ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।
1- କେଉଁ ପଶୁ ର ଦାନ୍ତ ଜୀବନ ସାରା ବଢିଥାଏ ?
ଉତ୍ତର- ମୂଷା ।
2- ଅଧିକ ଚାହା ପିଇଲେ କେଉଁ ରୋଗ ହେବାର ସମ୍ଭାବନା ରହିଥାଏ ?
ଉତ୍ତର- ପାଇରିଆ ।
3- କେଉଁ ପ୍ରାଣୀ ବହୁତ ଦିନ ପର୍ଯ୍ୟନ୍ତ ପାଣି ନ ପଈ ରହିପାରେ ?
ଉତ୍ତର- ଓଟ ।
4- କୁତବ ମିନାର ର ଉଚ୍ଚତା କେତେ ?
ଉତ୍ତର- 72 ମିଟର ।
5- କେଉଁ ପକ୍ଷୀ ନିଜର ବେକ କୁ 360 ଡିଗ୍ରୀ ବୁଲାଇ ପାରିବ ?
ଉତ୍ତର- ପେଚା ।
6- ତେନ୍ତୁଳୀ କେଉଁ ରୋଗ ପାଇଁ ବହୁତ ଉପକାରୀ ହୋଇଥାଏ ?
ଉତ୍ତର- ହାର୍ଟ ରୋଗ ।
7- କୁର୍କୁରି ଖାଇଲେ ଶରୀରର କେଉଁ ଅଙ୍ଗ ଖରାପ ହୋଇଥାଏ ?
ଉତ୍ତର- ଲିଭର ।
8- ଆଧାର କାର୍ଡ କେଉଁ ରାଜ୍ୟରେ ପ୍ରଥମେ ତିଆରି ହୋଇଥିଲା ?
ଉତ୍ତର- ମହାରାଷ୍ଟ୍ର ।
9- ଜାତୀୟ ସଂଗୀତ ସର୍ବ ପ୍ରଥମେ କେଉଁ ସ୍ଥାନରେ ଗାନ କରା ଯାଇଥିଲା ?
ଉତ୍ତର- କୋଲକାତା ।
10- ବୁର୍ଜ ଖଲିଫା ତିଆରି କରିବା ପାଇଁ କେତେ ବର୍ଷ ସମୟ ଲାଗିଥିଲା ?
ଉତ୍ତର- 6 ବର୍ଷ ।
11- ଗୋଟିଏ ସିଂହ ର କେତୋଟି ଦାନ୍ତ ଅଛି ?
ଉତ୍ତର- 26ଟି ।
12- ଦି ସିଟି ଅଫ ଡ୍ରିମ କେଉଁ ସହରକୁ କୁହାଯାଏ ?
ଉତ୍ତର- ମୁମ୍ବାଇ ।
13- ପ୍ରତିଦିନ ଯୋଗ କରିଲେ କେଉଁ ରୋଗ ଠିକ ହୁଏ ?
ଉତ୍ତର- ସୁଗାର, ଶ୍ଵାସ ରୋଗ ଓ ହାର୍ଟ ଆଟାକ ।
14- ଶୁଖିଲା ଲଙ୍କା ଖାଇଲେ କେଉଁ ମାରାତ୍ମକ ରୋଗ ହୁଏ ?
ଉତ୍ତର- ଅଲ୍ସର ।
15- କେଉଁ ରାଜ୍ୟକୁ ଭାରତର ହୃଦୟ ବୋଲି କୁହାଯାଏ ?
ଉତ୍ତର- ମଧ୍ୟପ୍ରଦେଶ ।
16- କେଉଁ ଦେଶରେ ସବୁଠୁ ଅଧିକ ନାଲି ରଙ୍ଗର ଅଙ୍ଗୁର ଚାଷ କରାଯାଏ ?
ଉତ୍ତର- ଜାପାନ ।
17- କେଉଁ ରାଜ୍ୟରେ ସବୁଠାରୁ ଅଧିକ ଏୟାରପୋର୍ଟ ରହିଛି ?
ଉତ୍ତର- ଗୁଜୁରାଟ ।
18- କେଉଁ ଫଳ ଖାଇଲେ ଦାନ୍ତ ସଫା ହୋଇଥାଏ ?
ଉତ୍ତର- ଅମୃତଭଣ୍ଡା ।
19- ଖାଇବାର ଅଧ ଘଣ୍ଟା ପୂର୍ବରୁ କଣ ଖାଇଲେ ଡାଇବେଟିସ ଭଲ ହୋଇଯାଏ ?
ଉତ୍ତର- ଆଲମଣ୍ଡ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।