ଆଶ୍ଚଯ୍ୟ ହେବେ ଆପଣ- Malika Bachan

ଆଜି ଆମେ ଏହି ଲେଖାରେ ଜାଣିବା ଯେ ମନୁଷ୍ୟ କଳି ଯୁଗର ଅନ୍ତରେ କିପରି ବ୍ୟବହାର କରିବ । ବର୍ତ୍ତମାନ ସମୟରେ ଯେଉଁ ଯୁଗ ଚାଲିଛି ତାହାକୁ କଳି ଯୁଗ କୁହାଯାଏ । କିନ୍ତୁ କଳି ଯୁଗର ଅନ୍ତ ଯେତେବେଳେ ଘଟିବ ତାହା ବହୁତ ଭୟଙ୍କର ଘଟିବ । ଆଜି ମୁଁ ଶାସ୍ତ୍ର ଅନୁସାରେ କହିବି ଯେ କଳି ଯୁଗର ଅନ୍ତ କିପରି ଘଟିବ । କଳି ଯୁଗର ଅନ୍ତ ଏତେ ଭୟଙ୍କର ହେବ ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ଯେତେବେଳେ କଳି ଯୁଗରେ ଅନ୍ତ ପାଖେଇ ଆସିବ ସେତେବେଳେ ମନୁଷ୍ୟର ବୟସ ୨୦ ବର୍ଷ ହୋଇଯିବ ।

ପଶୁପକ୍ଷୀ ପରି କୌଣସି ପ୍ରାଣୀ ଜୀବିତ ରହିବେ ନାହିଁ । ମନୁଷ୍ୟର ବୟସ ସେହି ସମୟରେ ବହୁତ କମିଯିବ । ଯେତେବେଳେ କଳି ଯୁଗର ଅନ୍ତ ଘଟିବ ସେତେବେଳେ ମନୁଷ୍ୟ ଶୁଦ୍ର ପରି ବ୍ୟବହାର କରିବ । ପୃଥିବୀ ପୃଷ୍ଠାରେ ବହୁତ କମ ବର୍ଷା ହେବ ଆଉ ସମସ୍ତ ଫସଲ ନଷ୍ଟ ହୋଇଯିବ ।

ସମସ୍ତ ଗଛ ଲତା ସବୁ ନଷ୍ଟ ହୋଇଯିବ । ପୃଥିବୀର ତାପମାତ୍ର ଏତେ ଅଧିକ ହୋଇଯିବ ଯେ ପୃଥିବୀର ଲୋକମାନେ ଘରେ ନ ରହି ମାଟି ଖୋଲି ଭିତରେ ବାସ କରିବେ । ଏହି ପୃଥିବୀର ଶେଷ ପ୍ରଳୟ କାରଣରୁ ହେବ ନାହିଁ ମାତ୍ର ଗ୍ରୀଷ୍ମ କାରଣରୁ ହେବ । ସେମାନେ ଏହି ତାପ ମାତ୍ରାକୁ ସହି ପାରିବେ ନାହିଁ । ମହିଳା ମାନେ ୫ ବର୍ଷ ବୟସରୁ ଗର୍ଭବତୀ ହେବେ ।

୧୬ ବର୍ଷ ବୟସରେ ସେମାନେ ବୁଢା ହେବାକୁ ଲାଗିବେ । ଏବଂ ୨୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯିବ । ଏହା ଦ୍ଵାରା ପୃଥିବୀର ସମସ୍ତ ଭୌଗୋଳିକ ପରିସ୍ଥିତି ବଦଳି ଯିବ ଲୋକ ମାନେ ଆଉ ଅଧିକ ବର୍ଷ ବଂଚି ପାରିବେ ନାହିଁ । ଏହି ସମୟରେ ସବୁଆଡେ ଖାଇବା ବହୁତ ସଙ୍କଟ ଦେଖାଯିବ । କାରଣ ବହୁତ ତାପମାତ୍ରା ହେବା ଫଳରେ କୌଣସି ଫସଲ ହୋଇ ପାରିବ ନାହିଁ । ଫସଲ ପାଇଁ ଲୋକ ମାନଙ୍କ ମଧ୍ୟରେ ଝଗଡା ହେବ ।

କେବଳ ମୁଠେ ଖାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଝଗଡା ହେବ । ଲୋକମାନେ କେବଳ ବଂଚିବା ପାଇଁ ନିଜ ନିଜ ଭିତରେ ଝଗଡା କରିବେ ଏହି ଝଗଡା ମାରିବା ପର୍ଯ୍ୟନ୍ତ ମଧ୍ୟ ଯିବ । ଲୋକ ମାନେ ନିଜ ପରିବାରର କୌଣସି କଥା ଶୁଣିବେ ନାହିଁ । ଲୋକମାନେ ଏତେ ନୃଶଂସ ହୋଇ ଯିବେ ଯେ ନିଜ ନିଜ ପରିବାର ଲୋକଙ୍କୁ ମଧ୍ୟ ମାରିବାକୁ ପଛାଇବେ ନାହିଁ ।

ଲୋକମାନେ କେବଳ ନିଜର ଧ୍ୟାନ ରଖିବେ ଅନ୍ୟ ମାନଙ୍କ ଉପରେ କୌଣସି ଧ୍ୟାନ ରଖିବେ ନାହିଁ । ଏହିପରି ଭାବରେ ଲୋକମାନେ କେବଳ ନିଜର ଧ୍ୟାନ ରଖିବେ ଅନ୍ୟ ଉପରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚାହିଁବେ । ସେତେବେଳେ ଜାଗର କୌଣସି ପ୍ରଭାବ ରହିବ ନାହିଁ । ଲୋକ ମାନେ କେବଳ ଖାଇବା ପାଇଁ ନିଜ ନିଜ ମଧ୍ୟରେ ଝଗଡା କରିବେ । ଲୋକମାନେ କେବଳ ମୃତ୍ୟୁ ମୁଖକୁ ଗମନ କରିବାକୁ ଚାହିଁବେ ।

ଏହି ଲେଖାଟି ଯଦି ଆପଣଙ୍କ ଭଲ ଲାଗିଲା ତାହେଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *