ଖରାପ ହୁଅ ତେବେ ହିଁ ସଫଳ ହେବ- Chanakya Niti

ଆପଣ ମାନେ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଓ ବୁଦ୍ଧି ପାଇଁ ବହୁତ ଅଧିକ ପ୍ରସିଦ୍ଧ ଅଟନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ କହିବେ କଣ ଏମିତି ବି ହୋଇଥାଏ । ତେବେ ଆଚାର୍ଯ୍ୟ ଚାଣକ୍ୟ ନିଜ ଜୀବନରେ ବହୁତ କିଛି ଲେଖିଛନ୍ତି ଯାହା ନିଜ ଜୀବନରେ କରିବା ଦ୍ଵାରା ମଣିଷକୁ ବହୁତ ପ୍ରକାର ଅସୁବିଧାରୁ ମୁକ୍ତି ମିଳିଥାଏ ।

ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଖରାପ ହବାକୁ ମଧ୍ୟ କହିଛନ୍ତି, ତେବେ ଆସନ୍ତୁ ଜାଣିବା କେମିତି ଓ କେଉଁଠି । ଗୋଟେ କୁମ୍ହାର ଥିଲା ସେ ମାଟି ଜିନିଷ ତିଆରି କରି ବିକୁଥିଲା ତା ହାତରେ ଜାଦୁ ଥିଲା ତା ମାଟି ଜିନିଷ ଦେଖିବାକୁ ବହୁତ ସୁନ୍ଦରଥିଲା ଓ ଲୋକ ତାଙ୍କୁ ନବାବି ପସନ୍ଦ କରୁଥିଲେ ।

Image Courtesy: Google

ହଟାତ ଦିନେ କାମ କରିବା ବେଳେ କୁମ୍ହାର ହାତ କାମ କରିବା ବନ୍ଦ କରିଦେଲା, ଏହି କୁମ୍ହାର ନାମ ଭୋଳା ଥିଲା ଭୋଳା ଗୋଟେ ହାତ ପାରାଲାଇଜ ହୋଇ ଗଲା ଯାହା ପରେ ତାଙ୍କ ପରିବାରରେ ବହୁତ ସମସ୍ଯା ଆସିବାକୁ ଲାଗିଲା ଘର ଲୋକେ ଦୁଇ ସମୟ ଖାଇବା ମଧ୍ୟ ଶାନ୍ତିରେ ଖାଇ ପାରୁ ନଥିଲେ କାହିଁକିନା ଘରେ ରାସନ ସଉଦା ମଧ୍ୟ ନଥିଲା । ଭୋଳା ଯେତେ ସରଳ ଥିଲା ତା ସ୍ତ୍ରୀ ସେତେ ବୁଦ୍ଧିମାନ ।

Image Courtesy: Google

ଭୋଳା ସ୍ତ୍ରୀ କହିଲା ଆଜି ରାଜା ଘରେ ପୁଅ ଜନ୍ମ ହୋଇଛି ତମେ ଜାଓ ଓ ରାଜାକୁ କିଛି ସାହାଜ୍ଯ ପାଇଁ କୁହ । ଏହା ପରେ ଭୋଳା ରାଜା ପାଖକୁ ଗଲା ଓ ନିଜ ଦୁଃଖ କହି କିଛି ସାହାଜ୍ଯ ପାଇଁ କହିଲା । ରାଜା ର ପୁଅ ହୋଇଥିଲା ସେଥିପାଇଁ ରାଜା ବହୁତ ଖୁସିଥିଲା ଓ କହିଲା ମାଗ କଣ ମାଗୁଛ । ଭୋଳା ଭାବିଲା ସ୍ତ୍ରୀ କିଛି ମାଗିବାକୁ କହିନି କଣ ମାଗିବୀ ବହୁତ ଭାବି ଭୋଳା କହିଲା ମହାରାଜ ଆପଣଙ୍କ ଯାହା ଇଛା ଦିଅନ୍ତୁ । ଏହି କଥା ଶୁଣି ରାଜା ଭୋଳାକିଛି ଜମି ଦେଲେ ।

Image Courtesy: Google

ଯେତେବେଳେ ଭୋଳା ସ୍ତ୍ରୀ ଏହି କଥା ଜାଣିଲା ସେ ଭାବିଲା ଜମିର ଆମେ କଣ କରିବୁ ଚାଷ ଆମକୁ କରି ଆସେନା ସେହି ସମୟରେ କିଛି ଚୋରଙ୍କୁ ସେହି ରାସ୍ତାରୁ ଯିବାର ଭୋଳା ସ୍ତ୍ରୀ ଦେଖିଲା ଓ ଭୋଳାକୁ ଚୁପ ରହିବା ଇସାରା କରି ଜୋରେ ହସିବାକୁ ଲାଗିଲା ଏହି ଘଟଣା ଦେଖି ଚୋର ପଚାରିଲେ କଣ ପାଇଁ ହସୁଛ ଭୋଳା ସ୍ତ୍ରୀ କହିଲା କିଛି ନୁହ । ଏହା ପରେ ଚୋର ଆଉଥରେ ପଚାରିଲେ ଓ ଭୋଳା ସ୍ତ୍ରୀ କହିଲା କାଲୀ ଆମ ଶଶୁର ଚାଲି ଗଲେ ଓ ଆମକୁ କହି ଦେଇ ଗଲେ ଯେ ଏହି ଯମିରେ, ଦୁଇ ମାଟି ହାଣ୍ଡିରେ ସୁନା ରଖିଛନ୍ତି ।

Image Courtesy: Google

କିନ୍ତୁ ଏହା କହିଲେ ନାହିଁ ଯେ କେଉଁ ଜାଗାରେ ଅଛି ଆମେ ୪ ଦିନ ପରେ ସବୁ ଜିନିଷ ନେଇକି ଆସିବୁ ଓ ଖଜାନା ବାହାର କରି ଦେଇ ଯିବୁ । ଏହି ଘଟଣା ପରେ ଯେତେବେଳେ ସେ ଫେରିଲେ ଦେଖିବାକୁ ପାଇଲେ ଯେ ତାଙ୍କ ଜମି ହଳ କରା ଯାଇଛି ଭୋଳା ସ୍ତ୍ରୀ ମାର୍କେଟରୁ ଗହମ ଆଣି ବିଞ୍ଚି ଦେଲା ଓ କିଛି ମାସ ପରେ ତାଙ୍କ ଫସଲ ବଢିଆ ହେଲା ଏହି ଫସଲ ବିକି ସେ ନିଜ ଘର ଚଳାଇଲେ । ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଭଲ ମଣିଷକୁ କେବେ ଅସୁବିଧାରେ ପକାନ୍ତୁ ନାହିଁ ନଚେତ ଆପଣ ଅସୁବିଧାରେ ପଡିବେ କିନ୍ତୁ ଧୃତ ବ୍ୟକ୍ତିଙ୍କୁ ଛାଡନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *