ଗୋଟେ ଗ୍ଳାସ ପାଣି ରେ ଜାଣନ୍ତୁ ଆପଣଙ୍କ ଘରେ ଭୁତ ଅଛି କି ନାହିଁ ?

ଏମିତି ମାନ୍ୟତା ଅଛି ରାତି 12ଟା ପରେ ତନ୍ତ୍ର ସାଧନା ବଢିଯାଇଥାଏ ଓ ନେଗେଟିଭ ଶକ୍ତି ପ୍ରବେଶ କରିଥାଏ । ଏମିତିରେ ଆପଣ ଗୋଟେ ଗ୍ଳାସ ପାଣି ଦ୍ଵାରା ଜାଣିପାରିବେ ଆପଣଙ୍କ ଘରେ ନେଗେଟିଭ ଶକ୍ତି ଅଛି କି ନାହିଁ । ଅନେକ ସମୟରେ ମଣିଷର ମୃତ୍ୟୁ ପରେ ତାର ଆତ୍ମା ଘରର ଚାରି ପାଖରେ ଘୁରି ବୁଲିଥାଏ । ଯାହା କାରଣରୁ ଅନେକ କ୍ଷତି ହୋଇଥାଏ । ଏବେ ଆସନ୍ତୁ ଜାଣିବା କିଛି ସଂକେତ ବିଷୟରେ ଯାହା ଦ୍ଵାରା ଜଣା ପଡିବ ଆପଣଙ୍କ ଘରେ ଭୁତ ଅଛି କି ନାହିଁ ।

1- ଯଦି ଘରେ ଘଣ୍ଟାରେ ବାରମ୍ବାର ନିଶ୍ଚିନ୍ତ ସମୟରେ ଅଟକିଯାଏ ତେବେ ଆପଣଙ୍କ ଘରେ ନେଗେଟିଭ ଶକ୍ତିର ବାସ ଅଛି । ଜୀବନ ସହ ଜଡିତ କିଛି ଦୁର୍ଘଟଣା ବିଷୟରେ ଅବଗତ କରାଇଥାଏ ।

2- ଯଦି ରାତିରେ କାହାର ଶବ୍ଦ ଶୁଣାଯାଏ, ପାଉଁଜିର ସ୍ଵର ଶୁଣାଯାଏ ତେବେ ଜାଣି ରଖନ୍ତୁ ଆପଣଙ୍କ ଘରେ ନେଗେଟିଭ ଶକ୍ତିର ବାସ ଅଛି ।

3- ମାନ୍ୟତା ଅନୁଯାୟୀ କୌଣସି ବ୍ୟକ୍ତିରେ ମୃତ୍ୟୁ ପରେ ପ୍ରଜାପତି ଦେଖାଯାଏ ତେବେ ଜାଣି ନିଅନ୍ତୁ ସେହି ମଣିଷ ଅଲଗା ଦୁନିଆକୁ ଯାତ୍ରାରେ ବାହାରି ସାରିଛି ।

4- ଯଦି ଆପଣଙ୍କୁ କୌଣସି ଛାଇ ଦେଖାଯାଏ ଆଉ ଆଖ ପାଖରେ କୌଣସି ମଣିଷ କି ପଶୁ ଦେଖା ନ ଯାଏ ତେବେ ଘରେ ନେଗେଟିଭ ଶକ୍ତିର ବାସ ଅଛି ।

5- ଯେବେ ଆପଣଙ୍କ ଘରର ପାଳିତ ପଶୁ ଅଜବ ବ୍ୟବହାର କରନ୍ତି ବା ରାତିରେ ଅଜବ ଶବ୍ଦ କରନ୍ତି ତେବେ ଜାଣି ନିଅନ୍ତୁ ଘରେ ନେଗେଟିଭ ଶକ୍ତିର ବାସ ଥିବାର ଅନୁଭବ କରୁଛନ୍ତି ।

6- ରାତି ସମୟରେ କାହାର କଥା କହିବାର ଶୁଣାଗଲେ ନେଗେଟିଭ ଶକ୍ତି ଆପଣଙ୍କ ଘରେ ବାସ ଅରିଛି । ସେ ଆତ୍ମା ଦୁଖୀ ହୋଇଥିବ ।

7- ଯଦି ଆପଣଙ୍କୁ ନିଜ ସ୍ଵର ନିଜ କାନରେ ଶୁଣାଯାଏ ତେବେ କେହି ଆପଣଙ୍କୁ କିଛି କହିବାକୁ ଚାହୁଁଛି ।

8- ଅନେକ ଥର ଏମିତି ହୋଇଥାଏ ଯେବେ ଆମକୁ ଲାଗିଥାଏ କେହି ଆମର ପିଛା କରୁଛି ବା ଗୋଟେ ଜାଗାରେ ଠିଆ ହୋଇ ଆମକୁ ଦେଖୁଛି । କିନ୍ତୁ ଆମେ ପଛକୁ ଦେଖିଲା ବେଳକୁ କେହି ନ ଥିବେ । ଏହା ଠିକ ସଂକେତ ନୁହେଁ ।

9- ଆଧ୍ୟାତ୍ମିକ ଅନୁଯାୟୀ ଘରର ବଲ ଅଜଗ ରଙ୍ଗର ଜଳିବାକୁ ଲାଗିଥାଏ । ତେବେ ଜାଣିବେ କି ଆପଣଙ୍କ ଘରେ ନେଗେଟିଭ ଶକ୍ତିର ବାସ ଅଛି । ଏବେ ଆସନ୍ତୁ ଜାଣିବା ପାଣି ଗ୍ଳାସ ଦ୍ଵାରା କେମିତି ଜାଣିବା ଘରେ ଭୁତ ଅଛି କି ନାହିଁ । ଏଥିପାଇଁ ଗୋଟେ ଗ୍ଳାସ ପାଇରେ 2 ଚାମଚ ଲୁଣ ଓ ଧଳା ଭିନେଗାର ମିଶ୍ରଣ କରନ୍ତୁ ।

ଏହାକୁ ଘରର ଏମିତି ସ୍ଥାନରେ ରଖନ୍ତୁ ଯେଉଁଠି ନେଗେଟିଭ ଶକ୍ତିର ବାସ ରହୁଛି । ସକାଳୁ ଏହି ପାଣି ମଇଳା ଓ ହଳଦିଆ ରଙ୍ଗର ହୋଇଥିଲେ ଜାଣି ନେବେ ଆପଣଙ୍କ ଘରେ ନେଗେଟିଭ ଶକ୍ତିର ବାସ ଅଛି ।  ଘର ପୋଛା ଲଗାଇବା ସମୟରେ ପାଣି ରେ ଲୁଣ ପକାଇ ପୋଛା ମାରିଲେ ଘରୁ ନେଗେଟିଭ ଶକ୍ତି ଦୂରେଇ ଯାଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *