ମଙ୍ଗଳବାର 29 ଡିସେମ୍ବର 2020- ଆଜି ଏହି 3ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଆଜିର ରାଶିଫଳ ୨୮ ନଭେମ୍ବର, ମଙ୍ଗଳବାର । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଅପାନ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :

ଆପଣଙ୍କ ରାଶିର ଲୋକଙ୍କ ପାଇଁ ଆଜିର ଦିନ ଚୁନତିପୂର୍ଣ ରହିବ । ରାଶି ବହୁତ ପ୍ରକାର ଗ୍ରହ ଯୋଗ କହୁଛିକି ଆପଣନାକ ଆସୁଥିବା ସମୟରେ ବହୁତ ପ୍ରକାର ଦାୟିତ୍ଵ ସାମ୍ନା କରିବାକୁ ପଡିପାରେ । ମଙ୍ଗଳ କ୍ରିୟାଶୀଳ ଓ ପୁରୁଷାର୍ଥ ଗ୍ରହ ଅଟେ ସେଥିପାଇଁ ପରିଶ୍ରମ କରିବାକୁ ଆପଣ କେବେ ପଛରେ ରୁହନ୍ତି ନହିଁ ଓ ପରିଶ୍ରମର ଭଲ ଫଳ ମଧ୍ୟ ଆପଣଙ୍କୁ ମିଳିଥାଏ । ଆପଣଙ୍କ ବିଶେଷତା ଆଜି ମଧ୍ୟ ଆପଣଙ୍କୁ ଯଶ ଦେବ । ଆଜି ଭାଗ୍ୟ ୮୯ ପ୍ରତିଶତ  ସହଯୋଗ କରିବ ।

ବୃଷ :

ଆଜିର ଦିନ ଆପଣଙ୍କ ପାଇଁ ଟିକେ କଠିନ ହୋଇପାରେ ଓ ଆପଣଙ୍କ ପ୍ରତିଦ୍ବନ୍ଦୀ ଆଜି ଆପଣଙ୍କଠୁ ଆଗକୁ ଯିବାକୁ ପ୍ରୟାସ କରିପାରନ୍ତି । ଧୀରେ ଧୀରେ ସଫଳତା ଆଡକୁ ପାଦ ବଢାଇ ପାରିବେ । କିନ୍ତୁ ଏବେ କୌଣସି ନୂଆ କାର୍ଯ୍ୟ ଆରମ୍ଭକା କରିବା ପାଇଁ ସମୟ ଅନୁକୂଳ ନୁହେଁ । ଦିନର କାମ ଜଲ୍ଦି ଖତମ କରିକି ସନ୍ଧ୍ଯା ସମୟରେ ପରିବାର ଲୋକଙ୍କ ସହିତ ସମୟ କାଟନ୍ତୁ ।

ମିଥୁନ :

ଆପଣଙ୍କ ରାଶିର ଲୋକଙ୍କ ପାଇଁ ଆଜିର ଡିଆଁ ସାମନ୍ୟା ରହିବ । ରାଶିର ସ୍ଵାମୀ ବୌଧିକ ତଥା ବ୍ଯବସାୟିକ କ୍ଷେତ୍ରରେ ସଫଳତାର ସ୍ଵାଦ ଚଖେଇ ପାରନ୍ତି । ସନ୍ତାନ ପକ୍ଷ ଆଡୁ ହର୍ଷ ଦାୟକ ସମାଚାର ପ୍ରାପ୍ତ ହେବ ଓ ଆପଣଙ୍କ ମନୋବଳ ଦୃଢ ରହିବ । ଭାଗ୍ୟଦୋୟର ଦିନ ଅଟେ। ଭାବି ଚିନ୍ତି ନିଜ କାମ  ଉପରେ ଫୋକସ କରନ୍ତୁ ।

କର୍କଟ :

ଆଜିର ଦିନ ଶୁଭ ଅଟେ ଓ ଭଲ କର୍ମରେ ଆପଣଙ୍କ ଇଛା ବଢିବ । ଆପଣଙ୍କ ଦ୍ଵାରା ନିଯାଇଥିବା ନିର୍ନୟ ଆଗକୁ ଲାଭ ଦେବ ଓ ଫଳଦାୟୀ ହେବ । ସନ୍ତାନ ପକ୍ଷର ବିବାହରେ ଆସୁଥିବା ଅସୁବିଧା ସମାପ୍ତ ହେବ । ଜଣ ସମ୍ପର୍କରେ ବୃଦ୍ଧି ହେବା ଦ୍ଵାରା ଆପଣ ଖୁସି ରହିବେ । ଆଜି ସନ୍ଧ୍ଯା ସମୟରେ ଆପଣଙ୍କ ସାମ୍ନାରେ କିଛି ସମସ୍ଯା ଆସିପାରେ । ଆପଣ ନ ଡଋ ତାର ସାମ୍ନା କରନ୍ତୁ । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ସିଂହ :

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ସାବିତ ହେବାକୁ ଯାଉଛି ଓ ଭାଗ୍ୟ ସବୁ ପ୍ରକାରର ସାହାର୍ଯ୍ୟ କରିବ ଆପଣଙ୍କୁ । ବିରୋଧୀଙ୍କ ଷଡଜନ୍ତ୍ର ଆପଣଙ୍କ ପାଇଁ ଅସଫଳ ସାବିତ ହେବ । ଆଜି କୌଣସି ପ୍ରକାର ନୂଆ ପରିଚୟ ଆପଣଙ୍କ ମନକୁ ପ୍ରସନ୍ନ କରିପାରେ । ଆଜି ଭାଗ୍ୟ ୭୫ ପ୍ରତିଶତ ସହଯୋଗ କରିବ ।

କନ୍ୟା :

ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳ ଦେଇପାରେ । ମନରେ ଆପଣଙ୍କୁ ପ୍ରସନ୍ନତା ରହିବ ଓ ଭାଗ୍ୟ ଆଡୁ ଆପଣ ଖୁସି ରହିବେ । ବୃଦ୍ଧ ଲୋକଙ୍କ ସେବା ତଥା ପୁର୍ନ୍ୟ କାର୍ଯ୍ୟରେ ଧନ ବ୍ୟୟ ହେବାଦ୍ଵାରା ମନ ଖୁସି ହେବ । ପ୍ରତିଦ୍ଵନ୍ଦୀଙ୍କ ପାଇଁ ଆପଣ ମୁଣ୍ଡ ବିନ୍ଧାର କାରଣ ହୋଇପାରନ୍ତି । ଆପଣ ଆପଣଙ୍କ ଦାଂପତ୍ଯ ଜୀବନରେ ସୁଖର ଅନୁଭବ କରିବେ ।

ତୁଳା :

ଆଜିର ଦିନ ଆପଣଙ୍କ ରାଶିର ସ୍ଵାମୀ ଆପଣଙ୍କ ଭାଗ୍ୟରେ ଉନ୍ନତିର ସଙ୍କେତ ଦେଉଛି । ଅତ୍ୟଥିକ ଶ୍ରମ କରିବା ଦ୍ଵାରା ଆପଣଙ୍କୁ ଲାଭ ଦୁଇଗୁଣ ପ୍ରାପ୍ତି ହେବ । ଆଜିର ଆୟ ତୁଳନାରେ  ବ୍ୟୟ ଅଧିକ ହୋଇପାରେ । ଗୁପ୍ତା ଶସ୍ତ୍ର ସକ୍ରିୟ ରହିବେ, ବ୍ୟର୍ଥର ଭାଗ ଦୌଡ ଓ ପାରିବାରିକ ଅଶାନ୍ତି ବିଶେଷ ରୂପରେ ରହିବ । ସୂର୍ଯ୍ୟାସ୍ତ ସମୟରେ ଆପଣଙ୍କୁ କିଛି ଲାଭ ମିଳିବାର ସମ୍ବାଭନା ରହିଛି । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ।

ବିଛା :

ଆଜିର ଦିନ ଆପଣଙ୍କ ରାଶିର ଲୋକ ପାଇଁ ଚୂନତିପୂର୍ଣ ରହିବ । ଆପଣଙ୍କୁ ଏହି ସମୟରେ କିଛି ଭଲ ପ୍ରୋଜେକ୍ଟ ପ୍ରାପ୍ତ ହେବ । ଆଜି ଆପଣଙ୍କୁ ଭାଗ୍ଯର ସହଯୋଗ ମିଳିବ । ବହୁତ ଦିନରୁ ହେଉନଥିବା କାମ ଆଜି ପୂର୍ଣା ହେବାର ସମ୍ବଭାନା  ରହିଛି । ମନ ଖୁସି ରହିବ । କିଛି ମହତ୍ଵ ଜନକ ବ୍ଯବସାୟିକ ଅନୁବନ୍ଧ ଆପଣଙ୍କ ପକ୍ଷରେ ଫାଇନାଲ ହୋଇପାରେ । ବରିଷ୍ଠ ବ୍ୟକ୍ତି ମଧ୍ୟ ଆପଣଙ୍କ ପ୍ରଶଂସା କରିବେ । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ଧନୁ :

ଆଜି ଶତ୍ରୁ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଧନ ଧାନ୍ୟରେ ବୃଦ୍ଧି ହେବ ଓ ଧନର ଲାଭ ପ୍ରାପ୍ତି ହେବ । ନିରୋଗତା ସହିତ ସତୃଙ୍କ ଉପରେ ବୀଜୟ ପ୍ରାପ୍ତ ହେବ । ରାତିରେ ଶୁଭ ବ୍ୟୟ ଓ ମଙ୍ଗଳ କାର୍ଯ୍ୟରେ ଭଗ ନେବା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ମକର :

ଆଜିର ଦିନ ଆପଣଙ୍କ ପାଇଁ କିଛି ବିଶେଷ ଫଳଦାୟୀ ସାବିତ ହେବ ଓ ଆପଣଙ୍କ ଭାଗ୍ୟରେ ବୃଦ୍ଧି ହେବାର ପୁରା ସମ୍ବାଭନା ରହିଛି । ଆଜିର ଦିନ ଭାଗ୍ୟରେ ବୀଜୟ କାରକ ହେବ । ଉଚଧିକାରୀଙ୍କ କୃପାରୁ ଭୂମି ଧନ ସମ୍ପତି ବିବାଦର ସମାଧାନ ହୋଇବ । ସନ୍ଧ୍ଯା ସମୟରେ ଆଜି ସ୍ୱାସ୍ଥ୍ୟ କିଛି ନରମ ରହିବ, ସେଥିପ୍ରତି ଧ୍ୟାନ ରଖନ୍ତୁ । ଆଜି ଭାଗ୍ୟ ୭୦ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :

ଆଜି ଆପଣଙ୍କ ରାଶି ସ୍ଵାମୀ ଶନିରେ ବନୁଥିବା ଶୁଭ ଯୋଗରେ କର୍ମ ଫଳର ସିଦ୍ଧି ପ୍ରାପ୍ତ  ହୋଇପାରେ । କେଉଁଠି କମାଇ ଥିବା ଧନ ମିଳିବାର ଯୋଗ ରହିଛି । କୌଣସି ବୃଦ୍ଧ ମହିଳାର ଆଶୀର୍ବାଦ ମିଳିବା ଦ୍ଵାରା ଉନ୍ନତିର ବିଶେଷ ଅବସର ପ୍ରାପ୍ତ ହେବ । ଆଜି ଭାଗ୍ୟ ୮୯ ପ୍ରତିଶତ ସହଯୋଗ କରିବ ।

ମିନ :

ଆଜି ଆପଣଙ୍କ ଦିନ ଶୁଭ ରହିବ ଓ  ଭାଗ୍ୟ ଆପଣଙ୍କୁ ସହଯୋଗ କରିବ । ଫଳ ସ୍ୱରୂପ ଆଜି ପୁରା ଦିନ ଆୟର ନୂଆ ସ୍ରୋତ ସାମ୍ନାକୁ ଆସିବ । ଆପଣଙ୍କ ଭାଗ୍ଯର ସିତାରା କମକିବାକୀ ଲାଗିବ। ବ୍ୟବସାୟରେ ଅଧିକ ଧନ ଲଗାଇବା ଲାଭକାରକ ରହିବ ଓ ଆପଣଙ୍କୁ ବଦଳରେ ଭଲ ଫଳ ପ୍ରାପ୍ତ ହେବ । ଆଉ ଭାଗ୍ଯର ସହଯୋଗ ମଧ୍ୟ ଆପଣଙ୍କୁ ମିଳିବ । ଆଜି ଭାଗ୍ୟ ୯୦ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *