କାହାର ନାଁ ଭାବି ବାଛନ୍ତୁ କୌଣସି ଏକ ନମ୍ବର ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-Tarto Card Reading

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 3ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି 3 ନମ୍ବର 3 ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

1- ଯଦି ଆପଣ ପ୍ରଥମ ନମ୍ବର ଟି ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କ ବିଷୟରେ ବହୁତ କିଛି ଚିନ୍ତା କରୁଛନ୍ତି । ଆପଣ ପରସ୍ପର ସହ କଥା ହେଉ ନାହାନ୍ତି । ଆପଣ ତାଙ୍କୁ ମିସ କରୁଛନ୍ତି । ଆପଣ ନିଜ ବିଷୟରେ କହିବାକୁ ଚାହୁଁଛନ୍ତି । କିନ୍ତୁ ସେ ଆପଣଙ୍କ ସହ କଥା ହେବାକୁ ଚାହୁଁ ନାହାନ୍ତି । ହୋଇପାରେ ସେ ଆପଣଙ୍କୁ ବ୍ଲକ କରିଛନ୍ତି । ତଥାପି ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ଆଉ ରାଗିଛନ୍ତି ମଧ୍ୟ । ସେ ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି କିନ୍ତୁ ଅହଙ୍କାର ଅଧିକ ରହିଛି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବରଟି ବାଛିଛନ୍ତି ତେବେ ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଧୋକା ଦେବାକୁ ଚେଷ୍ଟା କରୁଛନ୍ତି । ଆପଣ ଏମିତି କରୁଛନ୍ତି ଯାହା ଠିକ ନୁହେଁ । କିଛି କଥା ଲୁଚାଉଛନ୍ତି । ଆପଣ ଏହି ସମ୍ପର୍କ କୁ ନେଇ ଯାହା କରୁଛନ୍ତି ତାହା ପ୍ରକାଶ କରୁ ନାହାନ୍ତି । ଆପଣଙ୍କ ଜୀବନରେ ଏମିତି ସ୍ଥିତି ଅଛି ଯାହା କପଟ ରେ ଭରି ରହିଛି । ଆପଣଙ୍କୁ ନିଜ ଲୋକଙ୍କ ସାଥ ମିଳୁ ନାହିଁ । ଆପଣଙ୍କୁ କେହି ବିଶ୍ଵାସ କରୁ ନାହାନ୍ତି । ଆପଣଙ୍କ ଜୀବନରେ ସମସ୍ଯା ହିଁ ସମସ୍ଯା ଅଛି । ସେ ଭାବୁଛନ୍ତି ଆପଣ ବହୁତ କଷ୍ଟରେ ଅଛନ୍ତି ।

3- ଆପଣ ଯଦି ତୃତୀୟ ନମ୍ବର ଟି ବାଛିଛନ୍ତି ତେବେ ଆପଣ ନିଜର ଭଲ ଭବିଷ୍ୟତ ଦେଖୁଛନ୍ତି । ଡେରି ହୋଇପାରେ କିନ୍ତୁ ଆପଣଙ୍କ ସହ ଭଲ ହେଉ ସେ ଚାହୁଁଛନ୍ତି । ଆପଣ ଯେଉଁ ବି କାମ କରୁଛନ୍ତି ସେଥିରେ ସଫଳତା ପାଆନ୍ତୁ ଏମିତି ସେ ଚାହୁଁଛନ୍ତି । ଆପଣଙ୍କ ଠାରେ ଅନେକ ପ୍ରତିଭା ଲୁଚି ରହିଛି । ସେ ଆପଣଙ୍କୁ ବୁଦ୍ଧିମାନ ବ୍ୟକ୍ତି ଭାବୁଛନ୍ତି ।

ଆପଣଙ୍କ ଠାରେ ଜ୍ଞାନ ଅଧିକ ଅଛି । ଆପଣ ନିଜ ଜୀବନରେ ଯାହା ବି ହାସଲ କରିଛନ୍ତି ନିଜର ଦକ୍ଷତା ବଳରେ ପାଇଛନ୍ତି । ଆପଣ ଲାଇଫରେ ବହୁତ ଆଗକୁ ବଢିବେ । ଖୁବ ଧନ କମାଇବେ । ଆପଣଙ୍କର ଭବିଷ୍ୟତ ବହୁତ ଭଲ ଅଛି । ଆପଣ କାହାର ଖରାପ ଚିନ୍ତା କରନ୍ତି ନାହିଁ । ବନ୍ଧୁଗଣ ଆପଣଙ୍କୁ କେଉଁ ନମ୍ବର ଟି ପସନ୍ଦ ଆସିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *