ଖାଇବା ପରେ କଣ ଖାଇଲେ ମୃତ୍ୟୁ ହୁଏ ? କଳା ସୁନା କାହାକୁ କୁହାଯାଏ ? ଏହା ସହ ଜାଣନ୍ତୁ କିଛି ପ୍ରଶ୍ନ ଓ ଏହାର ଉତ୍ତର ।

ନମସ୍କାର ବନ୍ଧୁଗଣ । ମଣିଷ ଜୀବନ ପ୍ରଶ୍ନ ରେ ଘେରି ହୋଇ ରହିଥାଏ । କିଛି ପ୍ରଶ୍ନ ଏମିତି ଥାଏ କି ଯାହାର ଉତ୍ତର ଖୋଜି ପାଇବା ସହଜ ହୁଏ ନାହିଁ । ତେବେ ସେଥିପାଇଁ ଆମେ ସାଧାରଣ ଜ୍ଞାନ ର ବ୍ୟବହାର କରିଥାଉ । ତେବେ ସାଧାରଣ ଜ୍ଞାନ ଆହରଣ କରିବାକୁ ହେଲେ ପ୍ରତେକ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ହେବ । କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଆମ ପୁସ୍ତକ ରେ ପଡିଥାଏ ତ ଆଉ କିଛି ନ ଥାଏ ।

ଯାହା ପାଇଁ ଅନେକ ସମୟରେ ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ କିଛି ପ୍ରଶ୍ନ ର ଉତ୍ତର ଦେଇ ପାରନ୍ତି ନାହିଁ । ନିଜ ଜ୍ଞାନର ବିକଶିତ କରିବା ପାଇଁ ନିହାତି ଆପଣ ଚାହୁଁଥିବେ । ତେବେ ଜ୍ଞାନର ବିକଶିତ ମନରେ ପ୍ରଶ୍ନ ଉଠିଲେ ହିଁ ହୋଇଥାଏ । ଅନ୍ୟ କେହି ଜଣେ ଆପଣଙ୍କୁ ପ୍ରଶ୍ନ ପଚାରିଲେ ଆପଣ ତାହାର ଉତ୍ତର ନ ଦେଇ ପାରିଲେ ସେହି ଠାରେ ଆପଣଙ୍କ ଜ୍ଞାନର ପରିଚୟ ମିଳି ଯାଇଥାଏ ।

କିଛି ପିଲା ମାନେ ନିଜର ଜ୍ଞାନ କୁ ବିକାଶ କରିବା ପାଇଁ ଅନେକ ପ୍ରକାରର ମାଧ୍ୟମ ଆପଣେଇ ଥାନ୍ତି । କିଛି ମାତ୍ରା ରେ ସେମାନେ ସଫଳ ମଧ୍ୟ ହୋଇଥାନ୍ତି । ତେବେ ନିଜର ଜ୍ଞାନ କୁ ବିକାଶ କରିବା ପାଇଁ ଆଜିର ସମୟରେ ମୋବାଇଲ ରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖି ପିଲା ମାନେ କିଛି ଭଲ ଓ ଖରାପ କଥା ସିଖୁ ଛନ୍ତି । ତେଣୁ ଅନ୍ୟ ମାନଙ୍କ ସାମ୍ନାରେ ନିଜ ଜ୍ଞାନକୁ ପ୍ରକାଶ କରିବା ପାଇଁ ଚାହୁଁଥିଲେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣନ୍ତୁ କିଛି ଏମତି ପ୍ରଶ୍ନର ଉତ୍ତର ଯାହା ଅନ୍ୟ ମାନଙ୍କୁ ଆଶ୍ଚର୍ଯ୍ୟ କରାଇ ଦେବ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ।

୧- କଳା ସୁନା କାହାକୁ କୁହାଯାଏ ?

ଉତ୍ତର- କୋଇଲା ।

୨- ଆଧାର କାର୍ଡ କେବେ ଲଞ୍ଚ ହୋଇଥିଲା ?

ଉତ୍ତର- ୨୦୦୯ ।

୩- ଭାରତର କେଉଁ ରାଜ୍ୟରେ ମହିଳା ସାକ୍ଷରତା ସର୍ବ ନିମ୍ନ ?

ଉତ୍ତର- ରାଜସ୍ଥାନ ।

୪- ଭାରତର କେଉଁ ରାଜ୍ୟରେ ପୁରଷା ସାକ୍ଷରତା ସର୍ବ ନିମ୍ନ ?

ଉତ୍ତର- ଆନ୍ଧ୍ର ପ୍ରଦେଶ ।

୫- ଉଡାଜାହାଜ ର ଉଦ୍ଭାବନ କେଉଁ ଦେଶ କରିଥିଲା ?

ଉତ୍ତର- ଆମେରିକା ।

୬- ସାଧାରଣ ମନୁଷ୍ୟ ର ହୃଦ ସ୍ପନ୍ଦନ ମିନିଟ ପ୍ରତି କେତେ ?

ଉତ୍ତର- ୭୨ ।

୭- ହାତୀ ଗୋଟିଏ ଥର ରେ କେତେ ପାଣି ପିଇଥାଏ ?

ଉତ୍ତର- ୧୪ ଲିଟର ।

୮- ଭାରତର ରାଜଧାନୀ ର ନାମ କଣ ?

ଉତ୍ତର- ନୂଆ ଦିଲ୍ଲୀ ।

୯- ଭୋଜନ କରି ସାରିବା ପରେ କଣ ଖାଇଲେ ମୃତ୍ୟୁ ହେବାର ସମ୍ଭାବନା ଥାଏ ?

ଉତ୍ତର- ଚାହା ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *