କ୍ୟାଲସିୟମର ଅଭାବ, ଆଁଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା 80 ବର୍ଷ ପର୍ଯ୍ୟନ୍ତ ହେବ ନାହିଁ ।

ବନ୍ଧୁଗଣ ଶରୀରରେ କ୍ୟାଲସିୟମର ଅଭାବ କାରଣରୁ ଆଁଠୁ ଗଣ୍ଠି ଅଧିକ ବିନ୍ଧା ହୋଇଥାଏ । ଏହା ଛଡା ଉଠିବା ବସିବାରେ ଯନ୍ତ୍ରଣା ଅନୁଭବ ହୁଏ । 30 ବର୍ଷ ପରେ ଆମ ଶରୀରରେ କ୍ୟାଲସିୟମ ଡେଫିସେନ୍ସି ଦେଖାଯାଏ । କ୍ୟାଲସିୟମର ଅଭାବ କାରଣରୁ ହାଡ ମଧ୍ୟ ଦୁର୍ବଳ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରିଲେ 80 ବର୍ଷ ପରେ ମଧ୍ୟ କ୍ୟାଲସିୟମର ଅଭାବ ହେବ ନାହିଁ ।

ଜଏଣ୍ଟ ପେନ ଭଳି ସମସ୍ଯା ଜୀବନରେ କେବେ ହେବ ନାହିଁ । ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା ଓ ଏହରା ସେବନ କିପରି କରିବା । ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ପଦ୍ମ ମଞ୍ଜି । ଆଁଠୁ ଗଣ୍ଠି ରେ ଯନ୍ତ୍ରଣା ହେଉଥିଲେ ଏହାର ସେବନ କରିବା ଲାଭଦାୟକ ହୋଇଥାଏ । ଏଥିରେ ଭରପୁର ମାତ୍ରାରେ ପୋଷାକ ତତ୍ତ୍ଵ ମିଳିଥାଏ । ଯେମିତିକି ଫୋଲିକ ଏସିଡ, ଆଇରନ, ଜିଙ୍କ, କ୍ୟାଲସିୟମ ଇତ୍ୟାଦି ।

ଏହାର ସେବନ କରିଲେ ଜୀବନରେ କେବେ ଆଁଠୁ ଗଣ୍ଠି ସମସ୍ଯା ହେବନି । ଦ୍ଵିତୟ ସାମଗ୍ରୀ ହେଉଛି ପାନମଧୁରୀ । ଯାହା ଆପଣଙ୍କୁ ସହଜରେ ମିଳିଯିବ । ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ପ୍ରଥମେ 2ଟି ଯାକ ସାମଗ୍ରୀ କୁ ସମାନ ଭାଗରେ ନିଅନ୍ତୁ । ଏହାକୁ ଯେତେ ମାତ୍ରାରେ ବନାଇବାକୁ ଚାହୁଁଛନ୍ତି ସେତିକି ମାତ୍ରାରେ ସମାନ ମାତ୍ରାରେ ନିଅନ୍ତୁ । ତୃତୀୟ ସାମଗ୍ରୀ ହେଉଛି ଗୋଲମରୀଚ ।

ଯଦି 100 ଗ୍ରାମର ପଦ୍ମ ମଞ୍ଜି ଓ ପାନମଧୁରୀ ନେଉଛନ୍ତି ଏବେ 10 ଗ୍ରାମର ଗୋଲମରୀଚ ନିଅନ୍ତୁ । ଏହାର ପ୍ରୟୋଗ ନ କରିଲେ ମଧ୍ୟ ହେବ । କିନ୍ତୁ ଏହାର ଫାଇଦା କିଛି ଅଲଗା ମିଳିଥାଏ । ଅନ୍ୟ ଜିନିଷର ମାତ୍ରା ବଢାଇଲେ ଏହାର ମାତ୍ରା ମଧ୍ୟ ବଢାଇବା ଉଚିତ । ଏହାକୁ ମିଠା କରିବା ପାଇଁ ମିଶ୍ରି ର ବ୍ୟବହାର କରନ୍ତୁ । 3ଟି ସାମଗ୍ରୀକୁ ସମାନ ଭାବେ ନିଅନ୍ତୁ । ଏହି 3ତ ସାମଗ୍ରୀର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । କିନ୍ତୁ ଡାଇବେଟିସ ରୋଗୀ ମିଶ୍ରି ର ସେବନ କରିପାରିବେନି ।

ଏଥିପାଇଁ ଏକରୁ ଦୁଇ ଚାମଚ ଘିଅ ଗରମ କରନ୍ତୁ । ଏହାପରେ 50ରୁ 100 ଗ୍ରାମ ପଦ୍ମ ମଞ୍ଜି କୁ ଭାଜି ଦିଅନ୍ତୁ । 7ରୁ 8 ମିନିଟ ଯାଏଁ ପଦ୍ମ ମଞ୍ଜି କୁ ଭାଜି ଦିଅନ୍ତୁ । ଯେବେ ଏହା ଥଣ୍ଡା ହୋଇଯିବ ଏହା ସଂପୂର୍ଣ୍ଣ ଗୁଣ୍ଡ ହୋଇଯିବ । ଏହାକୁ ବଣାଇ 15 ଦିନ ଯାଏଁ ସ୍ତ୍ରୋ କରି ରଖିହେବ । ଏକ ଗ୍ଳାସ କ୍ଷୀର ରେ 15ରୁ 20ଟି ପଦ୍ମ ମଞ୍ଜିରେ ପକାଇ ଏହାର ସେବନ କରନ୍ତୁ । ନଚେତ ପଦ୍ମ ମଞ୍ଜିକୁ ଚୋବାଇ ଖାଇ କ୍ଷୀର ସେବନ କରନ୍ତୁ ।

ଏହି ଉପାୟଟି ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ସକାଳେ ବା ସନ୍ଧ୍ୟାରେ ସେବନ କରିପାରିବେ । ପୂର୍ବରୁ ପ୍ରସ୍ତୁତ ହୋଇଥିବା ଗୁଣ୍ଡରୁ ଦୁଇ ଚାମଚ କ୍ଷୀରରେ ମିଶାଇ ସେବନ କରିପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *